"ରାଇମୋହନ ପରିଡ଼ା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
୫୯ କ ଧାଡ଼ି: ୫୯ କ ଧାଡ଼ି:
{| border="2" cellpadding="4" cellspacing="0" style="margin: 1em 1em 1em 0; background: #f9f9f9; border: 1px #aaa solid; border-collapse: collapse; ;"
{| border="2" cellpadding="4" cellspacing="0" style="margin: 1em 1em 1em 0; background: #f9f9f9; border: 1px #aaa solid; border-collapse: collapse; ;"
|- bgcolor="#CCCCCC" align="center"
|- bgcolor="#CCCCCC" align="center"
! ମସିହା !! ଚଳଚ୍ଚିତ୍ର !! ଭୂମିକା
! ମସିହା
! ଚଳଚ୍ଚିତ୍ର !! ଭୂମିକା
|ମନ୍ତବ୍ୟ
|-
|-
| [[ବନ୍ଧନ (୨୦୧୧ର କଥାଚିତ୍ର)|ବନ୍ଧନ]] || ୨୦୧୧ || ||
| ୨୦୧୧
| [[ବନ୍ଧନ (୨୦୧୧ର କଥାଚିତ୍ର)|ବନ୍ଧନ]] || ||
|-
|-
| [[ଆସିବୁ କେବେ ସାଜି ମୋ ରାଣୀ]] || ୨୦୧୦ || ||
| ୨୦୧୦
| [[ଆସିବୁ କେବେ ସାଜି ମୋ ରାଣୀ]] || ||
|-
|-
| [[ତୁ ଥିଲେ ମୋ ଡର କାହାକୁ]] || ୨୦୧୦ || ||
| ୨୦୧୦
| [[ତୁ ଥିଲେ ମୋ ଡର କାହାକୁ]] || ||
|-
|-
| [[ନେଇଯା'ରେ ମେଘ ମତେ]] || ୨୦୦୮ || ||
| ୨୦୦୮
| [[ନେଇଯା'ରେ ମେଘ ମତେ]] || ||
|-
|-
| [[ଛାତି ଚିରି ଦେଲେ ତୁ]] || ୨୦୦୮ || ||
| ୨୦୦୮
| [[ଛାତି ଚିରି ଦେଲେ ତୁ]] || ||
|-
|-
| [[କାଳୀଶଙ୍କର]] || ୨୦୦୭ || ||
| ୨୦୦୭
| [[କାଳୀଶଙ୍କର]] || ||
|-
|-
| [[ତୋ ବିନା ମୋ କାହାଣୀ ଅଧା]] || ୨୦୦୭ || ||
| ୨୦୦୭
| [[ତୋ ବିନା ମୋ କାହାଣୀ ଅଧା]] || ||
|-
|-
| [[ତୋ ପାଇଁ ନେବି ମୁଁ ଶହେ ଜନମ]] || ୨୦୦୭ || ||
| ୨୦୦୭
| [[ତୋ ପାଇଁ ନେବି ମୁଁ ଶହେ ଜନମ]] || ||
|-
|-
| [[ଦେ ମା ଶକ୍ତି ଦେ]] || ୨୦୦୬ || ||
| ୨୦୦୬
| [[ଦେ ମା ଶକ୍ତି ଦେ]] || ||
|-
|-
| [[ରକତେ ଲେଖିଚି ନାଁ]] || ୨୦୦୬ || ||
| ୨୦୦୬
| [[ରକତେ ଲେଖିଚି ନାଁ]] || ||
|-
|-
| [[ତୁ ଏକା ଆମ ସାହା ଭରସା]] || ୨୦୦୬ || ||
| ୨୦୦୬
