ମାଛକୁଣ୍ଡ
ଦେଖଣା
ଅବସ୍ଥିତି
[ସମ୍ପାଦନା]କୋରାପୁଟଠାରୁ ଏହାର ଦୂରତା ୮୮ କିଲୋ ମିଟର। ଲମତାପୁର ବ୍ଲକଠାରୁ ଅନକାଡେଲି ଯିବା ପୂର୍ବରୁ ଡୁଡୁମା-ମାଛକୁଣ୍ଡ ଜଳପ୍ରପାତ ଦୃଷ୍ଟିଗୋଚର ହୋଇଥାଏ।
ବିଶେଷତା
[ସମ୍ପାଦନା]ଆକର୍ଷଣ
[ସମ୍ପାଦନା]ଏହି ଜଳ ପ୍ରପାତରେ ୧୫୦ ଫୁଟ ଉଚ୍ଚତାରୁ ଜଳ ପଡ଼ୁଥାଏ। ଏହି ସ୍ଥାନଟି ବିପଦ ସଙ୍କୁଳ।
ଯୋଗାଯୋଗ
[ସମ୍ପାଦନା]ଦୈନିକ ଯିବା ଆସିବା କରିବାପାଇଁ କୋରାପୁଟ, ସେମିଳିଗୁଡ଼ା ଓ ଜୟପୁରଠାରୁ ଯାନବାହନର ସୁବିଧା ରହିଛି। ଜୟପୁରଠାରୁ ପ୍ରତିଦିନ ବସ ସୁବିଧା ରହିଛି। ଖିଆପିଆ କରିବାପାଇଁ ଛୋଟ ଛୋଟ ଜଳଖିଆ ଦୋକାନ ଏଠାରେ ଅଛି। ଏହି ସ୍ଥାନରେ ରାତ୍ରି ଯାପନ କରିବାପାଇଁ ବିଦ୍ୟୁତ ବିଭାଗର ଏକ ଆବାସସ୍ଥଳୀ ମଧ୍ୟ ରହିଛି।
ଆଧାର
[ସମ୍ପାଦନା]- ଉତ୍କଳ ପ୍ରସଂଗ ସେପ୍ଟେମ୍ବର ୨୦୧୦
ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |