ଜଲାପୁଟ
ଦେଖଣା
ଅବସ୍ଥିତି
[ସମ୍ପାଦନା]କୋରାପୁଟଠାରୁ ଏହାର ଦୂରତା ୭୭ କିଲୋ ମିଟର।
ବିଶେଷତା
[ସମ୍ପାଦନା]ଆକର୍ଷଣ
[ସମ୍ପାଦନା]ଏହା ମାଛକୁଣ୍ଡ ଜଳ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରର ଏକ ବିଶାଳ ଜଳ ଭଣ୍ଡାର। ସ୍ଥାନଟି ପ୍ରାକୃତିକ ଶୋଭା ପରିପୂର୍ଣ୍ଣ, ବଣଭୋଜି ଓ ଆମୋଦପ୍ରମୋଦ କରିବାପାଇଁ ଉପଯୁକ୍ତ।
ଯୋଗାଯୋଗ
[ସମ୍ପାଦନା]ଦୈନିକ ଯିବା ଆସିବା କରିବାପାଇଁ କୋରାପୁଟ, ସେମିଳିଗୁଡ଼ା ଓ ଜୟପୁରଠାରୁ ଯାନବାହନର ସୁବିଧା ରହିଛି। ଏହି ସ୍ଥାନମାନଙ୍କରୁ ଜଲାପୁଟକୁ ଭଡ଼ାରେ ଗାଡ଼ି ମିଳିଥାଏ।
ଆଧାର
[ସମ୍ପାଦନା]- ଉତ୍କଳ ପ୍ରସଂଗ ସେପ୍ଟେମ୍ବର ୨୦୧୦
ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |