ଜଲାପୁଟ
ଅବସ୍ଥିତି[ସମ୍ପାଦନା]
କୋରାପୁଟଠାରୁ ଏହାର ଦୂରତା ୭୭ କିଲୋ ମିଟର।
ବିଶେଷତା[ସମ୍ପାଦନା]
ଆକର୍ଷଣ[ସମ୍ପାଦନା]
ଏହା ମାଛକୁଣ୍ଡ ଜଳ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରର ଏକ ବିଶାଳ ଜଳ ଭଣ୍ଡାର। ସ୍ଥାନଟି ପ୍ରାକୃତିକ ଶୋଭା ପରିପୂର୍ଣ୍ଣ, ବଣଭୋଜି ଓ ଆମୋଦପ୍ରମୋଦ କରିବାପାଇଁ ଉପଯୁକ୍ତ।
ଯୋଗାଯୋଗ[ସମ୍ପାଦନା]
ଦୈନିକ ଯିବା ଆସିବା କରିବାପାଇଁ କୋରାପୁଟ, ସେମିଳିଗୁଡ଼ା ଓ ଜୟପୁରଠାରୁ ଯାନବାହନର ସୁବିଧା ରହିଛି। ଏହି ସ୍ଥାନମାନଙ୍କରୁ ଜଲାପୁଟକୁ ଭଡ଼ାରେ ଗାଡ଼ି ମିଳିଥାଏ।
ଆଧାର[ସମ୍ପାଦନା]
- ଉତ୍କଳ ପ୍ରସଂଗ ସେପ୍ଟେମ୍ବର ୨୦୧୦
![]() | ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |