ଉଇକିପିଡ଼ିଆ:ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୫

ଉଇକିପିଡ଼ିଆ‌ରୁ
ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୫
୮ ମାର୍ଚ୍ଚ ୨୦୧୫ - ୭ ଅପ୍ରେଲ ୨୦୧୫


ଆଦର୍ଶ ମହିଳାମାନଙ୍କ ଗୌରବଗାଥାକୁ ଲିପିବଦ୍ଧ କରି ରଖିବାର ଉତ୍ସବ


ମାର୍ଚ୍ଚ ୮କୁ ସାରା ବିଶ୍ୱରେ ଆନ୍ତର୍ଜାତିକ ମହିଳା ଦିବସ ଭାବେ ପାଳନ କରାଯାଏ । ମାର୍ଚ୍ଚ ମାସ ସାରା ମହିଳା ଇତିହାସ ମାସ ପାଳନ, ଜଗତରେ ମହିଳାମାନଙ୍କ ସମାଜକୁ ଅବଦାନ ପାଇଁ ଅଧୁନା ପାଳିତ ହେଉଛି । ଓଡ଼ିଆ ଉଇକିପିଡ଼ିଆରେ ଏହି ମାସ ଯାକ ମହିଳାଙ୍କ ବିଷୟରେ ନୂଆ ପ୍ରସଙ୍ଗ ଲିଖନ ଓ ପୁରୁଣା ଲେଖା ସୁଧାରିବାର ପ୍ରଚେଷ୍ଠା କରାଯିବ । ଆପଣ ଏଥିରେ ଭାଗ ନେଇ ମହିଳାମାନଙ୍କ ବାବଦରେ କୌଣସି ବିଷୟରେ ଲେଖିବାକୁ ଇଚ୍ଛୁକ ଥିଲେ ତଳେ ନିଜ ନାମ ଲେଖାନ୍ତୁ

ପ୍ରସଙ୍ଗ ତାଲିକା[ସମ୍ପାଦନା]

ନୂଆ ପ୍ରସଙ୍ଗ[ସମ୍ପାଦନା]

ବ୍ୟକ୍ତିତ୍ୱ[ସମ୍ପାଦନା]

  1. ମାଧବୀ ଦାସୀ, ଓଡ଼ିଶାର ପ୍ରଥମ ମହିଳା କବି
  2. ବାସନ୍ତୀବାଳା ଜେନା, ପଦ୍ମ ଶ୍ରୀ ସମ୍ମାନିତ ଓଡ଼ିଆ
  3. ବସନ୍ତ ମଞ୍ଜରୀ ଦେବୀ, ଓଡ଼ିଶାର ପ୍ରଥମ ମହିଳା ମନ୍ତ୍ରୀ
  4. ଗିରିବାଳା ମହାନ୍ତି, ଓଡ଼ିଶାର ପ୍ରଥମ ମହିଳା ବୈମାନିକ
  5. ପ୍ରଜ୍ଞା ପାରମିତା ଦାଶ, ଓଡ଼ିଶାର ପ୍ରଥମ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ
  6. ସୁଜାତା ଆନନ୍ଦ, ଜୟଦେବ ପୁରସ୍କାର ସମ୍ମାନିତ ଅଭିନେତ୍ରୀ
  7. ଶଶିମଣି, ଜଗନ୍ନାଥ ମନ୍ଦିରର ଶେଷ ଦେବଦାସୀ  ହୋଇଗଲା
  8. ନର୍ମଦା କର, ଓଡ଼ିଶାର ପ୍ରଥମ ମହିଳା ସ୍ନାତକ  ହୋଇଗଲା
  9. ଅମିୟବାଳା ପଟ୍ଟନାୟକ, ଅନୁବାଦ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ କବି  ହୋଇଗଲା
  10. ଗାୟତ୍ରୀବାଳା ପଣ୍ଡା କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ଲାଭ କରିଥିବା ପ୍ରଥମ ଓଡ଼ିଆ  ହୋଇଗଲା
  11. କାନନ ମିଶ୍ର‎, ଲେଖିକା, ଅନୁବାଦିକା  ହୋଇଗଲା
  12. ଗୀତା ମହାଳିକ, ପଦ୍ମ ଶ୍ରୀ ସମ୍ମାନିତ ଓଡ଼ିଶୀ ନୃତ୍ୟ ଶିଳ୍ପୀ  ହୋଇଗଲା
  13. ବାଙ୍ଗରା ଦେବୀ, ଓଡ଼ିଶାର ଜଣେ ରାଜକୁମାରୀ  ହୋଇଗଲା
  14. ମିନତି ମହାପାତ୍ର, ଓଡ଼ିଶାର ପ୍ରଥମ ଅର୍ଜୁନ ପୁରସ୍କାର ମହିଳା କ୍ରିଡ଼ାବିତ  ହୋଇଗଲା
  15. ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଭାରତୀୟ ମହିଳା ଫୁଟବଳ ଦଳର ପୂର୍ବତନ ଅଧିନାୟିକା  ହୋଇଗଲା
  16. ରଜିୟା ସୁଲତାନ, ଭାରତର ପ୍ରଥମ ମହିଳା ସୁଲତାନ
  17. ଆରତୀ ସାହା, ଥରକେ ଇଂଲିଶ ଚ୍ୟାନେଲ ପାରିହୋଇଥିବା ମହିଳା ସନ୍ତରଣକାରୀ  ହୋଇଗଲା
  18. ବଚେନ୍ଦ୍ରୀ ପାଲ, ଭାରତର ପ୍ରଥମ ଏଭରେଷ୍ଟ ଆରୋହଣକାରୀ  ହୋଇଗଲା
  19. ମୀରା କୁମାର, ଭାରତର ପ୍ରଥମ ମହିଳା ବାଚସ୍ପତି  ହୋଇଗଲା
  20. ଲକ୍ଷ୍ମୀ ସହଗଲ, ଭାରତର ମହିଳା ସ୍ଵାଧୀନତା ସଂଗ୍ରାମୀ  ହୋଇଗଲା
  21. ଅମୃତା ସେରଗିଲ, ଭାରତର ପ୍ରସିଦ୍ଧ ମହିଳା ଚିତ୍ରଶିଳ୍ପୀ  ହୋଇଗଲା
  22. ଅମୃତା ଦେବୀ  ହୋଇଗଲା
  23. ଏଡା ଲଭ୍‌ଲେସ୍‌, ପୃଥିବୀର ପ୍ରଥମ କମ୍ପ୍ୟୁଟର ପ୍ରୋଗ୍ରାମର  ହୋଇଗଲା

