ବାଲିଘାଟ ବନ୍ଦର
Jump to navigation
Jump to search
ବାଲିଘାଟ ବନ୍ଦର | |
---|---|
ଦେଶ | ![]() |
ଜିଲ୍ଲା | ବାଲେଶ୍ୱର |
ଭାଷା | |
ସମୟ ମଣ୍ଡଳ | UTC+୫.୩୦ (ଆଇ.ଏସ୍.ଟି) |
ବାଲିଘାଟ ବନ୍ଦର ଓଡ଼ିଶାର ବାଲେଶ୍ୱରରେ ଥିବା ଏକ ପୁରାତନ ବନ୍ଦର ଯାହା ଏବେ ମୁଖ୍ୟତ ମାଛଧରା ବନ୍ଦର ଭାବରେ ବ୍ୟବହାର ହୋଇଥାଏ ।
ବାଲିଘାଟରେ ବୁଢାବଳଙ୍ଗ ଉପରେ ପୋଲ[ସମ୍ପାଦନା]
ଏଠାରେ ପ୍ରଥମେ ଫେବୃଆରୀ ୨୦୦୫ ବେଳକୁ "ବାଲିଘାଟ ଗାଆଁ" ପାଖର ୨୩ଟି ପଞ୍ଚାୟତର ଲୋକେ ଏକ କାଠପୋଲ ତିଅରି କରିଥିଲେ[୧] ପରେ ୨୦୦୫ ମେ ମାସରେ ଏଠାରେ ନଦୀ ଉପରେ ଏକ ପୋଲ ତିଆରି କରାଯାଇଛି ।[୨]
ଆହୁରି ଦେଖନ୍ତୁ[ସମ୍ପାଦନା]
ଗ୍ୟାଲେରି[ସମ୍ପାଦନା]
![]() ବୁଢାବଳଙ୍ଗ ନଦୀ କଡରେ ଡଙ୍ଗା |
![]() ବୁଢାବଳଙ୍ଗ ନଦୀଶଯ୍ୟା ଡଙ୍ଗା ରହିବା ଜାଗା |