ତାଳସାରି ବେଳାଭୂମି
Appearance
ତାଳସାରି ବେଳାଭୂମି | |
---|---|
ଦେଶ | ଭାରତ |
ଜିଲ୍ଲା | ବାଲେଶ୍ୱର |
Elevation | 3 m (10 ft) |
ଭାଷା | |
Time zone | UTC+୫.୩୦ (ଆଇ.ଏସ୍.ଟି) |
ତାଳସାରି ବେଳାଭୂମି ଓଡ଼ିଶାର ବାଲେଶ୍ୱର ଜିଲାର ଏକ ବେଳାଭୂମି ଯାହା ଭାରତର ଉତ୍ତର-ପୂର୍ବ ଭାଗରେ ଅବସ୍ଥିତ ।
ତାଳସାରି ନାମ "ତାଳ" ଓ "ସାରି/ସାରଣୀ" ଶବ୍ଦରୁ ଆସିଅଛି ବୋଲି ବିଶ୍ୱାସ କରାଯାଏ । ଏହି ଜାଗାକୁ ଘେରି ରହିଥିବା ତାଳଗଛକୁ ନେଇ ଏମିତି ନାମ ଦିଆଯାଇଥିବା ଜଣାଯାଏ । [୧] ତାଳ ଶବ୍ଦଟି ସଙ୍ଗୀତର ତାଳକୁ ବି ବୁଝାଇଥାଏ ଯାହା ସମୁଦ୍ରର ଲହଡ଼ିକୁ ସୂଚାଏ ।
ବିଶେଷତା
[ସମ୍ପାଦନା]ଏହି ଜାଗା ଘନ ଧାନ କ୍ଷେତରେ ଭରା, ଅନେକ ନଦୀ, ପାହାଡ଼ ଆଦି ଏହାକୁ ଲାଗି ରହିଛି । ଏଠାରେ ତାଳ, ନଡ଼ିଆ ଓ ଗୁଆ ଗଛ ମଧ୍ୟ ରହିଛି । ଉଦୟପୁର ଏହି ଭାଗର ଶେଷ ବେଳାଭୂମି । ଏଠାକାର ସୁବର୍ଣ୍ଣ ଦ୍ୱୀପରେ ଝାଉଁ ବଣରୁ ମନୋହରୀ ସାଇଁ ସାଇଁ ଶବ୍ଦ ଶୁଣିବାକୁ ମିଳିଥାଏ ।[୨]
ଗ୍ୟାଲେରି
[ସମ୍ପାଦନା]ଆଧାର
[ସମ୍ପାଦନା]ବାହାର ଲିଙ୍କ
[ସମ୍ପାଦନା]- Official Website of baleswar district[permanent dead link]
- Talasari travel guide from Wikivoyage
- Talasari beach, baleswar
- Talasari map
- Takearh