ଅନ୍ୟାନ୍ୟ[ସମ୍ପାଦନା]

  1. ଇଣ୍ଡିଆସ ଡଟର‎  ହୋଇଗଲା
  2. ମା' ଘର  ହୋଇଗଲା
  3. ଆନ୍ତର୍ଜାତିକ ଶିଶୁକନ୍ୟା ଦିବସ  ହୋଇଗଲା
  4. ବେଟି ବଚାଓ ବେଟି ପଢ଼ାଓ ଯୋଜନା  ହୋଇଗଲା
  5. ଭାରତୀୟ ମହିଳା ବ୍ୟାଙ୍କ‎‎  ହୋଇଗଲା
  6. ମହିଳା ନୋବେଲ ପୁରସ୍କାର ବିଜେତା‎‎  ହୋଇଗଲା
  7. ମହିଳାଙ୍କ ଆତ୍ମରକ୍ଷା ଲାଗି ମୋବାଇଲ ଆପ‎  ହୋଇଗଲା
  8. ଜନନୀ ସୁରକ୍ଷା ଯୋଜନା‎  ହୋଇଗଲା
  9. ମିସ ଓଡ଼ିଶା  ହୋଇଗଲା

ପୁରୁଣା ପ୍ରସଙ୍ଗ ଉଇକିକରଣ[ସମ୍ପାଦନା]

