ବ୍ୟବହାରକାରୀଙ୍କ ଆଲୋଚନା:Ssgapu22

ଉଇକିପିଡ଼ିଆ ରୁ
Jump to navigation Jump to search

ବିଷୟସୂଚୀ

ଉଇକିପିଡ଼ିଆ ନିୟମ ବାବଦରେ[ସମ୍ପାଦନା]

ସଂଗ୍ରାମ ଭାଇ, ଆପଣଙ୍କ ଉଇକିପିଡ଼ିଆରେ ଲେଖିବାର ଆଗ୍ରହ ଦେଖି ଖୁସିଲାଗୁଛି । ତେବେ କେତୋଟି ଜାଗାରେ ଅଜାଣତରେ ଆପଣ କରିଥିବା କିଛି ବଦଳ ବାବଦରେ ସୂଚାଇଦେବାକୁ ଚାହୁଁଛି:

  1. ନିଜର ବ୍ୟବ ହାରକାରୀ ନାମ (ଇଉଜର ନେମ): ଆପଣ ପ୍ରଥମେ ବ୍ୟବହାରକାରୀ:Ssgapu ତିଆରି କରିଥିବାରୁ ସେଇଟି ଏକ ବୈଧ ନାମ । ହେଲେ ଯଦି ଆପଣଙ୍କୁ ସେ ନାମଟି ପସନ୍ଦ ଲାଗୁନାହିଁ ତାହେଲେ ବ୍ୟବହାରକାରୀ:ଗପୁ ନାମରେ ନୂଆ ଆକାଉଣ୍ଟ/ଖାତାଟିଏ ଆଉଥରେ ତିଆରି କରନ୍ତୁ ଓ ଆଗକୁ ସେଥିରୁ ଲଗ ଇନ କରି ବ୍ୟବହାରକାରୀଙ୍କ ଆଲୋଚନା:Ssgapuରୁ ବ୍ୟବହାରକାରୀଙ୍କ ଆଲୋଚନା:ଗପୁକୁ ଲେଉଟାଇ ଦିଅନ୍ତୁ ।
  2. ଶ୍ରେଣୀ: ହିନ୍ଦୁ ବ୍ରାହ୍ମଣ‎ରେ ହିନ୍ଦୁ ବ୍ରାହ୍ମଣ ବାବଦରେ କିଛି ଲେଖିବାର ଆବଶ୍ୟକ ନାହିଁ । ପୁଣି "ହିନ୍ଦୁ ବ୍ରାହ୍ମଣ" ନ ହୋଇ ଶ୍ରେଣୀର ନାମ "ଶ୍ରେଣୀ:ବ୍ରାହ୍ମଣ" ହେବ । ଯଦି ଏ ବିଷୟରେ ଲେଖିବାକୁ ଇଚ୍ଛୁକ ତେବେ ଇଂରାଜୀରେ ଥିବା Brahmin ପ୍ରସଙ୍ଗର ଆଂଶିକ/ସମ୍ପୂର୍ଣ୍ଣ ଅନୁବାଦ କରିପାରିବେ । ଓଡ଼ିଶାର ବ୍ରାହ୍ମଣମାନଙ୍କ ବାବଦରେ "ଉତ୍କଳ ବ୍ରାହ୍ମଣ" ପ୍ରସଙ୍ଗରେ ମଧ୍ୟ ଲେଖିପାରିବେ । ତେବେ ଲେଖାରେ ଆଗରୁ ଖବରକାଗଜ/ପତ୍ରପତ୍ରିକା/ଜଣାଶୁଣା ବହି/ଜଣାଶୁଣା ୱେବସାଇଟ (ବ୍ୟକ୍ତିଗତ ବ୍ଲଗ ନୁହେଁ) ଆଦିର ଆଧାରରେ ଲେଖିପାରିବେ । ଏ ବାବଦରେ ଅଧିକ "ଚାଟସଭା"ରେ ପଢ଼ି ଜାଣିପାରିବେ । ଅଧିକ କିଛି ଜାଣିବାକୁ ଚାହୁଁଥିଲେ ମୋତେ ଏ ଲେଖାର ତଳେ ପଚାରିପାରିବେ । --ସୁଭାସିସ ପାଣିଗାହି ଆଳାପ ୦୬:୫୨, ୨୯ ଜାନୁଆରୀ ୨୦୧୫ (UTC)

