"ବ୍ୟୋମକେଶ ତ୍ରିପାଠୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ removed Category:ନାଟ୍ୟକାର using HotCat
ଟିକେ ଟିକେ
୬୫ କ ଧାଡ଼ି: ୬୫ କ ଧାଡ଼ି:
== ଅଧିକ ତଥ୍ୟ ==
== ଅଧିକ ତଥ୍ୟ ==
* {{imdb name|0873032}}
* {{imdb name|0873032}}
*[https://web.archive.org/web/20181204233951/https://odisha.live/2017/09/21/%E0%AC%AC%E0%AD%8D%E0%AD%9F%E0%AD%8B%E0%AC%AE%E0%AC%95%E0%AD%87%E0%AC%B6-%E0%AC%A4%E0%AD%8D%E0%AC%B0%E0%AC%BF%E0%AC%AA%E0%AC%BE%E0%AC%A0%E0%AD%80/ ବ୍ୟୋମକେଶ ତ୍ରିପାଠୀ] (ଓଡ଼ିଶାଲାଇଭ୍‌)


{{ଜୟଦେବ ପୁରସ୍କାର}}
{{ଜୟଦେବ ପୁରସ୍କାର}}

୦୫:୧୨, ୫ ଡିସେମ୍ବର ୨୦୧୮ ଅନୁସାରେ କରାଯାଇଥିବା ବଦଳ

ବ୍ୟୋମକେଶ ତ୍ରିପାଠୀ
ଜନ୍ମ(1929-01-19)୧୯ ଜାନୁଆରୀ ୧୯୨୯


[୧]
ମୃତ୍ୟୁ୧୦ ମଇ ୧୯୯୭(1997-05-10) (ବୟସ ୬୮)
ମୃତ୍ୟୁର କାରଣହୃଦ ଘାତ
ଶିକ୍ଷାସ୍ନାତକ(ବିଜ୍ଞାନ),
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ, କଲିକତା ବିଶ୍ଵବିଦ୍ୟାଳୟ
ପ୍ରସିଦ୍ଧିନାଟ୍ୟକାର, ଅଭିନେତା ଓ ନିର୍ଦ୍ଦେଶକ
ପିତାମାତା(s)ଗୋବିନ୍ଦ ତ୍ରିପାଠୀ, ସତୀ ଦେବୀ
ପୁରସ୍କାରଜୟଦେବ ପୁରସ୍କାର

ବ୍ୟୋମକେଶ ତ୍ରିପାଠୀ (୧୯ ଜାନୁଆରୀ ୧୯୨୯ - ୧୦ ମଇ ୧୯୯୭), ଜଣେ ଓଡ଼ିଆ ନାଟ୍ୟକାର[୨], ଅଭିନେତା[୩] ଓ ନିର୍ଦ୍ଦେଶକ ଥିଲେ। ସେ ପ୍ରାୟ ୨୮ଟି ଓଡ଼ିଆ ନାଟକ ରଚନା କରିଛନ୍ତି ଏବଂ ପ୍ରାୟ ୭୧ଟି ନାଟକରେ ନିର୍ଦ୍ଦେଶନା ଦେଇଛନ୍ତି ଅବା ଅଭିନୟ କରିଛନ୍ତି । ସେ ଅନ୍ନପୂର୍ଣ୍ଣା ଥିଏଟର ସହ ଜଡ଼ିତ ରହିଥିଲେ । ନାଟକ ବ୍ୟତିତ, ସେ ପ୍ରାୟ ୨୫ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଛନ୍ତି ।[୪]

ଅଭିନୀତ ନାଟକ

  • ଏକ ଦୁଇ ତିନି - ୧୯୫୯
  • କଂସା କବାଟ
  • ସିଂହ ଦ୍ଵାର
  • ତୋଳା କନିଆ
  • ସୁନା ଫରୁଆ

ଅଭିନୀତ କଥାଚିତ୍ର

ପୁରସ୍କାର ଓ ସମ୍ମାନ

ଆଧାର

  1. Amaresh Datta (1988). Encyclopaedia of Indian Literature: devraj to jyoti. Sahitya Akademi. pp. 1093–. ISBN 978-81-260-1194-0.
  2. Contemporary Indian Literature. S.L. Shastry. 1972.
  3. Natya: Theatre Arts Journal. Bharatiya Natya Sangh. 1966.
  4. http://www.financialexpress.com/old/ie/daily/19970511/13150573.html
  5. http://orissa.gov.in/e-magazine/orissaannualreference/ORA-2011/pdf/114.pdf

ଅଧିକ ତଥ୍ୟ