୨୧ ମାର୍ଚ୍ଚ
ଦେଖଣା
(March 21ରୁ ଲେଉଟି ଆସିଛି)
| << | ମାର୍ଚ୍ଚ | >> | ||||
| ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
| ୧ | ||||||
| ୨ | ୩ | ୪ | ୫ | ୬ | ୭ | ୮ |
| ୯ | ୧୦ | ୧୧ | ୧୨ | ୧୩ | ୧୪ | ୧୫ |
| ୧୬ | ୧୭ | ୧୮ | ୧୯ | ୨୦ | ୨୧ | ୨୨ |
| ୨୩ | ୨୪ | ୨୫ | ୨୬ | ୨୭ | ୨୮ | ୨୯ |
| ୩୦ | ୩୧ | |||||
| ୨୦୨୫ | ||||||
| March 21 in recent years |
| ୨୦୨୫ (ଶୁକ୍ରବାର) |
| ୨୦୨୪ (ଗୁରୁବାର) |
| ୨୦୨୩ (ମଙ୍ଗଳବାର) |
| ୨୦୨୨ (ସୋମବାର) |
| ୨୦୨୧ (ରବିବାର) |
| ୨୦୨୦ (ଶନିବାର) |
| ୨୦୧୯ (ଗୁରୁବାର) |
| ୨୦୧୮ (ବୁଧବାର) |
| ୨୦୧୭ (ମଙ୍ଗଳବାର) |
| ୨୦୧୬ (ସୋମବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୧ ମାର୍ଚ୍ଚ ବର୍ଷର ୮୦ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୮୧ତମ) । ବର୍ଷ ଶେଷ ହେବା ପାଇଁ ଆଉ ୨୮୫ ଦିନ ବାକି ଅଛି ।
ଜନ୍ମ
[ସମ୍ପାଦନା]- ୧୯୧୩– ପଦ୍ମ ବିଭୂଷଣ ବିସ୍ମିଲ୍ଲା ଖାଁ, ଭାରତ ରତ୍ନ ସମ୍ମାନିତ ଶାହାନାଇ ବାଦକ (ମୃତ୍ୟୁ: ୨୧ ଅଗଷ୍ଟ ୨୦୦୬)
- ୧୯୪୯– କାର୍ତ୍ତିକଚନ୍ଦ୍ର ରଥ, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସମ୍ମାନିତ ନାଟ୍ୟକାର
ମୃତ୍ୟୁ
[ସମ୍ପାଦନା]ପର୍ବପର୍ବାଣି
[ସମ୍ପାଦନା]== ବିଶ୍ବ କବିତା ଦିବସ ==
ଖିଲି ଖିଲି ହସେ ମଳୟ ପବନ, କୁଳୁ କୁଳୁ ନଦୀ ବହେ, ପ୍ରକୃତିର ଏହି ସୁନ୍ଦର ରୂପକୁ ଦେଖି କବି ମୁଗ୍ଧ ହୁଏ।। କାବ୍ୟ ଓ କବିତା ଲେଖିଥାଏ କବି ପ୍ରକୃତିର ସ୍ଵାଦ ଚାଖି, ଭାବନାରୁ ତାର ଜାତ ହୋଇଥାଏ ପ୍ରକୃତିର ରୂପରାଜି।। କବିର ପ୍ରତିଭା ଜଣା ପଡ଼ିଥାଏ ଭାଷା ମଧୁରତା ଦ୍ଵାରା, ନୂଆଁ ନୂଆଁ ଶବ୍ଦ ଭାଷା ଭାବ ପାଇଁ ପରିଚିତ ହୁଏ ପରା।।
ବାହାର ଲିଙ୍କ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ୨୧ ମାର୍ଚ୍ଚ
ବାବଦରେ ମାଧ୍ୟମ ରହିଛି ।
- BBC: ଏହି ଦିନ Archived 2007-03-01 at the Wayback Machine.
- କାନାଡାରେ ଏହି ଦିନ