ଓଡ଼ିଶାର ଜୈବ ବିବିଧତା
ଦେଖଣା
(Flora and fauna of Odishaରୁ ଲେଉଟି ଆସିଛି)
ଓଡ଼ିଶାରାଜ୍ୟ ଜୈବ ବିବିଧତା କ୍ଷେତ୍ରରେ ସମୃଦ୍ଧ । ଓଡ଼ିଶାରେ ୮୬ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୪୭୩ ପ୍ରକାର ପକ୍ଷୀ, ୧୧୦ ପ୍ରକାର ସରୀସୃପ, ୧୯ ପ୍ରକାର ଉଭୟଚର ଓ ୨୭୨୦ ପ୍ରକାର ଉଦ୍ଭିଦ ଦେଖାଯାଆନ୍ତି । ଏଠାରେ ୧୪ଟି ଅଭୟାରଣ୍ୟ ଓ ୨ଟି ଜାତୀୟ ଉଦ୍ୟାନ ରହିଛି ।
ଜାତୀୟ ଉଦ୍ୟାନ
[ସମ୍ପାଦନା]ଅଭୟାରଣ୍ୟ
[ସମ୍ପାଦନା]ଓଡ଼ିଶାରେ ଅବସ୍ଥିତ ବିଭିନ୍ନ ଅଭୟାରଣ୍ୟ ଗୁଡ଼ିକ ହେଲା:[୧]
- ବଡ଼ରମା ବନ୍ୟଜନ୍ତୁ ଅଭୟାରଣ୍ୟ (ଉଷାକୋଠି ଅଭୟାରଣ୍ୟ)[୨]
- କଲରାପାଟ
- କୁଲଡିହା ବନ୍ୟଜନ୍ତୁ ସଂରକ୍ଷଣାଳୟ
- କୋଟଗଡ଼
- ଚନ୍ଦକା ହାତୀ ଅଭୟାରଣ୍ୟ
- ଚିଲିକା
- ଟିକରପଡ଼ା
- ନନ୍ଦନକାନନ ଜୀବ ଉଦ୍ୟାନ
- ବାଲୁଖଣ୍ଡ
- ଭିତରକନିକା
- ସାତକୋଶିଆ
- ସୁନାବେଡ଼ା
- ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ
- ହଦଗଡ଼
- ଲଖାରି ବନ୍ୟଜନ୍ତୁ ସଂରକ୍ଷଣାଳୟ
ଆଧାର
[ସମ୍ପାଦନା]- ↑ indianholiday.com: Wildlife Sanctuaries In East India
- ↑ ମହାପାତ୍ର, ସତ୍ୟଜିତ. "ଅସ୍ଥିତ୍ୱ ହରାଉଛି ଉଷାକୋଠି". ଧରିତ୍ରୀ. Retrieved 28 September 2016.
ଅଧିକ ତଥ୍ୟ
[ସମ୍ପାଦନା]- Centre for Environmental Studies (CES), Odisha Archived 2016-10-24 at the Wayback Machine.
- Wildlife Orissa
- Location of Odisha wildlife areas
- Odisha Wildlife and Sanctuaries Archived 2011-07-27 at the Wayback Machine.