ଶର୍ମିଷ୍ଠା ସେଠୀ
Appearance
ଶର୍ମିଷ୍ଠା ସେଠୀ | |
---|---|
ସାଂସଦ: ୧୭ଶ ଲୋକ ସଭା | |
କାର୍ଯ୍ୟକାଳ ୨୦୧୯ – ୨୦୨୪ | |
ପୂର୍ବ ଅଧିକାରୀ | ରୀତା ତରାଇ |
ପର ଅଧିକାରୀ | ରବୀନ୍ଦ୍ର ନାରାୟଣ ବେହେରା |
ନିର୍ବାଚନ ମଣ୍ଡଳୀ | ଯାଜପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୯୭୪ ମସିହା |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜେଡି |
ଜୀବନ ସାଥୀ | ରବୀନ୍ଦ୍ର କୁମାର ସେଠୀ |
ବୃତ୍ତି | ରାଜନେତ୍ରୀ, ଅବସରପ୍ରାପ୍ତ ପ୍ରଶାସନିକ ସେବୀ |
ଶର୍ମିଷ୍ଠା ସେଠୀ ଜଣେ ଭାରତୀୟ ରାଜନୀତିଜ୍ଞ ଏବଂ ଅବସରପ୍ରାପ୍ତ ପ୍ରଶାସନିକ ସେବୀ । ସେ ୧୭ଶ ଲୋକ ସଭାରେ ଯାଜପୁରରୁ ପ୍ରତିନିଧିତ୍ବ କରୁଛନ୍ତି । ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ବିଜୁ ଜନତା ଦଳ ପକ୍ଷରୁ ଟିକଟ ପାଇ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ, ଭାରତୀୟ ଜନତା ପାର୍ଟିର ଅମୀୟକାନ୍ତ ମଲ୍ଲିକଙ୍କୁ ୧,୦୧,୬୯୩ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୧] [୨]
ରାଜନୈତିକ ଜୀବନ
[ସମ୍ପାଦନା]ସେ ସ୍ନାତକୋତ୍ତର ପର୍ଯ୍ୟନ୍ତ ପାଠ ପଢ଼ି ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ ।[୩][୪] ଶର୍ମିଷ୍ଠା, ଓଡ଼ିଶା ଅର୍ଥ ବିଭାଗରୁ ସ୍ୱେଚ୍ଛାକୃତ ଭାବରେ ଅବସର ନେଇ ଲୋକ ସଭା ନିର୍ବାଚନରେ ଲଢ଼ିଥିଲେ ।[୫]
୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ ଯାଜପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜେଡିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୫,୩୨,୬୫୨ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ଥିଲେ ଏବଂ ବିଜେପି ପ୍ରାର୍ଥୀ ରବୀନ୍ଦ୍ର ନାରାୟଣ ବେହେରାଙ୍କ ଠାରୁ ୧,୫୮୭ ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ ।[୬]
ଆଧାର
[ସମ୍ପାଦନା]- ↑ "General Election 2019 - Election Commission of India". results.eci.gov.in. Retrieved 2019-05-30.
- ↑ "Jajpur Lok Sabha election results 2019 Odisha: BJD's Sarmistha Sethi wins against BJP's Amiya Kanta Mallick". DNA India (in ଇଂରାଜୀ). 2019-05-23. Retrieved 2019-05-30.
- ↑ "SARMISTHA SETHI : Bio, Political life, Family & Top stories". The Times of India. Retrieved 2019-05-30.
- ↑ "Sarmistha Sethi ,BJD: Latest Updates On Sarmistha Sethi, Lok Sabha Constituency Seat". NDTV.com (in ଇଂରାଜୀ). Retrieved 2019-05-30.
- ↑ "Former bureaucrats, media barons in fray in Odisha Lok Sabha, assembly polls- News Nation". www.newsnation.in (in ଇଂରାଜୀ). 2019-04-13. Retrieved 2019-05-30.[permanent dead link]
- ↑ "2024 Indian General Election Results: Japur (Odisha)". Election Commission of India. Retrieved 6 June 2024.