| [[ତୁ ଏକା ଆମ ସାହା ଭରସା]] || ||
|-
|-
| [[ବାବୁ ଆଇ ଲଭ ୟୁ]] || ୨୦୦୫ || ||
| ୨୦୦୫
| [[ବାବୁ ଆଇ ଲଭ ୟୁ]] || ||
|-
|-
| [[କଣ୍ଢେଇ ଆଖିରେ ଲୁହ]] || ୨୦୦୪ || ||
| ୨୦୦୪
| [[କଣ୍ଢେଇ ଆଖିରେ ଲୁହ]] || ||
|-
|-
| [[ଯେ ପାଞ୍ଚେ ପର ମନ୍ଦ]] || ୨୦୦୩ || ||
| ୨୦୦୩
| [[ଯେ ପାଞ୍ଚେ ପର ମନ୍ଦ]] || ||
|-
|-
| [[ସତ ମିଛ]] || ୨୦୦୩ || ||
| ୨୦୦୩
| [[ସତ ମିଛ]] || ||
|-
|-
| [[ସୁନା ସଙ୍ଖାଳୀ]] || ୨୦୦୩ || ||
| ୨୦୦୩
| [[ସୁନା ସଙ୍ଖାଳୀ]] || ||
|-
|-
| [[ବିଧାତା (୨୦୦୩ର ଚଳଚ୍ଚିତ୍ର)|ବିଧାତା]] || ୨୦୦୩ || ||
| ୨୦୦୩
| [[ବିଧାତା (୨୦୦୩ର ଚଳଚ୍ଚିତ୍ର)|ବିଧାତା]] || ||
|-
|-
| [[ମା ମଙ୍ଗଳା (ଓଡ଼ିଆ କଥାଚିତ୍ର)|ମା ମଙ୍ଗଳା]] || ୨୦୦୨ || ||
| ୨୦୦୨
| [[ମା ମଙ୍ଗଳା (ଓଡ଼ିଆ କଥାଚିତ୍ର)|ମା ମଙ୍ଗଳା]] || ||
|-
|-
| [[ସମୟ ଖେଳୁଛି ଚକା ଭଉଁରୀ]] || ୨୦୦୨ || ||
| ୨୦୦୨
| [[ସମୟ ଖେଳୁଛି ଚକା ଭଉଁରୀ]] || ||
|-
|-
| [[ସରପଞ୍ଚ ବାବୁ]] || ୨୦୦୨ || ||
| ୨୦୦୨
| [[ସରପଞ୍ଚ ବାବୁ]] || ||
|-
|-
| [[ଧର୍ମ ଦେବତା]] || ୨୦୦୧ || ||
| ୨୦୦୧
| [[ଧର୍ମ ଦେବତା]] || ||
|-
|-
| [[ଧର୍ମ ନିକିତି]] || ୧୯୯୯ || ||
| ୧୯୯୯
| [[ଧର୍ମ ନିକିତି]] || ||
|-
|-
| [[ଜୟ ଶ୍ରୀରାମ]] || ୧୯୯୯ || ||
| ୧୯୯୯
| [[ଜୟ ଶ୍ରୀରାମ]] || ||
|-
|-
| [[ସିଂହବାହିନୀ]] || ୧୯୯୮ || ||
| ୧୯୯୮
| [[ସିଂହବାହିନୀ]] || ||
|-
|-
| [[ଲକ୍ଷେ ଶିବ ପୂଜି ପାଇଛି ପୁଅ]] || ୧୯୯୭ || ||
| ୧୯୯୭
| [[ଲକ୍ଷେ ଶିବ ପୂଜି ପାଇଛି ପୁଅ]] || ||
|-
|-
| [[ପୁଅ ମୋର ଜଗତ ଜିତା]] || ୧୯୯୭ || ||
| ୧୯୯୭
| [[ପୁଅ ମୋର ଜଗତ ଜିତା]] || ||
|-
|-
| [[ସୁନା ସଂସାର]] || ୧୯୯୭ || ||
| ୧୯୯୭
| [[ସୁନା ସଂସାର]] || ||
|-
|-
| [[କୁଳ ନନ୍ଦନ]] || ୧୯୯୫ || ||
| ୧୯୯୫
| [[କୁଳ ନନ୍ଦନ]] || ||
|-
|-
| [[ମଣି ନାଗେଶ୍ୱରୀ]] || ୧୯୯୫ || ||
| ୧୯୯୫
| [[ମଣି ନାଗେଶ୍ୱରୀ]] || ||
|-
|-
