ପ୍ରତାପ କେଶରୀ ଦେବ
ପ୍ରତାପ କେଶରୀ ଦେବ | |
---|---|
ବିଧାୟିକା: ୧୬ଶ, ୧୭ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୧୯ – ଏବେଯାଏଁ | |
ପୂର୍ବ ଅଧିକାରୀ | ଦେବେନ୍ଦ୍ର ଶର୍ମା |
ନିର୍ବାଚନ ମଣ୍ଡଳୀ | ଆଳି |
ସାଂସଦ: ରାଜ୍ୟ ସଭା | |
Assumed office ୧୮ ମଇ ୨୦୧୭ | |
ପୂର୍ବ ଅଧିକାରୀ | ବିଷ୍ଣୁ ଚରଣ ଦାସ, ବିଜେଡି |
ବିଧାୟିକା: ୧୨ଶ, ୧୩ଶ, ୧୪ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୦ – ୨୦୧୪ | |
ପୂର୍ବ ଅଧିକାରୀ | ଦୋଳଗୋବିନ୍ଦ ନାୟକ |
ପର ଅଧିକାରୀ | ଦେବେନ୍ଦ୍ର ଶର୍ମା |
ନିର୍ବାଚନ ମଣ୍ଡଳୀ | ଆଳି |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୬ ଅକ୍ଟୋବର ୧୯୭୨ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ବାପା/ବୋଉ | ଶରତ କୁମାର ଦେବ(ବାପା)[୧]/ ସୁଶ୍ରୀ ଦେବୀ (ମା) |
ଶିକ୍ଷାନୁଷ୍ଠାନ | ଦ୍ୱାଦଶ: ରାଜକୁମାର କଲେଜ, ରାୟପୁର ଏବଂ ସ୍ନାତକ: ରାମଜାସ କଲେଜ[୨] |
ପେଷା | ସମାଜସେବା, କୃଷି, ମତ୍ସ୍ୟଚାଷ, ରାଜନେତା[୩] |
ପ୍ରତାପ କେଶରୀ ଦେବ (ଜନ୍ମ: ୧୬ ଅକ୍ଟୋବର ୧୯୭୨) ଜଣେ ଓଡ଼ିଆ ରାଜନେତା । ସେ ଓଡ଼ିଶାର ବିଜୁ ଜନତା ଦଳର ପ୍ରତିନିଧି ଭାବରେ ୨୦୧୭ ମସିହାର ମଇ ମାସରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ । ଓଡ଼ିଶାରୁ ରାଜ୍ୟସଭାରେ ଥିବା ସଦ୍ୟ ବିଷ୍ଣୁ ଚରଣ ଦାସଙ୍କୁ ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଭାବେ ନିଯୁକ୍ତ ପରେ ସେ ରାଜ୍ୟସଭା ସଭ୍ୟପଦ ତ୍ୟାଗ କରିଥିଲେ ଏବଂ ପ୍ରତାପ କେଶରୀ ଦେବ ନିର୍ବାଚନରେ ବିଜୟଲାଭ କରିଥିଲେ ।[୪][୫]
ରାଜନୈତିକ ଜୀବନ
[ସମ୍ପାଦନା]ପ୍ରତାପ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର ରାଜନେତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।
୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେଡିର ପ୍ରାର୍ଥୀ ଭାବରେ ଆଳି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୭୩,୬୭୮ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସର ପାର୍ଥୀ ଦେବସ୍ମିତା ଶର୍ମାଙ୍କୁ ୧୯,୬୨୮ ଖଣ୍ଡ ଭୋଟ୍ରେ ପରାସ୍ତ କରି ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୬]
ଆଧାର
[ସମ୍ପାଦନା]- ↑ "Pratap Keshari Deb(Criminal & Asset Declaration)". myneta.info. Retrieved 2018-02-05.
- ↑ "Pratap Keshari Deb". MP Track by PRS Legislative Research. Retrieved 2018-02-05.
- ↑ "Pratap Keshari Deb(Criminal & Asset Declaration)". myneta.info. Retrieved 2018-02-05.
- ↑ "BJD's Pratap Deb elected unopposed to Rajya Sabha". business-standard.com. Retrieved 2017-05-18.
- ↑ "Naveen Patnaik announces Pratap Keshari Deb as BJD nominee for Rajya Sabha". timesofindia.indiatimes.com. Retrieved 2017-05-18.
- ↑ "General Election to Assembly Constituencies 2024: Aul (Odisha)". Election Commission of India. Retrieved 11 June 2024.