ମଞ୍ଜୁଲତା ମଣ୍ଡଳ

ଉଇକିପିଡ଼ିଆ‌ରୁ
ମଞ୍ଜୁଲତା ମଣ୍ଡଳ
୨୦୧୯ରେ ଭଦ୍ରକ ପୁସ୍ତକମେଳାରେ ମଞ୍ଜୁଲତା
ସଦସ୍ୟା: ୧୭ଶ ଲୋକ ସଭା
ପୂର୍ବ ଅଧିକାରୀଅର୍ଜୁନ ଚରଣ ସେଠୀ, ବିଜେଡି
ନିର୍ବାଚନ ମଣ୍ଡଳୀଭଦ୍ରକ
Assumed office
୨୦୧୯
ବ୍ୟକ୍ତିଗତ ସବିଶେଷ
ରାଜନୀତିକ ଦଳବିଜେଡି
ଜୀବନ ସାଥୀମୁକ୍ତିକାନ୍ତ ମଣ୍ଡଳ[୧]
ଘରବାସୁଦେବପୁର, ଜଗନ୍ନାଥ ବିହାର, ଶାଳଦି କଲୋନୀ, ଭଦ୍ରକ, ଭଦ୍ରକ ଜିଲ୍ଲା, ପିନ: ୭୫୬୧୨୪
ବୃତ୍ତିବ୍ୟବସାୟ, ରାଜନୀତିଜ୍ଞ
୦୩ ଜୁନ, ୨୦୧୯ ସୁଦ୍ଧା
ଆଧାର: [୧]

ମଞ୍ଜୁଲତା ମଣ୍ଡଳ ହେଉଛନ୍ତି ଜଣେ ଭାରତୀୟ ରାଜାନୀତିଜ୍ଞା । ୨୦୧୯ ଭାରତୀୟ ଲୋକ ସଭା ନିର୍ବାଚନରେ ସେ ବିଜୁ ଜନତା ଦଳ ପକ୍ଷରୁ ଭଦ୍ରକ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରିଥିଲେ ।[୨] ଏହି ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ, ବିଜେପିର ଅଭିମନ୍ୟୁ ସେଠୀଙ୍କୁ ୨୮,୮୦୩ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୩]

ଶିକ୍ଷା[ସମ୍ପାଦନା]

ମଞ୍ଜୁଲତା କଳାରେ ସ୍ନାତକ କରିଥିଲେ ।[୪]

ଆଧାର[ସମ୍ପାଦନା]

  1. Bureau, O. B. (2019-03-27). "BJD Inches Closer To Its Promise To Send 33% Women To Parliament". ODISHA BYTES (in ଆମେରିକୀୟ ଇଂରାଜୀ). Retrieved 2019-06-05.
  2. "MANJULATA MANDAL : Bio, Political life, Family & Top stories". The Times of India. Retrieved 2019-06-03.
  3. "General Election 2019 - Election Commission of India". results.eci.gov.in. Retrieved 2019-06-03.
  4. "Manjulata Mandal". Shakti (in ବ୍ରିଟିଶ୍‌ ଇଂରାଜୀ). Retrieved 2019-06-03.