୨୬ ଜାନୁଆରୀ
ଦେଖଣା
<< | ଜାନୁଆରୀ | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | ୩ | ୪ | ୫ | ୬ | |
୭ | ୮ | ୯ | ୧୦ | ୧୧ | ୧୨ | ୧୩ |
୧୪ | ୧୫ | ୧୬ | ୧୭ | ୧୮ | ୧୯ | ୨୦ |
୨୧ | ୨୨ | ୨୩ | ୨୪ | ୨୫ | ୨୬ | ୨୭ |
୨୮ | ୨୯ | ୩୦ | ୩୧ | |||
୨୦୨୪ |
January 26 in recent years |
୨୦୨୪ (ଶୁକ୍ରବାର) |
୨୦୨୩ (ଗୁରୁବାର) |
୨୦୨୨ (ବୁଧବାର) |
୨୦୨୧ (ମଙ୍ଗଳବାର) |
୨୦୨୦ (ରବିବାର) |
୨୦୧୯ (ଶନିବାର) |
୨୦୧୮ (ଶୁକ୍ରବାର) |
୨୦୧୭ (ଗୁରୁବାର) |
୨୦୧୬ (ମଙ୍ଗଳବାର) |
୨୦୧୫ (ସୋମବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୬ ଜାନୁଆରୀ ବର୍ଷର ୨୬ତମ ଦିବସ ଅଟେ । ବର୍ଷ ଶେଷ ହେବା ପାଇଁ ଆଉ ୩୩୯ ଦିନ ବାକି ଅଛି (ଅଧିବର୍ଷ ଗୁଡ଼ିକରେ ୩୪୦ ଦିନ ) ।
ଘଟଣାବଳୀ
[ସମ୍ପାଦନା]- ୧୯୫୦ : ଭାରତର ଜନରାଜ୍ୟ ଦିବସ
- ୧୯୭୯ : ଢେଙ୍କାନାଳର କପିଳାଠାରେ ମୃଗବିହାର (କ୍ଷୁଦ୍ର ଚିଡ଼ିଆଖାନା) ଉଦଘାଟିତ ।
- ୨୦୦୮ : ପ୍ରତାପଗଡ଼ ଜିଲ୍ଲା ରାଜସ୍ଥାନର ୩୩ତମ ଜିଲ୍ଲା ଭାବେ ସ୍ୱୀକୃତି ।
ଜନ୍ମ
[ସମ୍ପାଦନା]- ୧୯୯୧: ରାଜସ୍ମିତା କର, ନୃତ୍ୟଶିଳ୍ପୀ
ଦେହାନ୍ତ
[ସମ୍ପାଦନା]- ୨୦୧୫ : ଆର. କେ. ଲକ୍ଷ୍ମଣ, ଭାରତୀୟ ବ୍ୟଙ୍ଗ ଚିତ୍ରକାର (ମୃତ୍ୟୁ : ୨୪ ଅକ୍ଟୋବର ୧୯୨୧)
ପର୍ବପର୍ବାଣି
[ସମ୍ପାଦନା]ବାହାର ଲିଙ୍କ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ୨୬ ଜାନୁଆରୀ
ବାବଦରେ ମାଧ୍ୟମ ରହିଛି ।