ନବକଳେବର ଗଣସମ୍ପାଦନା ୨୦୧୫ ଭାଗ ନେବା ପାଇଁ ଅନୁରୋଧ[ସମ୍ପାଦନା]

Nabakalebara Edit-a-thon how-to tutorial.gif

ନବକଳେବର ଏଇ ମାତ୍ର ସରିଛି ଆଉ ସବୁରି ମନରୁ ସେ ଅଗୁରୁ-ଚୁଆର ମହକ ଏ ଯାଏ ଅଛି । ଆମେ ସେ ମହକକୁ ଆଉ ସଭିଙ୍କ ପାଖେ ପହଞ୍ଚାଇବା ପାଇଁ ଏକ ମାସକାଳୀନ ଗଣସମ୍ପାଦନା ଆରମ୍ଭ କରିଛୁ । ଆପଣ ଏଥିରେ ଭାଗ ନେଇପାରିବେ, ଜଗନ୍ନାଥ ଚଳଣି ସମ୍ବନ୍ଧରେ ଅନେକ ପ୍ରସଙ୍ଗରେ ଭାଗ ନେଇ ଲେଖିପାରିବେ ଓ ସମ୍ପାଦନା କରିପାରିବେ ।
ଭାଗ ନିଅନ୍ତୁ! ପ୍ରସଙ୍ଗ ତାଲିକା କିପରି ଲେଖିବେ ଶିଖିବାକୁ ଚାହାନ୍ତି?

--ସୁଭାସିସ ପାଣିଗାହି (ଆଳାପ) ୧୮:୧୮, ୧୭ ଅଗଷ୍ଟ ୨୦୧୫ (UTC)

Request for comments[ସମ୍ପାଦନା]

Please have a look at this message and share your opinion ଉଇକିପିଡ଼ିଆ:ଆଲୋଚନା_ସଭା#Policy_portal_improvement_project. --Titodutta (ମୋ ଆଲୋଚନା) ୦୨:୦୪, ୯ ମଇ ୨୦୧୬ (IST)

ରଥଯାତ୍ରା ଗଣସମ୍ପାଦନାରେ ଯୋଗଦେବାପାଇଁ ନିମନ୍ତ୍ରଣ[ସମ୍ପାଦନା]

ରଥଯାତ୍ରା ଗଣସମ୍ପାଦନା ୨୦୧୬

ନମସ୍କାର, ପବିତ୍ର ରଥଯାତ୍ରା ଅବସରରେ ଆମେ ଆପଣଙ୍କ ସୁଖ ଓ ସମୃଦ୍ଧି କାମନା କରୁଛୁ । ଏହି ଜୁଲାଇ ମାସରେ ଜଗନ୍ନାଥ ସଂସ୍କୃତି ଉତ୍ସବମୁଖର ହୋଇଉଠିଛି । ଏହାକୁ ସ୍ମରଣୀୟ କରିବା ପାଇଁ ଏହି ଅବସରରେ ଓଡ଼ିଆ ଉଇକିପିଡ଼ିଆ ପାଳନ କରୁଛି "ରଥଯାତ୍ରା ଗଣସମ୍ପଦନା ୨୦୧୬"।

