ତାଳସାରି ବେଳାଭୂମି
ତାଳସାରି ବେଳାଭୂମି | |
---|---|
ଦେଶ | ![]() |
ଜିଲ୍ଲା | ବାଲେଶ୍ୱର |
Elevation | 3 m (10 ft) |
ଭାଷା | |
Time zone | UTC+୫.୩୦ (ଆଇ.ଏସ୍.ଟି) |
ତାଳସାରି ବେଳାଭୂମି ଓଡ଼ିଶାର ବାଲେଶ୍ୱର ଜିଲାର ଏକ ବେଳାଭୂମି ଯାହା ଭାରତର ଉତ୍ତର-ପୂର୍ବ ଭାଗରେ ଅବସ୍ଥିତ ।
ତାଳସାରି ନାମ "ତାଳ" ଓ "ସାରି/ସାରଣୀ" ଶବ୍ଦରୁ ଆସିଅଛି ବୋଲି ବିଶ୍ୱାସ କରାଯାଏ । ଏହି ଜାଗାକୁ ଘେରି ରହିଥିବା ତାଳଗଛକୁ ନେଇ ଏମିତି ନାମ ଦିଆଯାଇଥିବା ଜଣାଯାଏ । [୧] ତାଳ ଶବ୍ଦଟି ସଙ୍ଗୀତର ତାଳକୁ ବି ବୁଝାଇଥାଏ ଯାହା ସମୁଦ୍ରର ଲହଡ଼ିକୁ ସୂଚାଏ ।
ବିଶେଷତା[ସମ୍ପାଦନା]
ଏହି ଜାଗା ଘନ ଧାନ କ୍ଷେତରେ ଭରା, ଅନେକ ନଦୀ, ପାହାଡ଼ ଆଦି ଏହାକୁ ଲାଗି ରହିଛି । ଏଠାରେ ତାଳ, ନଡ଼ିଆ ଓ ଗୁଆ ଗଛ ମଧ୍ୟ ରହିଛି । ଉଦୟପୁର ଏହି ଭାଗର ଶେଷ ବେଳାଭୂମି । ଏଠାକାର ସୁବର୍ଣ୍ଣ ଦ୍ୱୀପରେ ଝାଉଁ ବଣରୁ ମନୋହରୀ ସାଇଁ ସାଇଁ ଶବ୍ଦ ଶୁଣିବାକୁ ମିଳିଥାଏ ।[୨]
ଗ୍ୟାଲେରି[ସମ୍ପାଦନା]
![]() |
![]() |
![]() |
![]() |
![]() |
![]() |
![]() |
![]() |
![]() |
ଆଧାର[ସମ୍ପାଦନା]
ବାହାର ଲିଙ୍କ[ସମ୍ପାଦନା]
- Official Website of baleswar district
Talasari travel guide from Wikivoyage
- Talasari beach, baleswar
- Talasari map
- Takearh