Jump to content

ପିନାକୀ ମିଶ୍ର

ଉଇକିପିଡ଼ିଆ‌ରୁ
(Pinaki Misraରୁ ଲେଉଟି ଆସିଛି)
ପିନାକୀ ମିଶ୍ର
ସାଂସଦ: ୧୧ଶ, ୧୫ଶ ଏବଂ ୧୬ଶ ଲୋକ ସଭା
କାର୍ଯ୍ୟକାଳ
୧୬ ମଇ ୨୦୦୯ – ୪ ଜୁନ ୨୦୨୪
ପୂର୍ବ ଅଧିକାରୀବ୍ରଜ କିଶୋର ତ୍ରିପାଠୀ
ପର ଅଧିକାରୀସମ୍ବିତ ପାତ୍ର
ନିର୍ବାଚନ ମଣ୍ଡଳୀପୁରୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1959-10-23) ୨୩ ଅକ୍ଟୋବର ୧୯୫୯ (ବୟସ ୬୫)
କଟକ, ଓଡ଼ିଶା
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀସଙ୍ଗୀତା ମିଶ୍ର (ବିବାହ: ୧୬ ଜୁନ ୧୯୮୪; ଛାଡ଼ପତ୍ର)
ମହୁଆ ମୋଇତ୍ର
ସନ୍ତାନ
ବାପା/ବୋଉଲୋକନାଥ ମିଶ୍ର (ବାପା)
ବୀଣାପାଣି ମିଶ୍ର (ମାଆ)
ବୃତ୍ତିରାଜନେତା
ପେଷାଆଇନଜୀବୀ

ପିନାକୀ ମିଶ୍ର (ଜନ୍ମ: ୨୩ ଅକ୍ଟୋବର ୧୯୫୯) ଜଣେ ଭାରତୀୟ ରାଜନେତା । ସେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ସଦସ୍ୟ ଭାବରେ କାର୍ଯ୍ୟ କରିଛନ୍ତି ।[] ୧୯୯୬ ମସିହାରେ ସେ ପୁରୀ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଦଳରୁ ନିର୍ବାଚନ ଲଢ଼ିଥିଲେ ଏବଂ ବ୍ରଜ କିଶୋର ତ୍ରିପାଠୀଙ୍କୁ ହରାଇ ପୁରୀରୁ ସାଂସଦ ହୋଇଥିଲେ ଓ ପରେ ୟୁନିଅନ ମନ୍ତ୍ରୀ ମଧ୍ୟ ହୋଇଥିଲେ ।[] ଏହାପରେ ସେ ୧୫ଶ୧୬ଶ ଲୋକ ସଭାରେ ପୁରୀ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଜିତିଥିଲେ । ୨୦୧୯ରେ ବିଜେପି ପ୍ରତିଦ୍ୱନ୍ଦୀ, ସମ୍ବିତ ପାତ୍ରଙ୍କୁ ହରାଇ ୧୭ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ଜାନୁଆରୀ ୧୯୮୪ରେ, ସେ ସଙ୍ଗୀତା ମିଶ୍ରଙ୍କୁ ବିବାହ କରିଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା । ସେମାନଙ୍କର ଦୁଇଜଣ ସନ୍ତାନ ଅଛନ୍ତି ।[] ମଇ ୨୦୨୫ରେ, ସେ ତୃଣମୂଳ କଂଗ୍ରେସର ରାଜନେତ୍ରୀ ତଥା ସାଂସଦ ମହୁଆ ମୋଇତ୍ରଙ୍କୁ ଜର୍ମାନରେ ବିବାହ କରିଥିଲେ ।[][][]

  1. https://www.indiatvnews.com/amp/news/india/mahua-moitra-50-marries-bjd-mp-pinaki-mishra-aged-65-2025-06-05-993413
  2. "Profile of Members". Government of India. Retrieved 12 March 2012.
  3. Mishra, Bibhuti. "I am disgusted with politics". Sify. Retrieved 27 January 2015.
  4. "General Election 2019 - Election Commission of India". results.eci.gov.in. Retrieved 2019-05-25.
  5. "Mahua Moitra, Trinamool Congress MP, marries BJD leader Pinaki Misra, photo of newlywed goes viral | India News – India TV". www.indiatvnews.com (in ଇଂରାଜୀ). 2025-06-05. Retrieved 2025-06-05.
  6. Rajpurohit, Shivnarayan (18 October 2023). "Mahua Moitra's 'jilted ex', former ToI columnist, lawyer: Who is Jai Anant Dehadrai?". Newslaundry. Retrieved 10 November 2023.
  7. "Political Buzz Mahua Moitra Wedding: TMC's Mahua Moitra Marries BJD's Pinaki Mishra in Private Ceremony". Deccan Herald (in ଇଂରାଜୀ). Retrieved 2025-06-05.
  8. "Trinamool MP Mahua Moitra marries former BJD MP Pinaki Misra in ceremony abroad". India Today (in ଇଂରାଜୀ). 2025-06-05. Retrieved 2025-06-05.