ଗତବର୍ଷର "ନବକଳେବର ଗଣସମ୍ପାଦନା" ସଫଳ ହେବାପରେ ଏହା ହେଉଛି ସଂସ୍କୃତି-ଭିତ୍ତିକ ଦ୍ଵିତୀୟ ଗଣସମ୍ପାଦନା । ଆପଣ ଜାଣି ଖୁସି ହେବେ ଯେ ଗତବର୍ଷର ଗଣସମ୍ପାଦନାରେ ଜଗନ୍ନାଥ ସଂସ୍କୃତି ସମ୍ବନ୍ଧିତ ୧୪୦ଟି ପ୍ରସଙ୍ଗ ନୂଆ ଓ ଉନ୍ନତ କରାଯାଇଥିଲା ଆଉ ସେହି ପ୍ରସଙ୍ଗଗୁଡ଼ିକ ଉଇକିପିଡ଼ିଆ ପାଇଁ ବହୁତ ଦରକାରୀ ଥିଲା । ତେବେ ଏବର୍ଷର "ରଥଯାତ୍ରା ଗଣସମ୍ପାଦନା" ଆରମ୍ଭ ହୋଇଯାଇଛି । ଜୁଲାଇ ୬ ରୁ ଅଗଷ୍ଟ ୪ ତାରିଖ ମାସେ କାଳ ଜଗନ୍ନାଥଙ୍କ ସମ୍ବନ୍ଧୀୟ ପ୍ରସଙ୍ଗମାନ ସମ୍ପାଦନା କରାଯାଇ ଓଡ଼ିଆ ଉଇକିପିଡ଼ିଆକୁ ସମୃଦ୍ଧ କରାଯିବ । ଆଶାକରୁଛୁ ଯେ ଆପଣ ଏଥିରେ ଭାଗନେଇ ଏହାକୁ ସଫଳ କରାଇବେ । ଗଣସମ୍ପାଦନା ବାବଦରେ ଅଧିକ ଜାଣିବା ଓ ଭାଗନେବା ପାଇଁ ଏହି ପୃଷ୍ଠାଟି ଦେଖନ୍ତୁ । କୌଣସି ସହାୟତା ଲୋଡୁଥିଲେ କିମ୍ବା ପ୍ରଶ୍ନ ଥିଲେ ଆମକୁ ପଚାରିପାରିବେ । ଧନ୍ୟବାଦ । ଜୟ ଜଗନ୍ନାଥ! --ନିଷ୍ଠାରଞ୍ଜନଦାଶtalk

Address Collection[ସମ୍ପାଦନା]

Congratulations! You have more than 4 accepted articles in Wikipedia Asian Month! Please submit your mailing address (not the email) via this google form. This form is only accessed by me and your username will not distribute to the local community to send postcards. All personal data will be destroyed immediately after postcards are sent. Please contact your local organizers if you have any question. Best, Addis Wang, sent by MediaWiki message delivery (ମୋ ଆଲୋଚନା) ୧୩:୨୮, ୩ ଡିସେମ୍ବର ୨୦୧୬ (IST)

Share your experience and feedback as a Wikimedian in this global survey[ସମ୍ପାଦନା]

Your feedback matters: Final reminder to take the global Wikimedia survey[ସମ୍ପାଦନା]

(Sorry for writing in English)

ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୭ରେ ଭାଗ ନେବାକୁ ଅନୁରୋଧ[ସମ୍ପାଦନା]

Odia Wikipedia's Feminism logo.svg ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୭
ଓଡି଼ଆ ଉଇକିପିଡି଼ଆରେ ଆନ୍ତର୍ଜାତିକ ମହିଳା ମାସ ଗଣସମ୍ପାଦନା ଆରମ୍ଭ ହେଇଗଲାଣି, ଆପଣଙ୍କୁ ଭାଗ ନେବାକୁ ଅନୁରୋଧ। --ଶୈଳେଶ (ପଚାରିବେ କିଛି?) Face-smile.svg

Jackie Shroff[ସମ୍ପାଦନା]

ସ୍ବାଗତମ ମହର୍ଗ Ssgapu22! You can make an article an Oriya-language about actor, who played in film in your language Daha Balunga Jackie Shroff? If you make this article, i will be grateful! Thank you (ଥାଙ୍କ ଯୋଉ) ! --178.71.45.76 ୨୧:୦୮, ୨୬ ଅପ୍ରେଲ ୨୦୧୭ (IST)

yes of-course, Now I'm doing articles about the Indian film actress. And I must try to make articles about Jackie Shroff and his son Tiger in near future. --ଗପୁ (ମୋ ଆଲୋଚନା) ୨୧:୨୯, ୨୬ ଅପ୍ରେଲ ୨୦୧୭ (IST)

ଲିଙ୍କ୍[ସମ୍ପାଦନା]

  1. This survey is primarily meant to get feedback on the Wikimedia Foundation's current work, not long-term strategy.
  2. Legal stuff: No purchase necessary. Must be the age of majority to participate. Sponsored by the Wikimedia Foundation located at 149 New Montgomery, San Francisco, CA, USA, 94105. Ends January 31, 2017. Void where prohibited. Click here for contest rules.

