Jump to content

ମାନସ ରଞ୍ଜନ ସାମଲ

ଉଇକିପିଡ଼ିଆ‌ରୁ
(Manas Ranjan Samalରୁ ଲେଉଟି ଆସିଛି)
ମାନସ ରଞ୍ଜନ ସାମଲ
ଜନ୍ମ ଓ ଜନ୍ମସ୍ଥାନ (1956-03-10) ୧୦ ମାର୍ଚ୍ଚ ୧୯୫୬ (ବୟସ ୬୮)
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିଗପ କଳିକା
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ବାଳ ସାହିତ୍ୟ ପୁରସ୍କାର (୨୦୨୪)

ମାନସ ରଞ୍ଜନ ସାମଲ (ଜନ୍ମ: ୧୦ ମାର୍ଚ୍ଚ ୧୯୫୬) ଜଣେ ଓଡ଼ିଆ ଶିଶୁ ସାହିତ୍ୟିକ । ତାଙ୍କ ଗଳ୍ପ ସଂକଳନ ଗପ କଳିକା ନିମନ୍ତେ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ବାଳ ସାହିତ୍ୟ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।[୧][୨] ସେ ଝୁମୁକା ନାମକ ଏକ ଶିଶୁ ପତ୍ରିକା ୪୦ ବର୍ଷରୁ ଉର୍ଦ୍ଧ ସମୟ ଧରି ସମ୍ପାଦନା କରୁଛନ୍ତି । ସାହିତ୍ୟ ସର୍ଜନା ନିମନ୍ତେ ତାଙ୍କୁ ୪୦ରୁ ଅଧିକ ପୁରସ୍କାର ମିଳିସାରିଛି ।

ରଚନାବଳୀ[ସମ୍ପାଦନା]

କବିତା[ସମ୍ପାଦନା]

  • ଝୁନମୁନ
  • ଚକାଚକା ଭଉଁରୀ
  • ସରସ ଗୀତ
  • ମହତ ସହିବା ଜନ
  • ମନଛୁଆଁ ଗୀତ

ଗଳ୍ପ[ସମ୍ପାଦନା]

  • ଝୁମୁରୁ ଝାଇଁ
  • କୁନିର କାହାଣୀମାଳା
  • କଥାଟିଏ ନା ନଥାଟିଏ
  • ମାଆ ପରି ଆଉ କିଏ
  • ଅନାବନା ଗପ
  • ବଢ଼େଇର ପୋଲ
  • ଗପ କଳିକା

ଇଂରାଜୀ ଭାଷାରେ ଗପ[ସମ୍ପାଦନା]

  • ଫାଇବ୍ ଫେବୁଲସ
  • ଟେଲ ଫର ଟିନ[୩]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • କେନ୍ଦ୍ର ସାହିତ୍ୟ ଏକାଡେମୀ ବାଳ ସାହିତ୍ୟ ପୁରସ୍କାର - ୨୦୨୪[୪]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୮[୫]
  • ଭାରତ ସରକାରଙ୍କ ଜାତୀୟ ପୁରସ୍କାର
  • ପ୍ରଜାତନ୍ତ୍ର ବିଷୁବ ମିଳନ ପୁରସ୍କାର
  • ମୀନାବଜାର ଶିଶୁ ସାହିତ୍ୟ ପୁରସ୍କାର
  • ରାଜଧାନୀ ପୁସ୍ତକ ମେଳା ପୁରସ୍କାର
  • ଭୁବନେଶ୍ୱର ପୁସ୍ତକ ମେଳା ପୁରସ୍କାର, ୨୦୧୮
  • ମୀନାବଜାର ଗପ ପୁରସ୍କାର
  • କାଦମ୍ବିନୀ ଶିଶୁ ସାହିତ୍ୟ ପୁରସ୍କାର

ଆଧାର[ସମ୍ପାଦନା]

  1. "Press Release Bal Sahitya Puraskar 2024" (PDF). www.sahitya-akademi.gov.in. sahitya akademi. Archived from the original (PDF) on 25 June 2024. Retrieved 25 June 2024.
  2. "ଦୁଇ ଓଡ଼ିଆ ଗାଳ୍ପିକଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର". Samaja Live. 15 June 2024. Retrieved 15 June 2024.
  3. "ମନନଶୀଳସ୍ରଷ୍ଟା ମାନସ". No. ରବିବାର ସମାଜ ୨୩ ଜୁନ ୨୦୨୪. ସମାଜ. 23 June 2024. Archived from the original on 25 June 2024. Retrieved 25 June 2024.
  4. Mohapatra, Rajendra Prasad (15 June 2024). "2 Odia writers to receive prestigious Kendra Sahitya Akademi's Yuva and Bal Sahitya Puraskar". 2 Odia writers to receive prestigious Kendra Sahitya Akademi's Yuva and Bal Sahitya Puraskar. Retrieved 15 June 2024.
  5. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 25 June 2024.