Jump to content

ଜାକିର ହୁସେନ (ରାଜନୀତିଜ୍ଞ)

ଉଇକିପିଡ଼ିଆ‌ରୁ
ଜାକିର ହୁସେନ
ଭାରତର ରାଷ୍ଟ୍ରପତି
କାର୍ଯ୍ୟକାଳ
୧୩ ମଇ ୧୯୬୭ – ୩ ମଇ ୧୯୬୯
ପ୍ରଧାନ ମନ୍ତ୍ରୀଇନ୍ଦିରା ଗାନ୍ଧୀ
Vice Presidentବରାହଗିରି ଭେଙ୍କଟଗିରି
ପୂର୍ବ ଅଧିକାରୀସର୍ବପଲ୍ଲୀ ରାଧାକ୍ରିଷ୍ଣନ
ପର ଅଧିକାରୀବରାହଗିରି ଭେଙ୍କଟଗିରି (କାମଚଳା)
ଉପ-ରାଷ୍ଟ୍ରପତି
କାର୍ଯ୍ୟକାଳ
୧୩ ମଇ ୧୯୬୨ – ୧୨ ମଇ ୧୯୬୭
ରାଷ୍ଟ୍ରପତିସର୍ବପଲ୍ଲୀ ରାଧାକ୍ରିଷ୍ଣନ
ପୂର୍ବ ଅଧିକାରୀସର୍ବପଲ୍ଲୀ ରାଧାକ୍ରିଷ୍ଣନ
ପର ଅଧିକାରୀବରାହଗିରି ଭେଙ୍କଟଗିରି
ବିହାରର ରାଜ୍ୟପାଳ
କାର୍ଯ୍ୟକାଳ
୬ ଜୁଲାଇ ୧୯୫୭ – ୧୧ ମଇ ୧୯୬୨
ମୁଖ୍ୟମନ୍ତ୍ରୀକୃଷ୍ଣ ସିହ୍ନା
ଦୀପ ନାରାୟଣ ସିଂହ
ପୂର୍ବ ଅଧିକାରୀଆର. ଆର. ଦିବାକର
ପର ଅଧିକାରୀମାଦଭୁଷି ଅନନ୍ତଶୟନମ ଅୟଙ୍ଗାର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1897-02-08)୮ ଫେବୃଆରୀ ୧୮୯୭
ହାଇଦ୍ରାବାଦ ଏବେକାର ଆନ୍ଧ୍ର ପ୍ରଦେଶ []
ମୃତ୍ୟୁ୩ ମଇ ୧୯୬୯(1969-05-03) (ବୟସ ୭୨)
ନୂଆ ଦିଲ୍ଲୀ, ଭାରତ
ରାଜନୀତିକ ଦଳସ୍ୱାଧୀନ
ଜୀବନ ସାଥୀଶାହଜହାନ ବେଗମ
ଶିକ୍ଷାନୁଷ୍ଠାନଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ

ଜାକିର ହୁସେନ ୧୮୯୭ ମସିହା ଫେବୃଆରୀ ୮ ତାରିଖରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ ୤ ୧୯୬୭ ମଇ ୧୩ ତାରିଖରେ ଦେଶର ତୃତୀୟ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ୤ ୧୯୬୨-୧୯୬୭ ପର୍ଯ୍ୟନ୍ତ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ରାଷ୍ଟ୍ରପତି ଥିବାବେଳେ ଶ୍ରୀହୁସେନ ଉପରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ ୤ ୧୯୫୭ରୁ ୧୯୬୨ ପର୍ଯ୍ୟନ୍ତ ବିହାର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ ୤ ସେ ଦେଶର ପ୍ରଥମ ମୁସଲମାନ ରାଷ୍ଟ୍ରପତି ୤ ୧୯୬୩ ମସିହାରେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନରେ ସମ୍ମାନିତ କରାଯାଇଥିଲା ୤

  1. Zakir Husain, Encyclopædia Britannica Online, 12 Feb 2012, retrieved 13 May 2012

ଅଧିକ ତଥ୍ୟ

[ସମ୍ପାଦନା]