ବ୍ୟବହାରକାରୀ:Ssgapu22

    ଉଇକିପିଡ଼ିଆ‌ରୁ
    ସଂଗ୍ରାମ କେଶରୀ ସେନାପତି
    Sangramkesharisenapati.jpg
    ଗପୁ
    ଜନ୍ମ ଓ ଜନ୍ମସ୍ଥାନ (1995-01-10) ଜାନୁଆରୀ ୧୦, ୧୯୯୫ (ବୟସ ୨୮)
    ଜାତୀୟତାଭାରତୀୟ
    ଜୀବିକାଲେଖକ, ସମ୍ପାଦକ, ଛାୟାଚିତ୍ରକାର
    ବାପା ବୋଉଅଭିମନ୍ୟୁ ସେନାପତି, ଶ୍ରୀମତୀ ଦେଇ
    ୱେବସାଇଟsangramkesharisenapati.in

    ନମସ୍କାର, ଜୟ ଜଗନ୍ନାଥ ।। ମୁଁ ସଂଗ୍ରାମ କେଶରୀ ସେନାପତି । [୧] ଓଡ଼ିଆ ଭାଷାକୁ ଏବଂ ଓଡ଼ିଆ ସଂସ୍କୃତିକୁ ରକ୍ଷା କରିବା ମୋର କର୍ତ୍ତବ୍ୟ ଏବଂ ଧର୍ମ ।

    ମୋ ବିଷୟରେ[ସମ୍ପାଦନା]

    ମୋର ଜନ୍ମ ୧୯୯୫ ମସିହା ଜାନୁଆରୀ ୧୦ରେ ନିଳୋକ ଗ୍ରାମରେ ହୋଇଥିଲା ।[୨] ମୁଁ ମୋର ପାଠ ପଢ଼ା ନିଳୋକ ଗ୍ରାମରେ ଥିବା ହରିହର ନୋଡଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ କରିଥିଲି । ଏବଂ ୨୦୦୭ରେ ନିଳୋକ ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ନାମ ଲେଖାଇଥିଲି । ସେଠାରୁ ୨୦୧୦ରେ ଉତ୍ତୀର୍ଣ ହେବା ପରେ ୨୦୧୨ରେ ବିନାୟକ ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟରୁ ମୋର ଦ୍ୱାଦଶ ଶ୍ରେଣୀ ପାଠ୍ୟକ୍ରମ ଶେଷ କରିଥିଲି । ପରେ ପରେ ୨୦୧୨ ଅଗଷ୍ଟ ମାସରେ ସରକାରୀ ବୈଷୟିକ ମହାବିଦ୍ୟାଳୟ, କଳାହାଣ୍ଡିରେ କମ୍ପୁଟର ବିଜ୍ଞାନ ବିଭାଗରେ ଯୋଗ ଦେଇଥିଲି । ୨୦୧୬ରେ ସେଠାରୁ ଉତ୍ତୀର୍ଣ୍ଣ ହୋଇଥିଲି ।

    ଉଇକିପିଡ଼ିଆ ସ‌ହ ସମ୍ପର୍କ[ସମ୍ପାଦନା]

