Jump to content

ଗୁଜରାଟ

ଗୁଜରାଟ
ଉପରୁ ଡାହାଣରୁଗୁଜରାଟ ମୁଖ୍ୟ ନ୍ୟାୟାଳୟ, ଦ୍ୱାରକା ବେଳାଭୂମି, ଲକ୍ଷ୍ମୀବିଳାସ ପ୍ୟାଲେସ, କଙ୍କରିଆ ହ୍ରଦ, ସାବରମତୀ ଆଶ୍ରମ, କଚ୍ଛର ବୃହତ ରଣ
Gujarat
ଭାରତରେ ଗୁଜରାଟ
ଭାରତରେ ଗୁଜରାଟ ଅବସ୍ଥିତି
Coordinates (ଗାନ୍ଧୀନଗର): 23°13′N 72°41′E / 23.217°N 72.683°E / 23.217; 72.683
ଦେଶ ଭାରତ
ପ୍ରତିଷ୍ଠା୧ ମଇ ୧୯୬୦
ରାଜଧାନୀଗାନ୍ଧୀନଗର
ବୃହତ୍ତମ ନଗରଅହମଦାବାଦ
ଜିଲ୍ଲା୩୩
Government
  ରାଜ୍ୟପାଳଓମ ପ୍ରକାଶ କୋହଲି
  ମୁଖ୍ୟମନ୍ତ୍ରୀବିଜୟ ରୂପାନୀ
  ବିଧାନ ସଭାଏକକକ୍ଷବିଶିଷ୍ଟ (୧୮୨ଟି ସିଟ)
  କେନ୍ଦ୍ରୀୟ ଉପସ୍ଥାପନାରାଜ୍ୟ ସଭା ୧୧
ଲୋକ ସଭା ୨୬
  ଉଚ୍ଚନ୍ୟାୟାଳୟଗୁଜରାଟ ହାଇକୋର୍ଟ
Area
  ସମୁଦାୟ196,024 km2 (75,685 sq mi)
  Rank୬ଷ୍ଠ
Population
 (୨୦୧୧)
  Total୬,୦୩,୮୩,୬୨୮
  Rank୯ମ
  Density308/km2 (800/sq mi)
Demonymଗୁଜରାଟୀ
ଜିଡିପି (2018–19)
  ମୋଟ
  ମୁଣ୍ଡପିଛାIndian Rupee ₹୧,୫୬,୬୯୧ (US$୩,୪୭୮.୫୪)
ଭାଷା
  ସରକାରୀବମ୍ବେ (ପୁନର୍ଗଠନ) ଆଇନ ୧୯୬୦[]
  ଅନ୍ୟାନ୍ୟ ସରକାରୀହିନ୍ଦୀ[]
Time zoneUTC+୦୫:୩୦ (ଆଇଏସଟି)
ISO 3166 codeIN-GJ
ଯାନବାହାନ ପଞ୍ଚୀକରଣGJ
ଏଚଡିଆଇ (2017)Increase ୦.୬୬୭[]
medium · 21st
ସାକ୍ଷରତା (2011)୭୮.୦୩%[]
ଲିଙ୍ଗ ଅନୁପାତ (2011)୯୧୯ /୧୦୦୦ []
Websitegujaratindia.com
ବମ୍ବେ (ପୁନର୍ଗଠନ) ଆଇନ ୧୯୬୦ ଅନୁସାରେ ବମ୍ବେ ରାଜ୍ୟ ମହାରାଷ୍ଟ୍ର ଓ ଗୁଜରାଟ ନାମରେ ଦୁଇ ଭାଗରେ ବିଭକ୍ତ ହେଲା

ଗୁଜରାଟ (/ˌɡʊəˈrɑːt/ Gujarat  [ˈɡudʒəɾɑt] (listen)) ଭାରତର ପଶ୍ଚିମ[][] ଓ ଦକ୍ଷିଣପଶ୍ଚିମରେ[][] ଥିବା ଏକ ରାଜ୍ୟ । ଏହାର ସମୁଦ୍ରତଟ 1,600 km (990 mi) ଓ ତାହାର ଅଧିକାଂଶ ଭାଗ କାଠିଆୱାଡ଼ ଉପଦ୍ୱୀପରେ ଅବସ୍ଥିତ । ଗୁଜରାଟର ମୋଟ ଜନସଂଖ୍ୟା ୬୦ ମିଲିଅନ । ଭାରତର ପଶ୍ଚିମରେ ଥିବା ଗୁଜରାଟର ପଶ୍ଚିମରେ ଆରବ ସାଗର ଉତ୍ତରରେ ସିନ୍ଧ (ପାକିସ୍ତାନ), ଉତ୍ତରପୂର୍ବରେ ରାଜସ୍ଥାନ, ପୂର୍ବରେ ମଧ୍ୟ ପ୍ରଦେଶ ଏବଂ ଦକ୍ଷିଣ ପୂର୍ବରେ ମହାରାଷ୍ଟ୍ର ରାଜ୍ୟ ତଥା ଡାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହବେଳୀ କେନ୍ଦ୍ରଶାସିତ ଅଞ୍ଚଳ ରହିଛି । ଗୁଜରାଟର ରାଜଧାନୀ ଗାନ୍ଧୀନଗରଅମଦାବାଦ ଗୁଜରାଟର ଏକମାତ୍ର ମହାନଗରୀ ।[୧୦] ଗୁଜରାଟ ରାଜ୍ୟର ନାମ "ଗୁଜ୍ଜର"ରୁ ଆସିଛି ।

