Jump to content

ଗାୟତ୍ରୀ ଆର୍ଯ୍ୟ

ଉଇକିପିଡ଼ିଆ‌ରୁ
ଗାୟତ୍ରୀ ଆର୍ଯ୍ୟ
ଜନ୍ମ ଓ ଜନ୍ମସ୍ଥାନ(1959-02-28)୨୮ ଫେବୃଆରୀ ୧୯୫୯
ଗୋହଳ, ବାଲିଅନ୍ତା, ଖୋର୍ଦ୍ଧା
ବୃତ୍ତିଗୃହିଣୀ
ନାଗରିକତାଭାରତୀୟ
ସାହିତ୍ୟ କୃତିପ୍ରିୟର ପୃଥିବୀ (ଜୀବନ ବୃତ୍ତ)
ପିତାମାତାସପନି ବେହେରା, ହେମଲତା ବେହେରା

ଗାୟତ୍ରୀ ଆର୍ଯ୍ୟ (ଜନ୍ମ: ୨୮ ଫେବୃଆରୀ ୧୯୫୯) ଜଣେ ଓଡ଼ିଆ ଗାଳ୍ପିକା ।[][] ସେ କବି ଓ ଗାଳ୍ପିକ ଆର୍ଯ୍ୟ ଯଜ୍ଞଦତ୍ତଙ୍କୁ ବିବାହ କରିଥିଲେ ।[]

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ଗାୟତ୍ରୀ ଆର୍ଯ୍ୟ ୧୯୫୯ ଫେବୃଆରୀ ୨୮ରେ ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ବ୍ଲକର ଗୋହଳ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ସପନି ବେହେରା ଓ ମାତା ହେଲେ ହେମଲତା ବେହେରା ।

ରଚନାବଳୀ

[ସମ୍ପାଦନା]
  • ତରଙ୍ଗ (ଗଳ୍ପ)
  • ଫୁଲ ଫୁଟିଥିଲା (ଗଳ୍ପ)
  • କୁହୁ (ଗଳ୍ପ)
  • ସ୍ୱପ୍ନଚୋରି (ଗଳ୍ପ)
  • ପ୍ରିୟର ପୃଥିବୀ (ଜୀବନ ବୃତ୍ତ)

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ସମାରୋହ ସମ୍ମାନ
  • ଜଗତସିଂହପୁର ସାହିତ୍ୟ ପରିଷଦ ସମ୍ମାନ
  1. "କାଦମ୍ବିନୀ" (PDF). କାଦମ୍ବିନୀ. Vol. ୨୪, no. ୨. ଅଗଷ୍ଟ ୨୦୨୩.
  2. ଆର୍ଯ୍ୟ, ଗାୟତ୍ରୀ (ଅକ୍ଟୋବର ୨୦୨୩). "ନୀଳାମ୍ବରର ସ୍ୱପ୍ନ" (PDF). ସମାରୋହ. Vol. ୩୩, no. 1. Archived from the original (PDF) on 19 January 2025. Retrieved 30 September 2024.
  3. "Hareskrushna Mahatab State Library" (PDF). Hareskrushna State Library. Retrieved 30 April 2023.