| [[ମୋ ମନ ଖାଲି ତୋରି ପାଇଁ]] || ୧୯୯୫ || ||
| ୧୯୯୫
| [[ମୋ ମନ ଖାଲି ତୋରି ପାଇଁ]] || ||
|-
|-
| [[ରଣଭୂମି]] || ୧୯୯୫ || ||
| ୧୯୯୫
| [[ରଣଭୂମି]] || ||
|-
|-
| [[ଏମିତି ଭାଇ ଜଗତେ ନାହିଁ]] || ୧୯୯୪ || ||
| ୧୯୯୪
| [[ଏମିତି ଭାଇ ଜଗତେ ନାହିଁ]] || ||
|-
|-
| [[ନାଗ ଜ୍ୟୋତି]] || ୧୯୯୪ || ||
| ୧୯୯୪
| [[ନାଗ ଜ୍ୟୋତି]] || ||
|-
|-
| [[ସାଗର ଗଙ୍ଗା]] || ୧୯୯୪ || ||
| ୧୯୯୪
| [[ସାଗର ଗଙ୍ଗା]] || ||
|-
|-
| [[ସୁନା ଭାଉଜ]] || ୧୯୯୪ || ||
| ୧୯୯୪
| [[ସୁନା ଭାଉଜ]] || ||
|-
|-
| [[ଦାଦାଗିରି]] || ୧୯୯୪ || ||
| ୧୯୯୪
| [[ଦାଦାଗିରି]] || ||
|-
|-
| [[ନାଗ ଜ୍ୟୋତି]] || ୧୯୯୩ || ||
| ୧୯୯୩
| [[ନାଗ ଜ୍ୟୋତି]] || ||
|-
|-
| [[ଉଦଣ୍ଡୀ ସୀତା]] || ୧୯୯୨ || ||
| ୧୯୯୨
| [[ଉଦଣ୍ଡୀ ସୀତା]] || ||
|-
|-
| [[କୋଟିଏ ମଣିଷ ଗୋଟିଏ ଜଗା]] || ୧୯୯୧ || ||
| ୧୯୯୧
| [[କୋଟିଏ ମଣିଷ ଗୋଟିଏ ଜଗା]] || ||
|-
|-
| [[ହସ ଲୁହ ଭରା ଦୁନିଆ]] || ୧୯୯୦ || ||
| ୧୯୯୦
| [[ହସ ଲୁହ ଭରା ଦୁନିଆ]] || ||
|-
|-
| [[ହିସାବ କରିବ କାଳିଆ]] || ୧୯୯୦ || ||
| ୧୯୯୦
| [[ହିସାବ କରିବ କାଳିଆ]] || ||
|-
|-
| [[ସାଗର (୧୯୮୯ର ସିନେମା‌)|ସାଗର]] || ୧୯୮୯ || ||
| ୧୯୮୯
| [[ସାଗର (୧୯୮୯ର ସିନେମା‌)|ସାଗର]] || ||
|-
|-
| [[ଆସୁଛି ମୋ କାଳିଆସୁନା]] || ୧୯୮୯ || ||
| ୧୯୮୯
| [[ଆସୁଛି ମୋ କାଳିଆସୁନା]] || ||
|-
|-
| [[ଚକା ଆଖି ସବୁ ଦେଖୁଛି]] || ୧୯୮୭ || ||
| ୧୯୮୭
| [[ଚକା ଆଖି ସବୁ ଦେଖୁଛି]] || ||
|-
|-
| [[ପକା କମ୍ବଳ ପୋତ ଛତା]] || ୧୯୮୭ || ||
| ୧୯୮୭
| [[ପକା କମ୍ବଳ ପୋତ ଛତା]] || ||
|-
|-
| [[ସହରୀ ବାଘ]] || ୧୯୮୫ || ||
| ୧୯୮୫
| [[ସହରୀ ବାଘ]] || ||
|-
|-
| ୧୯୮୪
| [[ଗଙ୍ଗ ଶିଉଳି (ଓଡ଼ିଆ କଥାଚିତ୍ର)|ଗଙ୍ଗ ଶିଉଳି]] || ୧୯୮୪ || ||
| [[ଗଙ୍ଗ ଶିଉଳି (ଓଡ଼ିଆ କଥାଚିତ୍ର)|ଗଙ୍ଗ ଶିଉଳି]] || ||ପ୍ରଥମ ଓଡ଼ିଆ କଥାଚିତ୍ର
|-
|-
|}
|}