ଭାରତରେ ଗୁଜରାଟୀଭାଷୀ ଲୋକ ଦେଶର ଆଦିମ ଅଧିବାସୀ । ଗୁଜରାଟର ଅର୍ଥନୀତି ଭାରତର ମୋଟ ତୃତୀୟ ବୃହତ୍ତମ ରାଜସ୍ୱ ଅର୍ଥନୀତି ଯାହାର ମୋଟ ଘରୋଇ ପଣ୍ୟ ଏବଂ ମୁଣ୍ଡପିଛା ଜିଡିପି Indian Rupee ₹୧,୫୭,୦୦୦ (US$୩,୪୮୫.୪)[][]

ପ୍ରାଚୀନ ସିନ୍ଧୁ ଉପତ୍ୟକାର କିଛି ସ୍ଥାନ ଏହି ରାଜ୍ୟର ଅନ୍ତର୍ଭୁକ୍ତ ଯଥା ଲୋଥାଲ, ଧୋଲବୀର, ଏବଂ ଗୋଲା ଧୋରୋ । ଲୋଥାଲ ବିଶ୍ୱର ପ୍ରଥମ ବନ୍ଦର ବୋଲି ବିଶ୍ୱାସ କରାଯାଏ । ମୌର୍ଯ୍ୟ ଓ ଗୁପ୍ତ ସାମ୍ରାଜ୍ୟର ଏବଂ ଶାକ୍ୟ ରାଜବଂଶର ଉତ୍ତରାଧିକାରୀ ପଶ୍ଚିମ ଶତ୍ରପଙ୍କଦ୍ୱାରା ବନ୍ଦର ଓ ବାଣିଜ୍ୟ କେନ୍ଦ୍ର ଭାବେ ବ୍ୟବହୃତ ଭରୁଚ ଏବଂ ଖମ୍ବାଟ ହେଲେ ଗୁଜରାଟର ମୁଖ୍ୟ ଉପକୂଳୀୟ ସହର । ଭାରତୀୟ ରାଜ୍ୟ ବିହାରନାଗାଲାଣ୍ଡଭଳି ଗୁଜରାଟରେ ମଧ୍ୟ ମଦ୍ୟବିକ୍ରି ନିଷେଧ ।

  1. 1 2 "Gujarat Budget Analysis 2018–19" (PDF). PRS Legislative Research. Archived from the original (PDF) on 1 March 2018. Retrieved 19 November 2017.
  2. 1 2 "STATE WISE DATA" (PDF). esopb.gov.in. Economic and Statistical Organization, Government of Punjab. Retrieved 17 February 2017.
  3. 1 2 "50th Report of the Commissioner for Linguistic Minorities in India" (PDF). 16 ଜୁଲାଇ 2014. p. 118. Archived from the original (PDF) on 8 ଜୁଲାଇ 2016. Retrieved 6 ନଭେମ୍ବର 2016.
  4. Benedikter, Thomas (2009). Language Policy and Linguistic Minorities in India: An Appraisal of the Linguistic Rights of Minorities in India. LIT Verlag Münster. p. 89. ISBN 978-3-643-10231-7.
  5. "Sub-national HDI - Area Database". Global Data Lab (in ଇଂରାଜୀ). Institute for Management Research, Radboud University. Retrieved 25 September 2018.
  6. 1 2 "Census 2011 (Final Data) - Demographic details, Literate Population (Total, Rural & Urban)" (PDF). planningcommission.gov.in. Planning Commission, Government of India. Retrieved 3 October 2018.
  7. Other sources:
  8. "History of Gujarat". Official Portal of the Gujarat Government. Archived from the original on 2018-09-24. Retrieved 2018-12-03.
  9. Other sources:
  10. "Gujarat Population 2018". worldpopulationreview.com. Archived from the original on 2018-01-25. Retrieved 2018-01-24.

ଅଧିକ ତଥ୍ୟ

[ସମ୍ପାଦନା]
ସରକାରୀ
ଅନ୍ୟାନ୍ୟ