    ୨୦୧୨ରେ ଇଞ୍ଜିନିୟରିଂରେ ଯୋଗ ଦେବା ପରେ ସାଙ୍ଗମାନଙ୍କଠାରୁ ଉଇକିପିଡ଼ିଆ ବିଷୟରେ ଜାଣିବାକୁ ପାଇଲି ଏବଂ ୨୦୧୩ ମସିହାରେ ଇଂରାଜୀ ଉଇକିପିଡ଼ିଆରେ ଦୁଇଟି ପୃଷ୍ଠା ବନାଇଥିଲି । ପରବର୍ତ୍ତୀ ସମୟରେ ଓଡ଼ିଆ ଉଇକିପିଡ଼ିଆ ବିଷୟରେ ଫେସବୁକରୁ ଜାଣିବାକୁ ପାଇଲି ଏବଂ ୨୦୧୪ରେ ଓଡ଼ିଆ ଉଇକିପିଡ଼ିଆରେ ମୋର ପ୍ରଥମ ପୃଷ୍ଠାର ଲେଖା ଆରମ୍ଭ କରିଥିଲି, ଯାହାକି ଉପଯୁକ୍ତ ଆଧାର ଅଭାବରୁ ଲିଭାଇଦିଆଯାଇଥିଲା । ସେଥିପାଇଁ ଇଂରାଜୀ ଉଇକିରେ ଲେଖିଥିବା ପୃଷ୍ଠାଦ୍ୱୟକୁ ଓଡ଼ିଆରେ ରୂପାନ୍ତର କରି ନୂଆ ପୃଷ୍ଠା ଦୁଇଟି ବନାଇଲି । ପରେ ପରେ ୨୦୧୫ରେ ଟୁଇଟରରେ ସୁଭାଶିଷ ଭାଇଙ୍କ ପ୍ରେରଣାରେ ପୁଣିଥରେ ଉଇକିପିଡ଼ିଆରେ ଲେଖା ଆରମ୍ଭ କଲି । ସେତେବେଳେ ସରକାରୀ ବୈଷୟିକ ମହାବିଦ୍ୟାଳୟ, କଳାହାଣ୍ଡି ପୃଷ୍ଠାଟି କରିବା ପରେ ମୃତ୍ୟୁଞ୍ଜୟ ଭାଇଙ୍କ ସ‌ହ ଯୋଗାଯୋଗ ହେଲା ଏବଂ ପରେ ପରେ ଶୈଳେଶ ଓ ନିଷ୍ଠା ଭାଇଙ୍କୁ ଜାଣିଲି । ଏହି ସବୁ ଭିତରେ ୨୦୧୫ ନବକଳେବର ଗଣସମ୍ପାଦନାରେ ନିଷ୍ଠା ଭାଇଙ୍କ ପ୍ରେରଣାରେ ୯ଟି ନୂଆ ପୃଷ୍ଠା ଲେଖିବାରେ ସକ୍ଷମ ହୋଇଥିଲି । ଯାହାକି ଥିଲି ଉଇକିପିଡ଼ିଆରେ ମୋର ଏକ ଅଭୁଲା ଅନୁଭୂତି । ପରବର୍ତ୍ତୀ ସମୟରେ ଉଇକିପାଠାଗାରର ପ୍ରଥମ ସ୍ୱନକ୍ଷତ୍ର ଦିବସରେ ଯୋଗଦେବା ପରେ ଅନ୍ୟାନ ସାଥୀମାନଙ୍କ ସ‌ହ ଦେଖାହେଲା ଓ ଉଇକିପଡ଼ିଆରେ ମୋର ଅଭିଯାନ ଆଗକୁ ଆଗକୁ ବଢ଼ିଚାଲିଛି । ଓଡ଼ିଆ ଉଇକିପିଡ଼ିଆ ସ‌ହ ଉଇକି ପାଠାଗାରାରରେ ମଧ୍ୟ ଅଧିକାଂଶ କାର୍ଯ୍ୟ କରିବାକୁ ଇଚ୍ଛା ଥିଲେ ମଧ୍ୟ ବ୍ୟକ୍ତିଗତ କାର୍ଯ୍ୟ ଯୋଗୁଁ ସେତେଟା ସଫଳ ହୋଇପାରୁନାହିଁ । ଓଡ଼ିଆ ଉଇକିପାଠାଗାରରେ ସୁଦଶା ବ୍ରତ, ଲକ୍ଷ୍ମୀପୂରାଣ, କୁଆଁର ପୁନେଇ ଗୀତ ଆଦି କିଛି ଯୋଡ଼ିବା ପରେ ଓଡ଼ିଆ ଇତିହାସ ଏବଂ ଆମ ଦେବଦେବୀ ଭଳି କିଛି ବ‌ହିର ସଂଶୋଧନ କରିପାରିଥିବାରୁ ମୁଁ ଅନେକ କିଛି ଶିଖିବାକୁ ପାଇଛି ନିଶ୍ଚୟ ।[୩]

    ଓଡ଼ିଶା ଓ ଓଡ଼ିଆ ଭାଷା ପାଇଁ ମୋର ଅବଦାନ[ସମ୍ପାଦନା]

    ନିଜ ମନରେ ଆସୁଥିବା କିଛି କ‌ଥାବସ୍ତୁକୁ ସଭିଙ୍କ ପାଖରେ ପ‌ହଞ୍ଚାଇବାକୁ ମୋ ନିଜ ନାମରେ ଏକ ବ୍ଲଗଟିଏ କରି ପ୍ରତ୍ୟେକ ମାସରେ କିଛି କିଛି ଛାପୁଛି । [୪] BMCTouringରେ ଓଡ଼ିଶାର କିଛି ଦର୍ଶନୀୟ ସ୍ଥାନମାନଙ୍କର ଚିତ୍ର ଉତ୍ତୋଳନ କରି ଯୋଡ଼ିଥାଏ । [୫] ଇଣ୍ଟରନେଟରେ ଓଡ଼ିଆ ଲିପିର ଲେଖାକୁ ବଢ଼ାଇବା ପାଇଁ ଫେସବୁକ ତ‌ଥା ଟୁଇଟରୁ କିଛି ଲୋକଙ୍କର ଓଡ଼ିଆ ଲେଖାକୁ ନେଇ ଏକ ବ୍ଲଗରେ ସ୍ଥାନିତ କରିଛି । [୬] ଓଡ଼ିଶାର କିଛି କଥା ତ‌ଥା ମୋର କିଛି ଅଭୁଲା ସ୍ମୃତିକୁ ସାଥିମାନଙ୍କୁ ଜଣାଇବାକୁ ଫେସୁବୁକରେ ମୋ ନାମରେ ଏକ ପୃଷ୍ଠାଟିଏ କରି କିଛି କିଛି ତ‌ଥ୍ୟ ତ‌ଥା ଫଟୋ ଯୋଡ଼ିଥାଏ । [୭] ପ୍ରତ୍ୟେକ ସ୍ଥାନର ସୌନ୍ଦର୍ଯ୍ୟକୁ ଆବଦ୍ଧ କରି ବନ୍ଧୁମାନଙ୍କ ପାଖରେ ପ‌ହଞ୍ଚାଇବାପାଇଁ ଫେସବୁକରେ "My Photography" ନାମରେ ପୃଷ୍ଠାଟିଏ ଖୋଲି ଫଟୋ ଛାଡ଼ିଥାଏ । [୮]