୧୧:୧୬, ୨୫ ଜୁନ ୨୦୨୨ ଅନୁସାରେ କରାଯାଇଥିବା ବଦଳ

ରାଇମୋହନ ପରିଡ଼ା
ଜନ୍ମ(1963-07-10)୧୦ ଜୁଲାଇ ୧୯୬୩
ମୃତ୍ୟୁ୨୪ ଜୁନ ୨୦୨୨(2022-06-24) (ବୟସ ୫୮)
ମୃତ୍ୟୁର କାରଣଆତ୍ମହତ୍ୟା
ଶିକ୍ଷାନୁଷ୍ଠାନଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୧୯୮୪- ୨୦୨୨
ବୈବାହିକ-ସାଥୀରଞ୍ଜିତା ପରିଡ଼ା
ପିତାମାତାତ୍ରୈଲୋକନାଥ ପରିଡ଼ା
ତିଳୋତ୍ତମା ପରିଡ଼ା
ପୁରସ୍କାରରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

ରାଇମୋହନ ପରିଡ଼ା (୧୦ ଜୁଲାଇ ୧୯୬୩[୧] - ୨୪ ଜୁନ ୨୦୨୨) ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା ଓଡ଼ିଆ କଥାଚିତ୍ର ଓ ଯାତ୍ରା ଜଗତର ଜଣେ ଜଣେ ଖଳ ଅଭିନେତା ଥିଲେ ।[୨] ୧୯୮୪ ମସିହାରେ ଗଙ୍ଗ ଶିଉଳି ଚଳଚ୍ଚିତ୍ର ଜରିଆରେ ସେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୩] ସେ ଯାତ୍ରା ଜଗତର ଅନେକ ନାଟକର ନିର୍ଦ୍ଦେଶନା ଦେବା ସହିତ କିଛି ଯାତ୍ରାପାର୍ଟିରେ ଅଭିନୟ ମଧ୍ୟ କରିଥିଲେ । ୨୪ ଜୁନ ୨୦୨୨ରେ ସେ ଆତ୍ମହତ୍ୟା କରିଥିଲେ ।[୪]

ଜନ୍ମ, ପରିବାର ଓ ଶିକ୍ଷା

ରାଇମୋହନ ୧୯୬୩ ମସିହାର ଜୁଲାଇ ୧୦ ତାରିଖରେ କେନ୍ଦୁଝର ଜିଲ୍ଲାର ଉଦୟପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ତୈଲୋକନାଥ ପରିଡ଼ା ଓ ମାତା ତିଳୋତ୍ତମା ପରିଡ଼ାଙ୍କର ପାଞ୍ଚ ସନ୍ତାନ ମଧ୍ୟରୁ ଏକମାତ୍ର ପୁତ୍ର ଥିଲେ ସେ । କରଞ୍ଜିଆ ମହାବିଦ୍ୟାଳୟରୁ ପାଠପଢ଼ା ଶେଷ କରି ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ଅଭିନୟ କଳାରେ ସ୍ନାତକ ଡୀଗ୍ରୀ ହାସଲ କରିଥିଲେ ।[୩]

ଅଭିନୟ ଜୀବନ

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ଅଭିନୟ କଳାରେ ଡିଗ୍ରୀ ହାସଲ କରିସାରିବା ପରେ ରାଇମୋହନ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବାକୁ ଉଦ୍ୟମ କରିଥିଲେ । ଆରମ୍ଭରୁ ସେ ନାୟକ ହେବାକୁ ଇଚ୍ଛା ପ୍ରକଟ କରିଥିଲେ ମାତ୍ର ସଫଳ ହୋଇ ପାରିନଥିଲେ ।[୫]

ଓଡ଼ିଆ କଥାଚିତ୍ର ଜଗତ

ସେ ପ୍ରଥମେ ମଞ୍ଚ ନାଟକରେ ଅଭିନୟ କରିବା ଆରମ୍ଭ କରିଥିଲେ । ୧୯୮୪ ମସିହାରେ ସେ ଗଙ୍ଗ ଶିଉଳିରେ ଏକ ଚରିତ୍ର ଅଭିନେତା ଭାବରେ କାର୍ଯ୍ୟ କରିଥିଲେ । ୧୯୮୬ ମସିହାରେ ମୁକ୍ତିଲାଭ କରିଥିବା ପକା କମ୍ବଳ ପୋତ ଛତାରେ ସେ ଖଳନାୟକ ଭାବରେ ଅଭିନୟ କରିଥିଲେ । ଏହାପରେ ସେ ଅନେକ ଚଳଚ୍ଚିତ୍ରରେ ଖଳନାୟକ ଭାବରେ ଅଭିନୟ କରିବା ସହିତ କିଛି ଚଳଚ୍ଚିତ୍ରରେ ସକାରତ୍ମକ ଭୂମିକାରେ ମଧ୍ୟ କାର୍ଯ୍ୟ କରିଥିଲେ ।[୩]

