୧୨ ଅଗଷ୍ଟ
ଦେଖଣା
(August 12ରୁ ଲେଉଟି ଆସିଛି)
| << | ଅଗଷ୍ଟ | >> | ||||
| ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
| ୧ | ||||||
| ୨ | ୩ | ୪ | ୫ | ୬ | ୭ | ୮ |
| ୯ | ୧୦ | ୧୧ | ୧୨ | ୧୩ | ୧୪ | ୧୫ |
| ୧୬ | ୧୭ | ୧୮ | ୧୯ | ୨୦ | ୨୧ | ୨୨ |
| ୨୩ | ୨୪ | ୨୫ | ୨୬ | ୨୭ | ୨୮ | ୨୯ |
| ୩୦ | ୩୧ | |||||
| ୨୦୨୬ | ||||||
| August 12 in recent years |
| ୨୦୨୫ (ମଙ୍ଗଳବାର) |
| ୨୦୨୪ (ସୋମବାର) |
| ୨୦୨୩ (ଶନିବାର) |
| ୨୦୨୨ (ଶୁକ୍ରବାର) |
| ୨୦୨୧ (ଗୁରୁବାର) |
| ୨୦୨୦ (ବୁଧବାର) |
| ୨୦୧୯ (ସୋମବାର) |
| ୨୦୧୮ (ରବିବାର) |
| ୨୦୧୭ (ଶନିବାର) |
| ୨୦୧୬ (ଶୁକ୍ରବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୨ ଅଗଷ୍ଟ ବର୍ଷର ୨୨୪ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୨୫ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୪୧ ଦିନ ବାକି ଅଛି ।
ଜନ୍ମ
[ସମ୍ପାଦନା]- ୧୯୪୦ – ନିତ୍ୟାନନ୍ଦ ନାୟକ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ କବି
- ୧୯୯୫ – ସାରା ଅଲ୍ଲୀ ଖାନ, ହିନ୍ଦୀ କଥାଚିତ୍ର ଅଭିନେତ୍ରୀ
- ୧୯୯୭ – ସାୟେଶା ସୈଗଲ, ହିନ୍ଦୀ କଥାଚିତ୍ର ଅଭିନେତ୍ରୀ
ମୃତ୍ୟୁ
[ସମ୍ପାଦନା]- ୧୯୭୧ – ବିକଳାନନ୍ଦ କର, ସାଲେପୁର ମିଠାର ଜନକ (ଜନ୍ମ:୧୪ ନଭେମ୍ବର ୧୯୦୨)
- ୨୦୧୨ – ଭଗବାନ ସାହୁ, ପଦ୍ମଶ୍ରୀ ସମ୍ମାନିତ ଓଡ଼ିଆ ଲୋକନୃତ୍ୟ ଶିଳ୍ପୀ (ଜନ୍ମ: ୧୨ ସେପ୍ଟେମ୍ବର ୧୯୧୪)
ଘଟଣାବଳୀ
[ସମ୍ପାଦନା]- ୧୯୦୯ – ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା [୧]
ପର୍ବପର୍ବାଣି
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "୧୯୦୯ ନା ୧୯୧୯". odishanewsnitidin.com. Archived from the original on ୯ ଫେବୃଆରୀ ୨୦୨୧. Retrieved 9 February 2021.
{{cite web}}: Check date values in:|archivedate=(help)
ଅଧିକ ତଥ୍ୟ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ୧୨ ଅଗଷ୍ଟ
ବାବଦରେ ମାଧ୍ୟମ ରହିଛି ।
- BBC: ଏହି ଦିନ
- କାନାଡାରେ ଏହି ଦିନ Archived 2012-12-16 at Archive.is