ରାଜେଶ୍ୱରୀ ଦଳବେହେରା

ଉଇକିପିଡ଼ିଆ‌ରୁ
(Rajeswari Dalabeheraରୁ ଲେଉଟି ଆସିଛି)
ରାଜେଶ୍ୱରୀ ଦଳବେହେରା
ଜନ୍ମ ଓ ଜନ୍ମସ୍ଥାନ୧୯୩୩
ବୃତ୍ତିଡାକ୍ତର[୧]
ଜାତୀୟତାଭାରତୀୟ
ନାଗରିକତା ଭାରତୀୟ
ଶିକ୍ଷାଏମ ବି ବି ଏସ[୨]
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୫୯

ରାଜେଶ୍ୱରୀ ଦଳବେହେରା (ଜନ୍ମ: ୧୯୩୩) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକା ଥିଲେ । ଗଳ୍ପ ସଂକଳନ "ଚୋରା ଚଇତାଳି" ପାଇଁ ସେ ୧୯୫୯ ମସିହାରେ ଏହି ପୁରସ୍କାର ପାଇଥିଲେ ।[୩] ସେ ୧୯୩୩ ମସିହାରେ କଟକରେ ଜନ୍ମ ହୋଇଥିଲେ[୪] ଓ ବୃତ୍ତିରେ ସେ ଜଣେ ଡାକ୍ତର ଥିଲେ ।[୫]

ରଚନାବଳୀ[ସମ୍ପାଦନା]

  • ସନ୍ତପ୍ତ ଗୋଧୂଳି[୬]
  • ଚୋରା ଚଇତାଳି

ଆଧାର[ସମ୍ପାଦନା]

  1. Orissa (India). (1963). The Orissa Gazette.
  2. All India Civil List. Published under the authority of the Government of India by the Associated Advertisers & Printers. July 1968.
  3. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Retrieved 21 December 2018.
  4. Orissa reference: glimpses of Orissa. TechnoCAD Systems. 2001.
  5. Savitri Rout (1971). Women Pioneers in Oriya Literature: A Monograph. Manorama Rout.
  6. Indian Literature. Sahitya Akademi. 1985.