ବଙ୍ଗଳା କଥାଚିତ୍ର ଜଗତ

ଓଡ଼ିଆ କଥାଚିତ୍ର ଜଗତରେ କାର୍ଯ୍ୟ କରିବା ସହିତ ରାଇମୋହନ ବଙ୍ଗଳା କଥାଚିତ୍ର ଜଗତରେ ଜଗତରେ ମଧ୍ୟ କାର୍ଯ୍ୟ କରିଥିଲେ । ୨୦୦୨ ମସିହାରେ ସେ ପ୍ରଥମକରି ବଙ୍ଗଳା କଥାଚିତ୍ର ଜଗତରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ଏବଂ ୧୫ଟି ବଙ୍ଗଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୬]

ଯାତ୍ରା ଜଗତ

ରାଇମୋହନ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ସହିତ ଯାତ୍ରା ଜଗତରେ ମଧ୍ୟ ଅଭିନୟ କରିଥିଲେ । ସେ ୧୯୯୧-୯୨ ମସିହାରେ ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ ସହ ତାରିଣୀ ଗଣନାଟ୍ୟ ପାଇଁ ଚିନ୍ମୟ ଦାସଙ୍କ ରଚିତ ନାଟକ ଭଙ୍ଗା ଆଇନାର ନିର୍ଦ୍ଦେଶନା ଦେଇଥିଲେ, ଯାହାକି ସେ ସମୟରେ ଅନେକ ଲୋକପ୍ରିୟତା ସାଉଁଣ୍ଟିଥିଲା ।[୭]

ପରବର୍ତ୍ତୀ ସମୟରେ ସେ କଳିଙ୍ଗ ଗଣନାଟ୍ୟ, ତ୍ରିନାଥ ଗଣନାଟ୍ୟ, ରୁଦ୍ରାଣୀ ଗଣନାଟ୍ୟ, ଜଗନ୍ନାଥ ଗଣନାଟ୍ୟ, ଶୁଭଶ୍ରୀ ଗଣନାଟ୍ୟ, ନିର୍ମାଲ୍ୟ ଗଣନାଟ୍ୟ, ଓଡ଼ିଶା ଅପେରା, ଧରିତ୍ରୀ ଅପେରା, ଶ୍ରୀକ୍ଷେତ୍ର ଗଣନାଟ୍ୟ, ଗୌରୀ ଗଣନାଟ୍ୟ ଆଦିର ବିଭିନ୍ନ ନାଟକର ନିର୍ଦ୍ଦେଶନା ଦେଇଥିଲେ । ପରବର୍ତ୍ତୀ ସମୟରେ ସେ ଯାତ୍ରାରେ ନିର୍ଦ୍ଦେଶନା ଦେବା ସହିତ ଅଭିନୟ ମଧ୍ୟ କରିଥିଲେ ।[୮]

ଦୂରଦର୍ଶନ

ରାଇମୋହନ ଦୂରଦର୍ଶନରେ ଅନେକ ଧାରାବାହିକରେ ଅଭିନୟ କରିଥିଲେ । ମଞ୍ଜରୀ ଟିଭିରେ ପ୍ରସାରିତ ଧାରାବାହିକ ସିଂହଦ୍ୱାର ଥିଲା ତାଙ୍କ ଅଭିନୀତ ଶେଷ ଧାରାବାହିକ ।[୯]

