ସାରା ଅଲ୍ଲୀ ଖାନ

ଉଇକିପିଡ଼ିଆ‌ରୁ
Sara Ali Khan
Khan promoting Kedarnath in 2018
Born (1995-08-12) ୧୨ ଅଗଷ୍ଟ ୧୯୯୫ (ବୟସ ୨୮)[୧]
Alma materColumbia University
OccupationActress
Years active2018–present
Parent(s)Saif Ali Khan
Amrita Singh
RelativesSee Pataudi family

ସାରା ଅଲ୍ଲୀ ଖାନ୍ (ଜନ୍ମ: ୧୨ ଅଗଷ୍ଟ ୧୯୯୫) ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଜଗତରେ କାର୍ଯ୍ୟ କରୁଛନ୍ତି । ସେ ପଟୌଦୀ ରାଜବଂଶର ରାଜକୁମାରୀ,[୩] ତାଙ୍କ ମାଆ ଅମୃତା ସିଂହ ଓ ବାପା ସୈଫ ଅଲ୍ଲୀ ଖାନ୍ ହିନ୍ଦୀ କଥାଚିତ୍ର ଜଗତର ଅଭିନେତା ଏବଂ ତାଙ୍କ ଜେଜେମା ଶର୍ମିଳା ଟାଗୋର୍ ମଧ୍ୟ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରୁଥିଲେ । ସେ କଲମ୍ବିଆ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିବାପରେ ଅଭିନୟ ଜଗତରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ୨୦୧୮ ମସିହାରେ ସେ ହିନ୍ଦୀ କଥାଚିତ୍ର ବଦ୍ରିନାଥ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହାପରେ ତାଙ୍କର ୨ୟ ଚଳଚ୍ଚିତ୍ର ଶିମ୍ବାରେ ସେ ଅଭିନୟ କରିଥିଲେ । ଏହି କଥାଚିତ୍ର ଦୁଇଟି ବଡ଼ ସଫଳତା ପାଇଥିଲା ଓ ସାରାଙ୍କୁ ୨୦୧୮ ମସିହାର ଫିଲ୍ମ‌ଫେୟାର ପୁରସ୍କାରରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା ।

ପ୍ରାରମ୍ଭିକ ଜୀବନ ଓ ପରିବାର[ସମ୍ପାଦନା]

ସାରା ଅଲ୍ଲୀ ଖାନ୍ ୧୯୯୫ ମସିହାର ଅଗଷ୍ଟ ମାସ ୧୨ ତାରିଖରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ସୈଫ ଅଲ୍ଲୀ ଖାନ୍ ଜଣେ ଭାରତୀୟ ଅଭିନେତା ଏବଂ ମାଆ ଅମୃତା ସିଂହ ହିନ୍ଦୀ କଥାଚିତ୍ର ଜଗତର ଜଣେ ଅଭିନେତ୍ରୀ । ସାରାଙ୍କ ଜେଜବାପା ମନ୍‌ସୁର୍ ଅଲ୍ଲୀ ଖାନ୍ ପଟୌଦୀ ଜଣେ କ୍ରିକେଟ ଖେଳାଳୀ ଥିଲେ ଏବଂ ତାଙ୍କ ଜେଜେମା ଶର୍ମିଳା ଟାଗୋର୍ ହିନ୍ଦୀ କଥାଚିତ୍ର ଜଗତର ଜଣେ ଆଗଧାଡ଼ିର ନାୟିକା ଥିଲେ ।[୪][୫] ତାଙ୍କର ସାବତ ମାଆ କରୀନା କପୁର ହେଉଛନ୍ତି ହିନ୍ଦୀ କଥାଚିତ୍ରର ଜଗତ ଜଣେ ଅଭିନେତ୍ରୀ ।[୬]

ଅଭିନୀତ କଥାଚିତ୍ର[ସମ୍ପାଦନା]

Year Film Role Notes
୨୦୧୮ କେଦାରନାଥ ମନ୍ଦାକିନୀ ଶ୍ରେଷ୍ଠ ନବାଗତା- ଫିଲ୍ମ‌ଫେୟାର ପୁରସ୍କାର, ୨୦୧୮
୨୦୧୮ ଶିମ୍ବା ଶଗୁନ ସେଠ
୨୦୨୦ ଇମତିଆଜ ଅଲ୍ଲୀଙ୍କର ଏକ ନାମ ପ୍ରକାଶ ନପାଇଥିବା ଚଳଚ୍ଚିତ୍ର Film has yet to be released ଅଘୋଷିତ ତିଆରି ଚାଲିଛି [୭][୮]

ଆଧାର[ସମ୍ପାଦନା]

  1. Sara Ali Khan Answers The Most Googled Questions On Her. Daily News and Analysis. Event occurs at 1:19. Retrieved 11 December 2018.
  2. Sara Ali Khan Answers The Most Googled Questions On Her. Daily News and Analysis. Event occurs at 0:47. Retrieved 11 December 2018.
  3. Basu, Nilanjana (3 January 2018). "Saif Ali Khan On Taimur's Gene Pool: Rabindranath Tagore, Raj Kapoor, Tiger Pataudi". NDTV. Archived from the original on 2018-11-17. Retrieved 17 November 2018.
  4. "Sara Ali Khan is a bundle of joy as she cuts birthday cake. See more pics from the party". Hindustan Times. 13 August 2018. Archived from the original on 2018-11-17. Retrieved 17 November 2018.
  5. Bhagat, Shama (14 November 2018). "Sara Ali Khan leaves it to the audience to accept her in Kedarnath". The Telegraph. Archived from the original on 2018-11-17. Retrieved 17 November 2018.
  6. "Watch: This is what Kareena Kapoor Khan's son Taimur Ali Khan says when he sees his elder sister Sara Ali Khan". Times Now. The Times Group. 17 November 2018. Archived from the original on 2018-11-16. Retrieved 17 November 2018.
  7. "Kartik Aaryan and Sara Ali Khan 'caught and clicked' on the sets of their film in Delhi". Daily News and Analysis. 11 March 2019. Retrieved 11 March 2019.
  8. "First Look: Sara Ali Khan and Kartik Aaryan are in LOVE in Imtiaz Ali's romance drama, film to release on February 14, 2020". Bollywood Hungama. 20 March 2019. Retrieved 20 March 2019.

ବାହାର ଆଧାର[ସମ୍ପାଦନା]