WAM Address Collection[ସମ୍ପାଦନା]

Congratulations! You have more than 4 accepted articles in Wikipedia Asian Month! Please submit your postal mailing address via Google form or email me about that on erick@asianmonth.wiki before the end of Janauary, 2018. The Wikimedia Asian Month team only has access to this form, and we will only share your address with local affiliates to send postcards. All personal data will be destroyed immediately after postcards are sent. Please contact your local organizers if you have any question. We apologize for the delay in sending this form to you, this year we will make sure that you will receive your postcard from WAM. If you've not received a postcard from last year's WAM, Please let us know. All ambassadors will receive an electronic certificate from the team. Be sure to fill out your email if you are enlisted Ambassadors list.

Best, Erick Guan (talk)

WAM Address Collection - 1st reminder[ସମ୍ପାଦନା]

Hi there. This is a reminder to fill the address collection. Sorry for the inconvenience if you did submit the form before. If you still wish to receive the postcard from Wikipedia Asian Month, please submit your postal mailing address via this Google form. This form is only accessed by WAM international team. All personal data will be destroyed immediately after postcards are sent. If you have problems in accessing the google form, you can use Email This User to send your address to my Email.

If you do not wish to share your personal information and do not want to receive the postcard, please let us know at WAM talk page so I will not keep sending reminders to you. Best, Sailesh Patnaik

Confusion in the previous message- WAM[ସମ୍ପାଦନା]

Hello again, I believe the earlier message has created some confusion. If you have already submitted the details in the Google form, it has been accepted, you don't need to submit it again. The earlier reminder is for those who haven't yet submitted their Google form or if they any alternate way to provide their address. I apologize for creating the confusion. Thanks-Sailesh Patnaik

Nikolai Noskov[ସମ୍ପାଦନା]

ମହର୍ଗ Ssgapu22! You can make an article an Oriya-language about singer en:Nikolai Noskov? If you make this article, i will be grateful! Thank you (ଥାଙ୍କ ଯୋଉ) ! --95.54.52.27 ୧୮:୧୬, ୯ ଜାନୁଆରୀ ୨୦୧୮ (IST)

New article[ସମ୍ପାଦନା]

ମହର୍ଗ Ssgapu22! You can make an article an Oriya-language about singer and actor en:Puneeth Rajkumar, whose movie Milana was remade in Oriya Something Something 2? Thank you (ଥାଙ୍କ ଯୋଉ) ! --212.48.202.153 ୧୯:୧୪, ୧୭ ମାର୍ଚ୍ଚ ୨୦୧୮ (IST)

ଏତେ ଲେଖୁଛନ୍ତି ଟିକେ ମସଲା ମୁଢି ଖାଆନ୍ତୁ ![ସମ୍ପାଦନା]

Indian cuisine-Chaat-Bhelpuri-03.jpg ଭାଇ, ଦୁଇ-ଦୁଇଟି ପ୍ରକଳ୍ପରେ ସକ୍ରିୟ ଭାବେ ଅବଦାନ ଦେଉଥିବାରୁ ବହୁତ ବହୁତ ଧନ୍ୟବାଦ ! Saileshpat (ମୋ ଆଲୋଚନା) ୨୦:୩୩, ୧୮ ମାର୍ଚ୍ଚ ୨୦୧୮ (IST)
ଧନ୍ୟବାଦ @Saileshpat: । ଉଇକିପାଠାଗାରରେ ବି ୧୦୦ଦିନିଆ କାମଟା ଚାଲିଛି ।--୨୦:୩୬, ୧୮ ମାର୍ଚ୍ଚ ୨୦୧୮ (IST)

Share your experience and feedback as a Wikimedian in this global survey[ସମ୍ପାଦନା]

WMF Surveys, ୨୩:୪୯, ୨୯ ମାର୍ଚ୍ଚ ୨୦୧୮ (IST)

ତମ ପାଇଁ ଗୋଟେ ବାର୍ଣ୍ଣଷ୍ଟାର![ସମ୍ପାଦନା]

Tireless Contributor Barnstar Hires.gif ଅକ୍ଳାନ୍ତ ଯୋଗଦାନକାରୀ ବାର୍ଣ୍ଣଷ୍ଟାର
ତମ ୧୦,୦୦୦ଟି ସମ୍ପାଦନା ପାଇଁ ଅନେକ ଶୁଭେଚ୍ଛା ଗପୁ । ଏତେ ଅଳ୍ପ ଦିନ ଭିତରେ ଏ ମାଇଲଖୁଣ୍ଟରେ ପହଞ୍ଚିଥିବାରୁ ଆଉ ଅବିରତ ଲେଖିଚାଲିଥିବାରୁ ତମ ତମ କିବୋର୍ଡ଼ ଆଉ ଦମ୍ଭିଲା ହେଉ ଆଉ ଆଖି କେବେ ହାଲିଆ ନ ହେଉ ବୋଲି କାମନା! ସୁଭାସିସ ପାଣିଘରି (ଆଳାପ) ୦୭:୨୧, ୩ ଅପ୍ରେଲ ୨୦୧୮ (IST)
ଧନ୍ୟବାଦ :@Psubhashish: ଭାଇ ।