ଅଭିନୀତ ଓଡ଼ିଆ କଥାଚିତ୍ର

ମସିହା ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୨୦୧୧ ବନ୍ଧନ
୨୦୧୦ ଆସିବୁ କେବେ ସାଜି ମୋ ରାଣୀ
୨୦୧୦ ତୁ ଥିଲେ ମୋ ଡର କାହାକୁ
୨୦୦୮ ନେଇଯା'ରେ ମେଘ ମତେ
୨୦୦୮ ଛାତି ଚିରି ଦେଲେ ତୁ
୨୦୦୭ କାଳୀଶଙ୍କର
୨୦୦୭ ତୋ ବିନା ମୋ କାହାଣୀ ଅଧା
୨୦୦୭ ତୋ ପାଇଁ ନେବି ମୁଁ ଶହେ ଜନମ
୨୦୦୬ ଦେ ମା ଶକ୍ତି ଦେ
୨୦୦୬ ରକତେ ଲେଖିଚି ନାଁ
୨୦୦୬ ତୁ ଏକା ଆମ ସାହା ଭରସା
୨୦୦୫ ବାବୁ ଆଇ ଲଭ ୟୁ
୨୦୦୪ କଣ୍ଢେଇ ଆଖିରେ ଲୁହ
୨୦୦୩ ଯେ ପାଞ୍ଚେ ପର ମନ୍ଦ
୨୦୦୩ ସତ ମିଛ
୨୦୦୩ ସୁନା ସଙ୍ଖାଳୀ
୨୦୦୩ ବିଧାତା
୨୦୦୨ ମା ମଙ୍ଗଳା
୨୦୦୨ ସମୟ ଖେଳୁଛି ଚକା ଭଉଁରୀ
୨୦୦୨ ସରପଞ୍ଚ ବାବୁ
୨୦୦୧ ଧର୍ମ ଦେବତା
୧୯୯୯ ଧର୍ମ ନିକିତି
୧୯୯୯ ଜୟ ଶ୍ରୀରାମ
୧୯୯୮ ସିଂହବାହିନୀ
୧୯୯୭ ଲକ୍ଷେ ଶିବ ପୂଜି ପାଇଛି ପୁଅ
୧୯୯୭ ପୁଅ ମୋର ଜଗତ ଜିତା
୧୯୯୭ ସୁନା ସଂସାର
୧୯୯୫ କୁଳ ନନ୍ଦନ
୧୯୯୫ ମଣି ନାଗେଶ୍ୱରୀ
୧୯୯୫ ମୋ ମନ ଖାଲି ତୋରି ପାଇଁ
୧୯୯୫ ରଣଭୂମି
୧୯୯୪ ଏମିତି ଭାଇ ଜଗତେ ନାହିଁ
୧୯୯୪ ନାଗ ଜ୍ୟୋତି
୧୯୯୪ ସାଗର ଗଙ୍ଗା
୧୯୯୪ ସୁନା ଭାଉଜ
୧୯୯୪ ଦାଦାଗିରି
୧୯୯୩ ନାଗ ଜ୍ୟୋତି
୧୯୯୨ ଉଦଣ୍ଡୀ ସୀତା
୧୯୯୧ କୋଟିଏ ମଣିଷ ଗୋଟିଏ ଜଗା
୧୯୯୦ ହସ ଲୁହ ଭରା ଦୁନିଆ
୧୯୯୦ ହିସାବ କରିବ କାଳିଆ
୧୯୮୯ ସାଗର
୧୯୮୯ ଆସୁଛି ମୋ କାଳିଆସୁନା
୧୯୮୭ ଚକା ଆଖି ସବୁ ଦେଖୁଛି
୧୯୮୭ ପକା କମ୍ବଳ ପୋତ ଛତା
୧୯୮୫ ସହରୀ ବାଘ
୧୯୮୪ ଗଙ୍ଗ ଶିଉଳି ପ୍ରଥମ ଓଡ଼ିଆ କଥାଚିତ୍ର

ବ୍ୟକ୍ତିଗତ ଜୀବନ

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ପଢ଼ିବା ସମୟରେ ତାଙ୍କ ତଳ ଶ୍ରେଣୀର ଛାତ୍ରୀ ରଞ୍ଜିତାଙ୍କୁ ପ୍ରେମ କରିଥିଲେ ଏବଂ ୧୯୯୨ ମସିହାରେ ସେ ତାଙ୍କୁ ବିବାହ କରିଥିଲେ ।[୧୦] ଏହି ଦମ୍ପତିଙ୍କର ଶେଫାଳି ଓ ଉଦିତା ନାମରେ ଦୁଇ ଝିଅ ଅଛନ୍ତି ।[୩]

