୧୬ ଜାନୁଆରୀ
ଦେଖଣା
(January 16ରୁ ଲେଉଟି ଆସିଛି)
| << | ଜାନୁଆରୀ | >> | ||||
| ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
| ୧ | ୨ | ୩ | ||||
| ୪ | ୫ | ୬ | ୭ | ୮ | ୯ | ୧୦ |
| ୧୧ | ୧୨ | ୧୩ | ୧୪ | ୧୫ | ୧୬ | ୧୭ |
| ୧୮ | ୧୯ | ୨୦ | ୨୧ | ୨୨ | ୨୩ | ୨୪ |
| ୨୫ | ୨୬ | ୨୭ | ୨୮ | ୨୯ | ୩୦ | ୩୧ |
| ୨୦୨୬ | ||||||
| January 16 in recent years |
| ୨୦୨୬ (ଶୁକ୍ରବାର) |
| ୨୦୨୫ (ଗୁରୁବାର) |
| ୨୦୨୪ (ମଙ୍ଗଳବାର) |
| ୨୦୨୩ (ସୋମବାର) |
| ୨୦୨୨ (ରବିବାର) |
| ୨୦୨୧ (ଶନିବାର) |
| ୨୦୨୦ (ଗୁରୁବାର) |
| ୨୦୧୯ (ବୁଧବାର) |
| ୨୦୧୮ (ମଙ୍ଗଳବାର) |
| ୨୦୧୭ (ସୋମବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୬ ଜାନୁଆରୀ ବର୍ଷର ୧୬ତମ ଦିବସ ଅଟେ । ବର୍ଷ ଶେଷ ହେବା ପାଇଁ ଆଉ ୩୪୯ ଦିନ ବାକି ଅଛି (ଅଧିବର୍ଷ ଗୁଡ଼ିକରେ ୩୫୦ ଦିନ ) ।
ଘଟଣାବଳୀ
[ସମ୍ପାଦନା]- ୧୪୯୩ – କଲମ୍ବସ ସ୍ପେନକୁ ଯାତ୍ରା ଆରମ୍ଭ କରିଥିଲେ ।
- ୧୯୨୦ – ଜର୍ଜିଆ ସ୍ୱାଧୀନ ହୋଇଥିଲା।
- ୧୯୩୧ – କ୍ରିକେଟ ଖେଳାଳୀ ଜନ୍ ବ୍ରାଡମ୍ୟାନ ୨୯୭ମିନିଟରେ ୨୬ଥର ଚଉକା ମାରି ରେକର୍ଡ କରିଥିଲେ।
- ୧୯୩୮ – ପ୍ରଥମ ଜାଜ୍ ସଙ୍ଗୀତ ଉତ୍ସବ କାନାଡ଼ାରେ ଅନୁଷ୍ଠିତ ହୋଇଥିଲା।
- ୧୯୮୫ – ଥାଇଲାଣ୍ଡରେ ଶିକ୍ଷକ ଦିବସ ପାଳନ ଆରମ୍ଭ ।
- ୧୯୮୯ – ସୋଭିଏତ ଋଷ ମଙ୍ଗଳ ଯାନ ନେଇ ନୂତନ ତଥ୍ୟ ପ୍ରକାଶ କରିଥିଲା।
- ୧୯୭୮ – ମହାକାଶ ଯାନ ସୋୟୁଜ-୨୭ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିଥିଲା।
ଜନ୍ମ
[ସମ୍ପାଦନା]ମୃତ୍ୟୁ
[ସମ୍ପାଦନା]- ୨୦୧୧ – ଚିତ୍ତରଞ୍ଜନ ଦାସ, କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ସମ୍ମାନିତ ସାହିତ୍ୟିକ (ଜନ୍ମ: ୩ ଅକ୍ଟୋବର ୧୯୨୩)
ପର୍ବପର୍ବାଣି
[ସମ୍ପାଦନା]ବାହାର ଲିଙ୍କ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ୧୬ ଜାନୁଆରୀ
ବାବଦରେ ମାଧ୍ୟମ ରହିଛି ।