Reminder: Share your feedback in this Wikimedia survey[ସମ୍ପାଦନା]

WMF Surveys, ୦୬:୪୭, ୧୩ ଅପ୍ରେଲ ୨୦୧୮ (IST)

Your feedback matters: Final reminder to take the global Wikimedia survey[ସମ୍ପାଦନା]

WMF Surveys, ୦୫:୫୭, ୨୦ ଅପ୍ରେଲ ୨୦୧୮ (IST)

Thank you for keeping Wikipedia thriving in India[ସମ୍ପାଦନା]

I wanted to drop in to express my gratitude for your participation in this important contest to increase articles in Indian languages. It’s been a joyful experience for me to see so many of you join this initiative. I’m writing to make it clear why it’s so important for us to succeed.

Almost one out of every five people on the planet lives in India. But there is a huge gap in coverage of Wikipedia articles in important languages across India.

This contest is a chance to show how serious we are about expanding access to knowledge across India, and the world. If we succeed at this, it will open doors for us to ensure that Wikipedia in India stays strong for years to come. I’m grateful for what you’re doing, and urge you to continue translating and writing missing articles.

Your efforts can change the future of Wikipedia in India.

You can find a list of articles to work on that are missing from Wikipedia right here:

https://meta.wikimedia.org/wiki/Supporting_Indian_Language_Wikipedias_Program/Contest/Topics

Thank you,

Jimmy Wales, Wikipedia Founder ୨୩:୪୮, ୧ ମଇ ୨୦୧୮ (IST)

Ssgapu22 Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୨୩:୨୬, ୨୩ ଜୁନ ୨୦୧୮ (IST)

Ssgapu22 Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୦:୨୪, ୨୪ ଜୁନ ୨୦୧୮ (IST)

ଧନ୍ୟବାଦ[ସମ୍ପାଦନା]

ଗପୁ ଭାଇ, ମହିଳା ସ୍ୱାସ୍ଥ୍ୟ ଗଣସମ୍ପାଦନା ୨୦୧୮ରେ ଭାଗ ନେଇ ଗୋଟିଏ ନୂତନ ପୃଷ୍ଠା ତିଆରି କରିଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ । ସୌମେନ୍ଦ୍ର (ମୋ ଆଲୋଚନା) ୨୨:୪୦, ୧ ଡିସେମ୍ବର ୨୦୧୮ (IST)

ଅବଶ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପ୍ରସଙ୍ଗ କେବେ ଲେଖିନଥିଲି, ତଥାପି ଯାହାହେଉ ଆପଣମାନଙ୍କର କାମ ଦେଖି ଟିକିଏ ଲେଖିଥିଲି । ବାକିତକ ଯୋଡ଼ି ସେ ପ୍ରସଙ୍ଗଟି ଉନ୍ନତ କରିଦେଲେ ଭଲ ହେବ ।-ଗପୁ (ମୋ ଆଲୋଚନା) ୧୧:୩୦, ୨ ଡିସେମ୍ବର ୨୦୧୮ (IST)


ଏସିଆ ମାସ ଗଣସମ୍ପାଦନା, ୨୦୧୮ରେ ଭାଗ ନେବାକୁ ନିମନ୍ତ୍ରଣ[ସମ୍ପାଦନା]

