ବିଷ୍ଣୁ ସାହୁ

ଉଇକିପିଡ଼ିଆ‌ରୁ
(Bishnu Sahooରୁ ଲେଉଟି ଆସିଛି)
ବିଷ୍ଣୁ ସାହୁ
ଜାତୀୟତାଭାରତୀୟ
ନାଗରିକତା ଭାରତୀୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୭[୧]

ବିଷ୍ଣୁ ସାହୁ, ଜଣେ ଓଡ଼ିଆ ଗାଳ୍ପିକ ।[୨] ୨୦୦୭ ମସିହାରେ ସେ ନିଜ କ୍ଷୁଦ୍ରଗଳ୍ପ ସଂକଳନ "ଗୋଟିଏ ଗାଁର ଚିତ୍ରପଟ" ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।[୩] ସାହୁ, ଗଳ୍ପ ବ୍ୟତିତ କବିତା, ନାଟକ, ପ୍ରବନ୍ଧ ଓ ଶିଶୁସାହିତ୍ୟ ଆଦି ସାହିତ୍ୟର ଅନ୍ୟଧାରା ମାନଙ୍କରେ ମଧ୍ୟ ନିଜ ଲେଖନୀ ଚାଳନା କରିଛନ୍ତି ।[୪]

ରଚନାବଳୀ[ସମ୍ପାଦନା]

  • କାହାଣୀ ଓ କାଠ ଚମ୍ପା
  • ଜଣେ ସୌଦାରୀଙ୍କ ସମ୍ପର୍କରେ
  • ଗୁଣୁଗୁଣୁ ଜହ୍ନରାତି ବିଷ୍ଣୁ ସାହୁ - ୧୯୯୯ (କାହାଣୀ)
  • ଯେଉଁ ପୃଥିବୀ ମୁଁ ଛାଡିଯାଉଛି - ୨୦୦୫ (କାହାଣୀ)
  • ପାରୁଲ୍ର ପ୍ରେମିକ - ୨୦୦୦ (ଅକ୍ଷର)
  • ବିଷ୍ଣୁ ସାହୁଙ୍କ କଥା ଓ କାହାଣୀ - ୨୦୧୪ (କାହାଣୀ)
  • ଚଂପା ବଣ (ବିଦ୍ୟାପୁରୀ)
  • ଦୁଃଖର ଚାରିକାନ୍ତ- ୨୦୦୧ (ଫ୍ରେଣ୍ଡସ୍ ପବ୍ଲିଶର୍ସ)
  • ଦେହାଗ୍ନି - ୨୦୧୫ (କାହାଣୀ)[୫]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଗୋଟିଏ ଗାଁର ଚିତ୍ରପଟ) - ୨୦୦୭[୬]
  • ବିଷୁବ ପୁରସ୍କାର
  • ସାହିତ୍ୟ ଭାରତୀ ସମ୍ମାନ

ଆଧାର[ସମ୍ପାଦନା]

  1. "Orissa Sahitya Akademi awards announced". thehindu.com. Retrieved 27 December 2018.
  2. Library of Congress Office, New Delhi (January 1995). Accessions List, South Asia. E.G. Smith for the U.S. Library of Congress Office, New Delhi.
  3. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Archived from the original on 23 September 2019. Retrieved 24 December 2018.
  4. "Am sure Odia short stories have not failed readers'". dailypioneer.com. Retrieved 27 December 2018.
  5. opac.nationallibrary.gov.in http://opac.nationallibrary.gov.in. Retrieved 27 December 2018. {{cite web}}: Missing or empty |title= (help)
  6. "Naveen stress on translation - 18 honoured with Orissa Sahitya Academy awards". telegraphindia.com. Retrieved 27 December 2018.