ସମ୍ମାନ ଓ ପୁରସ୍କାର

ମୃତ୍ୟୁ

ରାଇମୋହନ ୨୦୨୨ ମସିହାର ଜୁନ ୨୪ ତାରିଖରେ ଆତ୍ମହତ୍ୟା କରିଥିଲେ ।[୧୩] ମୃତ୍ୟୁବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା ।

ଆଧାର

  1. ବେହେରା, ସୁକେଶ. "ରାଇମୋହନ ଗଛ ଯିଏ ମାଟିରୁ ଉଠିଛି, ଲତା ନୁହେଁ". ଧରିତ୍ରୀ. Retrieved 11 September 2016.
  2. Orissa reference: glimpses of Orissa. TechnoCAD Systems. 2001.
  3. ୩.୦ ୩.୧ ୩.୨ ୩.୩ "ଅବୁଝା ଅବସାନ: ଶେଷ ସଂଳାପ". ସକାଳ (in ଓଡ଼ିଆ). 25 June 2022. Archived from the original on 25 June 2022. Retrieved 25 June 2022.{{cite news}}: CS1 maint: unrecognized language (link)
  4. Das, Haraprasad (24 June 2022). "Ollywood actor Raimohan Parida passes away; Suicide suspected". Pragativadi (in English). Bhubaneswar. Archived from the original on 24 June 2022. Retrieved 24 June 2022.{{cite news}}: CS1 maint: unrecognized language (link)
  5. "ଅବୁଝା ଅବସାନ: ନାୟକ ହେବାକୁ ଥିଲେ ଇଚ୍ଛା". ସକାଳ (in ଓଡ଼ିଆ). 25 June 2022. Archived from the original on 25 June 2022. Retrieved 25 June 2022.{{cite news}}: CS1 maint: unrecognized language (link)
  6. "ଅବୁଝା ଅବସାନ: ଓଡ଼ିଆରୁ ବଙ୍ଗଳା ଚଳଚ୍ଚିତ୍ର". ସକାଳ (in ଓଡ଼ିଆ). 25 June 2022. Archived from the original on 25 June 2022. Retrieved 25 June 2022.{{cite news}}: CS1 maint: unrecognized language (link)
  7. "ରୂପେଲି ପରଦାରୁ ଯାତ୍ରା ମଞ୍ଚ: ଯଲିଉଡରେ ରାଇମୋହନଙ୍କ ଜଲୱା". OdishaLIVE. 3 July 2018. Archived from the original on 24 August 2018. Retrieved 24 August 2018.
  8. "ଅବୁଝା ଅବସାନ: ଯାତ୍ରାରେ ଛାଡ଼ିଥିଲେ ଛାପ". ସକାଳ (in ଓଡ଼ିଆ). 25 June 2022. Archived from the original on 25 June 2022. Retrieved 25 June 2022.{{cite news}}: CS1 maint: unrecognized language (link)
  9. "ଅବୁଝା ଅବସାନ: ନାଟ୍ୟ ନିର୍ଦ୍ଦେଶନାରୁ ଅଭିନୟ ଯାତ୍ରା". ସକାଳ (in ଓଡ଼ିଆ). 25 June 2022. Archived from the original on 25 June 2022. Retrieved 25 June 2022.{{cite news}}: CS1 maint: unrecognized language (link)
  10. "ଅବୁଝା ଅବସାନ: ଖଳନାୟକଙ୍କ ପ୍ରେମ କାହାଣୀ". ସକାଳ (in ଓଡ଼ିଆ). 25 June 2022. Archived from the original on 25 June 2022. Retrieved 25 June 2022.{{cite news}}: CS1 maint: unrecognized language (link)
  11. http://www.orissadiary.com/CurrentNews.asp?id=30737
  12. http://www.hindu.com/2010/01/23/stories/2010012354460200.htm
  13. "ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ା ଆଉ ନାହାନ୍ତି, ନିଜ ଘରେ ଜୀବନ ହାରିଲେ". ସମ୍ବାଦ (in ଓଡ଼ିଆ). ଭୁବନେଶ୍ୱର: sambad.in. 24 June 2022. Archived from the original on 24 June 2022. Retrieved 24 June 2022.{{cite news}}: CS1 maint: unrecognized language (link)

ଅଧିକ ତଥ୍ୟ