Wikipedia Asian Month Logo.svg ଏସିଆ ମାସ ଗଣସମ୍ପାଦନା, ୨୦୧୮
ନମସ୍କାର,
ଏସିଆ ମାସ ଗଣ-ସମ୍ପାଦନା, ୨୦୧୮ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ୨୦୧୬ ମସିହାରୁ ଏହି ଗଣ-ସମ୍ପାଦନା ଆରମ୍ଭ ହୋଇଥିଲା ଏବଂ ପୂର୍ବ ଦୁଇଥର ଭଳି ଏହିଥର ମଧ୍ୟ ଓଡ଼ିଆ ଉଇକିପିଡ଼ିଆ ଉଇଜର ଗ୍ରୁପ ଏହି ଗଣ-ସମ୍ପାଦନାରେ ଅଂଶଗ୍ରହଣ କରୁଛି, ଯାହାକି ନଭେମ୍ବର ୩୦ ଯାଏଁ ଗୋଟେ ମାସ ଧରି ଚାଲିବ । ଏହି ଗଣ-ସମ୍ପାଦନାରେ ଏସିଆ ମହାଦେଶ ଅନ୍ତର୍ଗତ ବିଭିନ୍ନ ପ୍ରସଙ୍ଗମାନ ଲେଖାଯାଏ, ମାତ୍ର ସେହି ପ୍ରସଙ୍ଗଗୁଡ଼ିକ ନିଜ ଦେଶର ହୋଇନଥିବ । ଯେମିତିକି ଆମେ ଭାରତ ବାହାରେ ଥିବା ଅନ୍ୟାନ୍ୟ ଦେଶମାନଙ୍କର ଭିନ୍ନ ଭିନ୍ନ ବିଷୟରେ ପ୍ରସଙ୍ଗମାନ ଲେଖିପାରିବା ।
ଏହି ଗଣ-ସମ୍ପାଦନାର ମୂଳ ଲକ୍ଷ ହେଉଛି ଉଇକିପିଡ଼ିଆ ସମୂଦାୟସ‌ହ ଏକ ବନ୍ଧୁତ୍ୱପୂର୍ଣ୍ଣ ଭାବର ଆଦାନପ୍ରଦାନ । ଆମେ ଏହି ଗଣ-ସମ୍ପାଦନା ଫଳରେ ଅନ୍ୟ ଦେଶର ଚାଲିଚଳନି, ପରମ୍ପରା, ସଭତ୍ୟା, ସଂସ୍କୃତି, ଖାଦ୍ୟପେୟ, ସ୍ଥାନ, ଲୋକ ଆଦି ବିଷୟରେ ସମ୍ୟକ ସୂଚନା ପାଇପାରିବା । ଏହି ଗଣ-ସମ୍ପାଦନାରେ ଭାଗ ନେଉଥିବା ଉଇକିଆଳିମାନଙ୍କ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ପୁରସ୍କାର ରହିଛି । ଗଣ-ସମ୍ପାଦନାଟିରେ ଭାଗ ନେବାପାଇଁ ଏଠାରେ ନିଜର ନାମ ଯୋଡ଼ନ୍ତୁ ଏବଂ ପ୍ରସଙ୍ଗ‌ଗୁଡ଼ିକ ତିଆରି କରିବା ଆଗରୁ ନିୟମାବଳୀକୁ ଥରେ ପଢ଼ିବାକୁ ଅନୁରୋଧ । କୌଣସି ପ୍ରକାରର ସ‌ହାଯ୍ୟ ପାଇଁ ସ‌ହାୟତା ପୃଷ୍ଠା ଦେଖିପାରିବେ ।
--ଗପୁ (ମୋ ଆଲୋଚନା) ୨୦:୪୦, ୫ ନଭେମ୍ବର ୨୦୧୮ (IST)

A barnstar for you![ସମ୍ପାଦନା]

Tireless Contributor Barnstar Hires.gif The Tireless Contributor Barnstar
ଏମିତି ଲେଖି ଚାଲ Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୭:୫୧, ୧୮ ଡିସେମ୍ବର ୨୦୧୮ (IST)
ଧନ୍ୟବାଦ ଜ୍ଞାନ ଭାଇ... ଆପଣ ବି ଏମିତି ସପୋର୍ଟ କରୁଥାନ୍ତୁ ।-ଗପୁ (ମୋ ଆଲୋଚନା) ୨୧:୩୭, ୧୮ ଡିସେମ୍ବର ୨୦୧୮ (IST)

suggestion![ସମ୍ପାଦନା]