    ମୋ ସ‌ହ ଫେସବୁକ ଏବଂ Twitterରେ ମଧ୍ୟ ଯୋଗାଯୋଗ କରିପାରିବେ ।
    ମୁଁ ଜଣେ ଓଡ଼ିଆ ହିସାବରେ ଓଡ଼ିଶା ଆଉ ଓଡ଼ିଆଙ୍କ ପାଇଁ ମୁଁ ମୋର କର୍ତ୍ତବ୍ୟ କରିଚାଲିଥିବି । ଓଡ଼ିଆରେ ଲେଖିବି ଆଉ ସବୁବେଳେ ଓଡ଼ିଆରେ କହିବି । ଓଡ଼ିଶାର ବଡ଼ ଠାକୁର ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ପାଖରେ ଏତିକି ବିନତୀ ଓଡ଼ିଶା ଆଉ ଓଡ଼ିଆକୁ ଏମିତି ବଞ୍ଚାଇ ରଖିଥାନ୍ତୁ ।

    ସ୍ୱତନ୍ତ୍ର ଉଲ୍ଲେଖ[ସମ୍ପାଦନା]

    ଉଇକିପିଡ଼ିଆରେ ଉଲ୍ଲେଖନୀୟ ସମ୍ପାଦନା[ସମ୍ପାଦନା]

    100wikidays-barnstar-1.png The 100wikidays Barnstar
    Dear Ssgapu22, a totally deserved congratulatory barnstar on the occasion of your completed 100wikiwikiwomansdays! Great, that you started on the second round! --Kritzolina (ମୋ ଆଲୋଚନା) ୧୧:୧୫, ୨୮ ଜୁଲାଇ ୨୦୧୭ (IST)

    ଆଧାର[ସମ୍ପାଦନା]

    ଅନ୍ୟାନ୍ୟ କାର୍ଯ୍ୟ[ସମ୍ପାଦନା]

    Sun Wiki.svg ଏହି ଉଇକିଆଳିଙ୍କର ଏସିଆ ମାସ ଗଣସମ୍ପାଦନା, ୨୦୧୬ରେ ଅବଦାନ ରହିଛି ।
    Wikipedia Women Project.pngଏହି ବ୍ୟବହାରକାରୀଙ୍କର ଉଇକିପ୍ରକଳ୍ପ ମହିଳା ପାଇଁ ଅବଦାନ ରହିଛି
    Spain traffic signal r301-100-green.svgThis user participated in the #100wikidays challenge.
    Wikipedia Asian Month 2017 Logo.svg ଏହି ଉଇକିଆଳିଙ୍କର ଏସିଆ ମାସ ଗଣସମ୍ପାଦନା, ୨୦୧୭ରେ ଅବଦାନ ରହିଛି ।
    Wiki-women-logo-transparent (cropped).png ଏହି ଉଇକିଆଳିଙ୍କର ମହିଳା ସ୍ୱାସ୍ଥ୍ୟ ଗଣସମ୍ପାଦନା ୨୦୧୮ରେ ଅବଦାନ ରହିଛି ।
    Wikipedia Asian Month Logo.svg ଏହି ଉଇକିଆଳିଙ୍କର ଏସିଆ ମାସ ଗଣସମ୍ପାଦନା, ୨୦୧୮ରେ ଅବଦାନ ରହିଛି ।


    ଉଇକିପିଡ଼ିଆ ସମ୍ବନ୍ଧରେ ଫଟୋ ଗ୍ୟାଲେରୀ[ସମ୍ପାଦନା]



    Spinning Ashoka Chakra.gif














    ମୋ ପୃଷ୍ଠାମାନ[ସମ୍ପାଦନା]

