ସୁରେନ୍ଦ୍ର ମିଶ୍ର
ଦେଖଣା
(Surendra Mishraରୁ ଲେଉଟି ଆସିଛି)
ସୁରେନ୍ଦ୍ର ମିଶ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୨ ଫେବୃଆରୀ ୧୯୫୮ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୯ |
ସୁରେନ୍ଦ୍ର ମିଶ୍ର (ଜନ୍ମ: ୦୨ ଫେବୃଆରୀ ୧୯୫୮), ଜଣେ ଓଡ଼ିଆ ଗାଳ୍ପିକ ।[୧] ୧୯୯୯ ମସିହାରେ ସେ ନିଜ କ୍ଷୁଦ୍ରଗଳ୍ପ ସଂକଳନ "ପଞ୍ଜୁରି ଓ ଅନ୍ୟାନ୍ୟ ଗଳ୍ପ" ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।[୨] ସେ ଯାଜପୁର ଜିଲ୍ଲାର ବିରିପଟାଠାରେ ଜନ୍ମଗ୍ରହଣ କରିଥିଲେ ।
ରଚନାବଳୀ
[ସମ୍ପାଦନା]- ଯୁଦ୍ଧ ଓ ଅନ୍ୟାନ୍ୟ ଗଳ୍ପ - ୧୯୯୧
- ନଦୀରୁ ଆକାଶ ପର୍ଯ୍ୟନ୍ତ - ୧୯୯୪[୩]
- ପ୍ରତିବିମ୍ବ - ୧୯୯୭(ଅଗ୍ରଦୂତ)
- ପଦାତିକ - ୨୦୦୧(ସୁବର୍ଣ୍ଣରେଖା)
- ପଥ ବହୁଦୂର - ୨୦୧୫(ସୁବର୍ଣ୍ଣରେଖା)
- ପଞ୍ଜୁରି ଓ ଅନ୍ୟାନ୍ୟ ଗଳ୍ପ - ୧୯୯୮(ସ୍ୱର ସୁବର୍ଣ୍ଣରେଖା)[୪]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର(ପଞ୍ଜୁରି ଓ ଅନ୍ୟାନ୍ୟ ଗଳ୍ପ) - ୧୯୯୯
ଆଧାର
[ସମ୍ପାଦନା]- ↑ Gopinath Mohanty; Jeeban Kumar Patnaik; Santosha Kumāra Ratha. Cultural Heritage of [Orissa]: Jajpur. State Level Vyasakabi Fakir Mohan Smruti Samsad.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Retrieved 24 December 2018.
- ↑ Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 769–. ISBN 978-81-260-0873-5.
- ↑ "National Library of India". opac.nationallibrary.gov.in. Retrieved 27 December 2018.