  • Bhai, Thank you and congratulations for you tireless contribution. I just want to say few things which you might heard before from other fellow wikipedians, this is not to demotivate you, nor to make you slow down on your tireless journey. My apologies in advance if it does. I appreciate your effort and time that you put here creating new articles. And I wish that you achieve more milestones.
  • Please see that my concern is only on articles related to Cinema and articles on living person (may or may not be related to cinema).
  • I have not seen all of your articles that you have created here, I have only seen a dozen or two. From that I am guessing most of the articles you started are related to Cinema; Actors, actresses, and movies, etc. But I hope you´re not creating articles on all the movies and actors you come across. I´d like to know how you are selecting. There are thousands of articles that can be created on Odia Wikipedia which it lacks. But coming to articles on cinema, I do not want articles to be written and later deleted. Few months back I have deleted few articles that were tagged for deletion. I don´t want to see that happen more often. So all I am trying to say is, be more certain that there won´t be any notability issues when you are starting an article on someone who is alive, this is very important as at any point of time, an article on a living person can be deleted if nominated and get consensus for deletion. And coming to articles on movies, i´d suggest to write on famous movies, not all movies that are being released. Now how to know if a movie is famous or not, it either has made a lot on box office or criticised a lot or got very good reviews and ratings. Things may have been different on how Wikipedians consider this these days, I might be wrong what I say as I am not active from last few years. Let me know if you think otherwise. Also Requesting otheres to share your views especially if you think what I say doesn´t make any sense.
  • One more thing, I just noticed you have made many edits on 7th & 8th of Jan, [୧], [୨], [୩], deleting single space with summary ¨Fixing error¨! What makes you do that? I mean why do you think these as errors?
@Ansumang: ଭାଇ, ଆପଣଙ୍କ ମତାମତ ପାଇଁ ଧନ୍ୟବାଦ । ମୁଁ ସେତବେଳେ ଏକାସାଙ୍ଗରେ କରିଥିବା ବଦଳ କେବଳ କିଛି ପ୍ରସଙ୍ଗରେ ଥିବା ଅଧିକ ସ୍ପେସକୁ ଠିକ କରିବାକୁ କରିଥିଲି, ଫଳରେ ଆଗକୁ କୌଣସି ବଦଳ କରିବାକୁ ହେଲେ ସିଧାସଳଖ JWB ଜରିଆରେ କରିହେବ । ହଁ ¨Fixing error¨ ଲେଖିବାଟା ମୋର ଭୁଲ ଥିଲା ।--ଗପୁ (ମୋ ଆଲୋଚନା) ୧୮:୨୯, ୧୧ ଜାନୁଆରୀ ୨୦୧୯ (IST)

ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯ରେ ଭାଗ ନେବାକୁ ନିମନ୍ତ୍ରଣ[ସମ୍ପାଦନା]

ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯
ନମସ୍କାର,
ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯ ଆସନ୍ତା ଫେବୃଆରୀ ମାସ ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ଗଣ-ସମ୍ପାଦନାରେ ଆମେ ଓଡ଼ିଆ ଭାଷା ଏବଂ ତଦ୍‌ସମ୍ବନ୍ଧୀୟ ପ୍ରସଙ୍ଗମାନ ଉନ୍ନତ କରିବା ତଥା ଅତ୍ୟାବଶ୍ୟକୀୟ ପ୍ରସଙ୍ଗ ତିଆରି କରିବା । ଆଗରୁ ବହୁତ ପ୍ରସଙ୍ଗ ରହିଛି, ଯାହାକି ସେତେ ଉନ୍ନତମାନର ନାହିଁ, ତେଣୁ ତାକୁ ଉନ୍ନତ କରିବାକୁ ଏହି ଗଣ-ସମ୍ପାଦନାର ଆୟୋଜନ କରାଯାଇଛି । ଏହି ଗଣ-ସମ୍ପାଦନା ୨୮ ଫେବୃଆରୀ ୨୦୧୯ ଯାଏଁ ଚାଲିବ ।

ଗଣ-ସମ୍ପାଦନାଟିରେ ଭାଗ ନେବାପାଇଁ ଏଠାରେ ନିଜର ନାମ ଯୋଡ଼ନ୍ତୁ ଏବଂ ପ୍ରସଙ୍ଗ‌ଗୁଡ଼ିକ ତିଆରି କରିବା ଆଗରୁ ନିୟମାବଳୀକୁ ଥରେ ପଢ଼ିବାକୁ ଅନୁରୋଧ । କୌଣସି ପ୍ରକାରର ସ‌ହାଯ୍ୟ ପାଇଁ ଆଲୋଚନା ପୃଷ୍ଠାରେ ଲେଖିପାରିବେ ।

