ପ୍ରମିଳା ନାୟକ

ଉଇକିପିଡ଼ିଆ‌ରୁ
(Pramila Nayakରୁ ଲେଉଟି ଆସିଛି)
ପ୍ରମିଳା ନାୟକ
ଜନ୍ମ
ପ୍ରମିଳା ନାୟକ
ଜାତୀୟତା ଭାରତୀୟ
ଜଣାଶୁଣାସାହିତ୍ୟିକ
ଉଲ୍ଲେଖନୀୟ କାମ"ନାଲି ସୁରୁଜ ବୁଣେ ମୁରୁଜ"[୧]
ପୁରସ୍କାର(ଗୁଡ଼ିକ)ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନ[୨]

ପ୍ରମିଳା ନାୟକ ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା । ତାଙ୍କର ରଚନାଗୁଡ଼ିକ ମୁଖ୍ୟତଃ ଶିଶୁ ସାହିତ୍ୟଭିତ୍ତିକ । ତାଙ୍କ ରଚିତ ଓଡ଼ିଆ ଶିଶୁ ସାହିତ୍ୟ ପୁସ୍ତକ "ନାଲି ସୁରୁଜ ବୁଣେ ମୁରୁଜ" ପାଇଁ ଓଡ଼ିଶା ସରକାର ତାଙ୍କୁ ୧୯୭୯ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ କରିଥିଲେ ।[୨][୧]

ରଚନାବଳୀ[ସମ୍ପାଦନା]

  • "ନାଲି ସୁରୁଜ ବୁଣେ ମୁରୁଜ" (୧୯୭୯, ଶିଶୁ ସାହିତ୍ୟ ପୁସ୍ତକ)[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". Odisha Sahitya Akademi. ଓଡ଼ିଶା ସାହିତ୍ୟ ଏକାଡେମୀ. 30 April 2021. Retrieved 17 August 2021.
  2. ୨.୦ ୨.୧ Odisha Reference Annual - 2011: Odisha Sahitya Academy Awarded Books And Writers (PDF). Bhubaneswar: Information & Public Relations Department, Government of Odisha. 2011. Retrieved 17 August 2021.