  1. ନନ୍ଦିନୀ ଶତପଥୀ, ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ
  2. ରମାଦେବୀ ଚୌଧୁରୀ, ପ୍ରଥମ ଯମୁନାଲାଲ ବଜାଜ ପୁରସ୍କାର ପ୍ରାପ୍ତ ଓଡ଼ିଆ  ହୋଇଗଲା
  3. ଶୈଳବାଳା ଦାସ, ଓଡ଼ିଶାର ପ୍ରଥମ ପଦ୍ମ ଶ୍ରୀ ସମ୍ମାନିତ ମହିଳା
  4. ସୁଲକ୍ଷଣା ଦେବୀ, ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥମ ନାରୀକବି
  5. କୁନ୍ତଳା କୁମାରୀ ସାବତ, ଓଡ଼ିଶାର ପ୍ରଥମ ମହିଳା ଡାକ୍ତର  ହୋଇଗଲା
  6. ବୀଣାପାଣି ମହାନ୍ତି, ଓଡ଼ିଶାର ପ୍ରଥମ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ପ୍ରାପ୍ତ ଗାଳ୍ପିକା
  7. କଳ୍ପନା ଦାଶ, ଓଡ଼ିଶାର ପ୍ରଥମ ମହିଳା ଏଭରେଷ୍ଟ ଆରୋହଣକାରୀ
  8. ଅମିୟ କୁମାରୀ ପାଢ଼ୀ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରଥମ ମହିଳା ବିଚାରପତି
  9. ପାର୍ବତୀ ଘୋଷ, ଓଡ଼ିଶା ପ୍ରଥମ ମହିଳା କଥାଚିତ୍ର ନିର୍ଦ୍ଦେଶକ
  10. ସୌମ୍ୟା ମିଶ୍ର, ଓଡ଼ିଶାର ପ୍ରଥମ ଭାରତୀୟ ପୁଲିସ ସେବା ଅଧିକାରୀ
  11. ତୁଳସୀ ମୁଣ୍ଡା, ଓଡ଼ିଶାର ଆଦିବାସୀ ନେତ୍ରୀ
  12. ପ୍ରିୟମ୍ବଦା ମହାନ୍ତି ହେଜମାଦି, ଓଡ଼ିଶାର ପ୍ରଥମ ମହିଳା କୁଳପତି  ହୋଇଗଲା
  13. ମହାଶ୍ୱେତା ରାୟ, ଜଣାଶୁଣା ଓଡ଼ିଆ ଅଭିନେତ୍ରୀ  ହୋଇଗଲା
  14. ନନ୍ଦିତା ଦାସ, ଅଭିନେତ୍ରୀ, ନିର୍ଦ୍ଦେଶିକା ଓ ସମାଜସେବୀ
  15. କୁଙ୍କୁମ ମହାନ୍ତି, ନୃତ୍ୟଶିଳ୍ପୀ  ହୋଇଗଲା
  16. ଇନ୍ଦିରା ଗାନ୍ଧୀ, ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ
  17. ସରୋଜିନୀ ନାଇଡୁ,ଭାରତର ପ୍ରଥମ ମହିଳା ରାଜ୍ୟପାଳ
  18. ମେରୀ କ୍ୟୁରି, ପ୍ରଥମ ଦୁଇଥର ନୋବେଲ ପୁରସ୍କାର ବିଜେତା ମହିଳା
  19. ମଲାଲା ୟୁସୁଫଜାଇ, କନିଷ୍ଠ ନୋବେଲ ବିଜୟୀ ମହିଳା  ହୋଇଗଲା
  20. କଳ୍ପନା ଚାୱଲା, ପ୍ରଥମ ଭାରତୀୟ ମହିଳା ମହାକାଶଚାରୀ
  21. ପ୍ରତିଭା ପାଟିଲ, ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି
  22. ବିଜୟଲକ୍ଷ୍ମୀ ପଣ୍ଡିତ, ପ୍ରଥମ ମହିଳାମନ୍ତ୍ରୀ
  23. ମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକା  ହୋଇଗଲା

ଅଂଶଗ୍ରହଣ[ସମ୍ପାଦନା]

  1. --ସୁଭାସିସ ପାଣିଗାହି (ଆଳାପ) ୦୬:୨୧, ୬ ମାର୍ଚ୍ଚ ୨୦୧୫ (UTC)
  2. --Sailesh Patnaik  ଶୈଳେଶ (ମୋ ଆଲୋଚନା) ୦୯:୩୧, ୬ ମାର୍ଚ୍ଚ ୨୦୧୫ (UTC)
  3. --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୪:୦୩, ୬ ମାର୍ଚ୍ଚ ୨୦୧୫ (UTC)
  4. ----ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୫:୧୫, ୭ ମାର୍ଚ୍ଚ ୨୦୧୫ (UTC)
  5. --ଆଦିତ୍ୟ ମହାର (ଆଲୋଚନା) ୦୮:୪୧, ୭ ମାର୍ଚ୍ଚ ୨୦୧୫ (UTC)
  6. ନସିମ ଅଲ୍ଲୀ
  7. --ପଙ୍କଜ ମାଳା ଷଡଙ୍ଗୀ
  8. --ନିଷ୍ଠା ରଞ୍ଜନ ଦାଶ (ମୋ ଆଲୋଚନା) ୦୯:୦୮, ୧୧ ମାର୍ଚ୍ଚ ୨୦୧୫ (UTC)
  9. --ହରିହର ପ୍ରସାଦ ଶତପଥି (ମୋ ଆଲୋଚନା) ୦୭:୩୨, ୧୨ ମାର୍ଚ୍ଚ ୨୦୧୫ (UTC)

ଫଳାଫଳ[ସମ୍ପାଦନା]