--ସଂଗ୍ରାମ କେଶରୀ ସେନାପତି (ଗପୁ) (ମୋ ଆଲୋଚନା) ୨୩:୫୩, ୧୯ ଫେବୃଆରୀ ୨୦୧୯ (IST)

ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନାରେ ଭାଗ ନେଇଥିବାରୁ ଅଶେଷ ସାଧୁବାଦ[ସମ୍ପାଦନା]

Thank you award Logo pos.svg ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର ଗ୍ରୁପ ତରଫରୁ ଧନ୍ୟବାଦ
୨୦୧୯ ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନାରେ ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର ଗ୍ରୁପ ତରଫରୁ ଆୟୋଜିତ ହୋଇଥିବା ଗଣ-ସମ୍ପାଦନାରେ ଆପଣଙ୍କର ଯୋଗଦାନ ପାଇଁ ଅଶେଷ ସାଧୁବାଦ ।
-- ଗପୁ (ମୋ ଆଲୋଚନା) ୦୬:୫୪, ୨ ମାର୍ଚ୍ଚ ୨୦୧୯ (IST)

A barnstar for you![ସମ୍ପାଦନା]

Original Barnstar Hires.png The Original Barnstar
ନଗଦ ବଦଳରେ ଏତେ ଅବଦାନ ଦେଖି ବହୁତ ଖୁସି ଲାଗୁଛି । :) ଶିତିକଣ୍ଠ (ଆଲୋଚନା) ୧୧:୨୪, ୫ ମଇ ୨୦୧୯ (IST)
ଧନ୍ୟବାଦ ଭାଇ । କେବେ କେବେ ଅଧିକ ଦେଖିକି ଲୋକେ ଅଭିଯୋଗ ବି କରିଦେଉଛନ୍ତି ।--ଗପୁ (ମୋ ଆଲୋଚନା) ୨୦:୫୭, ୫ ମଇ ୨୦୧୯ (IST)

୨୦୧୯ ଭାରତୀୟ ଲୋକ ସଭା ନିର୍ବାଚନ[ସମ୍ପାଦନା]

India Barnstar.PNG The India Barnstar
୨୦୧୯ ନିର୍ବାଚନ ସମୟରେ ୧୭ଶ ଲୋକ ସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପୃଷ୍ଠାଟି ଗଠନ କରିଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ । -ସୌମେନ୍ଦ୍ର (ମୋ ଆଲୋଚନା) ୨୦:୦୪, ୫ ଜୁନ ୨୦୧୯ (IST)
ସୌମେନ୍ଦ୍ର ଭାଇ, ଆପଣଙ୍କୁ ମଧ୍ୟ ସାଧୁବାଦ - ଗପୁ (ମୋ ଆଲୋଚନା) ୨୨:୦୫, ୫ ଜୁନ ୨୦୧୯ (IST)

Project Tiger 2.0[ସମ୍ପାଦନା]

Sorry for writing this message in English - feel free to help us translating it

WikiConference India 2020: IRC today[ସମ୍ପାଦନା]

{{subst:WCI2020-IRC (Oct 2019)}} MediaWiki message delivery (ମୋ ଆଲୋଚନା) ୧୦:୫୭, ୨୦ ଅକ୍ଟୋବର ୨୦୧୯ (IST)

WikiConference India 2020: IRC today[ସମ୍ପାଦନା]

Greetings, thanks for taking part in the initial conversation around the proposal for WikiConference India 2020 in Hyderabad. Firstly, we are happy to share the news that there has been a very good positive response from individual Wikimedians. Also there have been community-wide discussions on local Village Pumps on various languages. Several of these discussions have reached consensus, and supported the initiative. To conclude this initial conversation and formalise the consensus, an IRC is being hosted today evening. We can clear any concerns/doubts that we have during the IRC. Looking forward to your participation.

The details of the IRC are

Note: Initially, all the users who have engaged on WikiConference India 2020: Initial conversations page or its talk page were added to the WCI2020 notification list. Members of this list will receive regular updates regarding WCI2020. If you would like to opt-out or change the target page, please do so on this page.

This message is being sent again because template substitution failed on non-Meta-Wiki Wikis. Sorry for the inconvenience. MediaWiki message delivery (ମୋ ଆଲୋଚନା) ୧୧:୨୮, ୨୦ ଅକ୍ଟୋବର ୨୦୧୯ (IST)