ବସନ୍ତ କୁମାର ପଣ୍ଡା
Appearance
ବସନ୍ତ କୁମାର ପଣ୍ଡା | |
---|---|
ସାଂସଦ: ୧୭ଶ ଲୋକ ସଭା | |
କାର୍ଯ୍ୟକାଳ ୨୦୧୯ – ୨୦୨୪ | |
ପୂର୍ବ ଅଧିକାରୀ | ଅର୍କ କେଶରୀ ଦେଓ |
ପର ଅଧିକାରୀ | ମାଳବିକା ଦେବୀ |
ନିର୍ବାଚନ ମଣ୍ଡଳୀ | କଳାହାଣ୍ଡି |
ବିଧାୟକ: ୧୫ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୧୪ – ୨୦୧୯ | |
ନିର୍ବାଚନ ମଣ୍ଡଳୀ | ନୂଆପଡ଼ା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୨ ମଇ ୧୯୬୧ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜେପି |
ଜୀବନ ସାଥୀ | ସୁରଭି ପଣ୍ଡା |
ବାପା/ବୋଉ | ବାପା: ଲକ୍ଷ୍ମୀ ପ୍ରସାଦ ପଣ୍ଡା |
ବୃତ୍ତି | ରାଜନୀତିଜ୍ଞ ଏବଂ କୃଷକ |
ବସନ୍ତ କୁମାର ପଣ୍ଡା (ଜନ୍ମ: ୧୨ ମଇ ୧୯୬୧) ହେଉଛନ୍ତି ଜଣେ ଭାରତୀୟ ରାଜନୀତିଜ୍ଞ । ସେ ଓଡ଼ିଶାର ଭାରତୀୟ ଜନତା ପାର୍ଟିର ସଦସ୍ୟ ଅଟନ୍ତି । ସେ ନୂଆପଡ଼ାରୁ ବିଧାନ ସଭାରେ ପ୍ରତିନିଧିତ୍ବ କରିଥିଲେ[୧] ଏବଂ ରାଜ୍ୟ ସଭାପତି ମଧ୍ୟ ଥିଲେ ।[୨][୩] ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ନିକଟତମ ପ୍ରତିଦ୍ୱନ୍ଦୀ, ବିଜୁ ଜନତା ଦଳର ପୁଷ୍ପେନ୍ଦ୍ର ସିଂହ ଦେଓଙ୍କୁ ୨୬,୮୧୪ ଭୋଟରେ ପରାସ୍ତ କରି ୧୭ତମ ଲୋକ ସଭାକୁ କଳାହାଣ୍ଡିରୁ ନିର୍ବାଚିତ ହୋଇଥିଲେ ।[୪]
ଶିକ୍ଷା
[ସମ୍ପାଦନା]ବସନ୍ତ +୨ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ । ସେ ନ୍ୟାସନାଲ ହାଇସ୍କୁଲରୁ ଦଶମ ଏବଂ ରତ୍ନଗଡ଼ର ଜବାହରଲାଲ ନେହେରୁ କଲେଜରୁ ଯୁକ୍ତ ଦୁଇ ପଢ଼ିଥିଲେ ।[୫]
ଆଧାର
[ସମ୍ପାଦନା]- ↑ "MLA Basanta Kumar Panda Profile | NUAPADA Constituency". www.naveenpatnaik.com. Archived from the original on 2019-01-13. Retrieved 2019-05-25.
- ↑ http://www.dnaindia.com/india/report-basant-kumar-panda-elected-bjp-s-odisha-unit-chief-2165704
- ↑ "Basant Kumar Panda elected BJP's Odisha unit chief". The Economic Times. 2016-01-14. Retrieved 2019-05-25.
- ↑ "General Election 2019 - Election Commission of India". results.eci.gov.in. Retrieved 2019-05-25.
- ↑ "Basanta Kumar Panda(Bharatiya Janata Party(BJP)):Constituency- NUAPADA(NUAPADA) - Affidavit Information of Candidate:". myneta.info. Retrieved 2019-05-25.
ବାହାର ଆଧାର
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ବସନ୍ତ କୁମାର ପଣ୍ଡା
ବାବଦରେ ମାଧ୍ୟମ ରହିଛି ।