    1. ସଂଗ୍ରାମ କେଶରୀ ସେନାପତି, ମୋ ୱେବସାଇଟ, ଏଠାରେ ମୋ ବିଷୟରେ ସବୁକିଛି ଉଲ୍ଲେଖ ଅଛି ।
    2. "ସଂଗ୍ରାମଙ୍କୁ ଯୁବ ପ୍ରେରଣା ସମ୍ମାନ". ଧରିତ୍ରୀ (in ଓଡ଼ିଆ). ବନ୍ତ: dharitri.in. 27 February 2020. Archived from the original on 1 October 2020. Retrieved 1 October 2020.{{cite news}}: CS1 maint: unrecognized language (link)
    3. "Community digest: As Odia Wikisource turns two, a project to digitize rare books kicks off; news in brief". Wikimedia Blog. Retrieved 12 April 2017.
    4. ଗପୁ, ଓଡ଼ିଆରେ ମୋର କିଛି ଲେଖା ଆଉ କିଛ କବିତା
    5. Sangram Keshari Senepati, BMCT ରେ ମୋ ପୃଷ୍ଠା
    6. ଆମ ଓଡ଼ିଆ ଭାଷା, ଓଡ଼ିଆରେ କିଛି ଲୋକଙ୍କର ଲେଖାକୁ ନେଇ ଭିନ୍ନ ଏକ ବ୍ଲଗ
    7. ଗପୁ, ଫେସବୁକ ପୃଷ୍ଠା
    8. My Photography, ଫେସବୁକରେ ମୋର ଉତ୍ତୋଳିତ ଛବିକୁ ନେଇ ଏକ ପୃଷ୍ଠା ।
    9. "Meet some featured Wikimedia volunteers from India – Wikimedia Blog" (in ଇଂରାଜୀ). Retrieved 2019-07-04.
    10. "ୱିକି ବଏ ସଂଗ୍ରାମ: ଓଡ଼ିଆ ଭାଷା ପ୍ରଚାର ଲାଗି କରୁଛନ୍ତି ପ୍ରାୟାସ". ପ୍ରମେୟ. ଭୁବନେଶ୍ୱର. 12 January 2022. Archived from the original on 12 January 2022. Retrieved 12 January 2022. {{cite news}}: |first1= missing |last1= (help)
    11. "ଓଡ଼ିଆ ଭାଷା ପ୍ରଚାରରେ ସଂଗ୍ରାମଙ୍କ ଇ-ମାଗାଜିନ୍‌ 'ନବପଲ୍ଲବ'". Sambad (in ଆମେରିକୀୟ ଇଂରାଜୀ). 2018-02-21. Archived from the original on 23 September 2022. Retrieved 2019-03-23.
    12. "ଗପ କବିତା ଶୁଣିବାକୁ ଚାହୁଁଥିଲେ ଖୋଜନ୍ତୁ ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବ". Localwire (in ଆମେରିକୀୟ ଇଂରାଜୀ). 2019-01-01. Archived from the original on 24 March 2019. Retrieved 2019-03-23.
    13. "ନୂତନ ବର୍ଷରେ ପ୍ରକାଶିତ ହୋଇଛି ଓଡ଼ିଆ ଇ-ପତ୍ରିକା ନବପଲ୍ଲବ - Odishan". Dailyhunt (in ଇଂରାଜୀ). Archived from the original on 24 March 2019. Retrieved 2019-03-23.
    14. Bureau. "ମାତୃଭାଷା ଦିବସରେ ଓଡ଼ିଆ ଗୀତ ରିଲିଜ୍ – Odiapua.com". odiapua.com (in ଆମେରିକୀୟ ଇଂରାଜୀ). Archived from the original on 24 March 2019. Retrieved 2019-03-23.
    15. bureau, Odisha Diary (2018-01-02). "Nabapallaba - New Odia e-magazine published". OdishaDiary (in ଆମେରିକୀୟ ଇଂରାଜୀ). Archived from the original on 24 March 2019. Retrieved 2019-03-23.
    16. bureau, Odisha Diary (2018-02-21). "New Odia Song Released by Nabapallaba e-magazine". OdishaDiary (in ଆମେରିକୀୟ ଇଂରାଜୀ). Archived from the original on 24 March 2019. Retrieved 2019-03-23.
    17. "ଶୁଭପଲ୍ଲବ ଇ-ପତ୍ରିକାର ୬ଷ୍ଠ ସଂସ୍କରଣ ଓ ନୂଆ ୱେବସାଇଟ୍ ଉନ୍ମୋଚିତ". ସକାଳ. 2 April 2019. Archived from the original (PDF) on 2 April 2019. Retrieved 2 April 2019.