ନୀତେଶ ଗଙ୍ଗଦେବ
Appearance
(ନୀତେଶ ଗଙ୍ଗ ଦେବରୁ ଲେଉଟି ଆସିଛି)
ନୀତେଶ ଗଙ୍ଗଦେବ | |
---|---|
ନୀତେଶ ଗଙ୍ଗଦେବ | |
ସାଂସଦ: ୧୭ଶ ଲୋକ ସଭା | |
କାର୍ଯ୍ୟକାଳ ୨୦୧୯ – ୨୦୨୪ | |
ପୂର୍ବ ଅଧିକାରୀ | ନଗେନ୍ଦ୍ର କୁମାର ପ୍ରଧାନ, ବିଜେଡି |
ପର ଅଧିକାରୀ | ଧର୍ମେନ୍ଦ୍ର ପ୍ରଧାନ |
ନିର୍ବାଚନ ମଣ୍ଡଳୀ | ସମ୍ବଲପୁର |
୧୫ଶ ବିଧାନ ସଭା ସଭ୍ୟ, ଓଡ଼ିଶା | |
କାର୍ଯ୍ୟକାଳ ୨୦୧୪ – ୨୦୧୯ | |
ପୂର୍ବ ଅଧିକାରୀ | ସଞ୍ଜୀବ କୁମାର ପ୍ରଧାନ |
ନିର୍ବାଚନ ମଣ୍ଡଳୀ | ଦେଓଗଡ଼ |
୧୩ଶ ବିଧାନ ସଭା ସଭ୍ୟ, ଓଡ଼ିଶା | |
କାର୍ଯ୍ୟକାଳ ୨୦୦୪ – ୨୦୦୯ | |
ପୂର୍ବ ଅଧିକାରୀ | ସୁବାଷ ଚନ୍ଦ୍ର ପାଣିଗ୍ରାହୀ |
ପର ଅଧିକାରୀ | ସଞ୍ଜୀବ କୁମାର ପ୍ରଧାନ |
ନିର୍ବାଚନ ମଣ୍ଡଳୀ | ଦେଓଗଡ଼ |
ବ୍ୟକ୍ତିଗତ ସବିଶେଷ | |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | କଂଗ୍ରେସ |
ବାପା/ବୋଉ | ସ୍ୱର୍ଗତଃ ପ୍ରଦୀପ୍ତ ଗଙ୍ଗଦେବ (ବାପା) |
ଘର | ପ୍ୟାଲେସ (ମ୍ୟୁନସିପାଲିଟି ସାହି), ଦେଓଗଡ଼, ପିନ: ୭୬୮୧୦୮ ଏବଂ ୨୦୫/୨୦୬, ପ୍ଲଟ ନମ୍ବର ୧୦୯, ସୂର୍ଯ୍ୟନଗର, ୟୁନିଟ-୪, ଭୁବନେଶ୍ୱର[୧] |
ବୃତ୍ତି | ରାଜନୀତିଜ୍ଞ, କୃଷି, ସମାଜସେବୀ |
ୱେବସାଇଟ | https://www.facebook.com/nitesh.gangadeb |
ନୀତେଶ ଗଙ୍ଗଦେବ ହେଉଛନ୍ତି ଜଣେ ଭାରତୀୟ ରାଜନୀତିଜ୍ଞ । ସେ ସମ୍ବଲପୁରରୁ ୧୭ଶ ଲୋକ ସଭାକୁ ବିଜେପି ପକ୍ଷରୁ ନିର୍ୱାଚତ ହୋଇଥିଲେ ।[୨] ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ନଳିନୀ କାନ୍ତ ପ୍ରଧାନଙ୍କୁ ୯,୧୬୨ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୩] [୪]
ରାଜନୈତିକ ଜୀବନ
[ସମ୍ପାଦନା]କଂଗ୍ରେସ ପକ୍ଷରୁ ଛିଡ଼ାହୋଇ ସେ ଓଡ଼ିଶାର ୧୩ଶ ବିଧାନ ସଭାକୁ ଦେଓଗଡ଼ ନିର୍ବାଚନ ମଣ୍ଡଳୀରୁ ବିଧାୟକ ରୂପେ ନିର୍ବାଚିତ ହୋଇଥିଲେ । ମାର୍ଚ୍ଚ ୨୦୧୪ ମସିହାରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଥିଲେ ।[୫] ବିଜେପି ପକ୍ଷରୁ ସେ ୧୫ଶ ବିଧାନ ସଭାକୁ ପୁଣିଥରେ ନିର୍ବାଚିତ ହୋଇଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ସେ ସାଂସଦରୂପେ ନିର୍ବାଚିତ ହୋଇଥିଲେ ।[୪]
ଆଧାର
[ସମ୍ପାଦନା]- ↑ "ଆର୍କାଇଭ୍ କପି" (PDF). Archived from the original (PDF) on 2021-04-13. Retrieved 2019-05-30.
{{cite web}}
: Cite has empty unknown parameter:|1=
(help) - ↑ "BJP Names Candidates for 5 Lok Sabha Constituencies, 22 Assembly Seats in Odisha". News18. Retrieved 2019-06-03.
- ↑ "General Election 2019 - Election Commission of India". results.eci.gov.in. Retrieved 2019-05-30.
- ↑ ୪.୦ ୪.୧ "Sambalpur Election result 2019: Nitesh Ganga Deb of BJP defeats BJD's Nalini Kanta Pradhan". TimesNow. Retrieved 24 May 2019.
- ↑ Pioneer, The. "Nitesh Ganga Deb joins BJP". The Pioneer (in ଇଂରାଜୀ). Retrieved 2019-06-03.