ବିଶ୍ୱେଶ୍ୱର ଟୁଡୁ
(ବିଶ୍ୱେଶ୍ୱର ଟୁଡ଼ୁରୁ ଲେଉଟି ଆସିଛି)
Jump to navigation
Jump to search
ବିଶ୍ୱେଶ୍ୱର ଟୁଡ଼ୁ ଜଣେ ଭାରତୀୟ ରାଜନୀତିଜ୍ଞ । ଭାରତର ୧୭ଶ ଲୋକ ସଭାକୁ ସେ ୨୦୧୯ ନିର୍ବାଚନରେ ମୟୁରଭଞ୍ଜ ନିର୍ବାଚନ ମଣ୍ଡଳୀରୁ ବିଜେପି ଦଳ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ ।[୧] ଏହି ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଦେବାଶିଷ ମାରାଣ୍ଡିଙ୍କୁ ୨୫,୨୫୬ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୨]
ବିଶ୍ୱେଶ୍ୱର ଟୁଡୁ | |
---|---|
ସଦସ୍ୟ: ୧୭ଶ ଲୋକ ସଭା | |
ପୂର୍ବ ଅଧିକାରୀ | ରାମ ଚନ୍ଦ୍ର ହାଁସଦା, ବିଜେଡି |
ନିର୍ବାଚନ ମଣ୍ଡଳୀ | ମୟୁରଭଞ୍ଜ |
Assumed office ୨୦୧୯ | |
ବ୍ୟକ୍ତିଗତ ସବିଶେଷ | |
ରାଜନୀତିକ ଦଳ | ବିଜେପି |
ବାପା/ମା' | ସୁକୁଳ ଟୁଡୁ (ବାପା) |
ଘର | ଖୁଣ୍ଟାପାଳ, ପରମନାଦ, ମୋରାଦ, ମୟୁରଭଞ୍ଜ |
ବୃତ୍ତି | ସମଜସେବୀ, ରାଜନୀତିଜ୍ଞ |
୦୩ ଜୁନ ଅନୁସାରେ, ୨୦୧୯ ଆଧାର: [୧] |
ଆଧାର[ସମ୍ପାଦନା]
- ↑ "Bishweswar Tudu ,BJP: Latest Updates On Bishweswar Tudu, Lok Sabha Constituency Seat". NDTV.com (in ଇଂରାଜୀ). Retrieved 2019-06-03.
- ↑ "General Election 2019 - Election Commission of India". results.eci.gov.in. Retrieved 2019-06-03.