୨୦୧୧
ଉଇକିପିଡ଼ିଆ ରୁ
-
ଏହି ଲେଖାଟି ୨୦୧୧ ମସିହା ବାବଦରେ ଅଟେ । ସଂଖ୍ୟା ପାଇଁ, ୨୦୧୧ (ସଂଖ୍ୟା) ଦେଖନ୍ତୁ ।
| ଶତାବ୍ଦୀ: | ୨୦ଶ ଶତାବ୍ଦୀ – ୨୧ଶ ଶତାବ୍ଦୀ – ୨୨ଶ ଶତାବ୍ଦୀ |
|---|---|
| ଦଶନ୍ଧି: | ୧୯୮୦ ଦଶକ ୧୯୯୦ ଦଶକ ୨୦୦୦ ଦଶକ – ୨୦୧୦ ଦଶକ – ୨୦୨୦ ଦଶକ ୨୦୩୦ ଦଶକ ୨୦୪୦ ଦଶକ |
| ବର୍ଷ: | ୨୦୦୮ ୨୦୦୯ ୨୦୧୦ – ୨୦୧୧ – ୨୦୧୨ ୨୦୧୩ ୨୦୧୪ |
୨୦୧୧ (MMXI) ଗ୍ରେଗୋରି ପାଞ୍ଜି ଅନୁସାରେ ଶନିବାର ଦିନ ଆରମ୍ଭ ହେଇଥିବା ଏକ ସାଧାରଣ ବର୍ଷ, ମସିହା (Common Era- CE) ଓ ଖ୍ରୀଷ୍ଟାବ୍ଦ (Anno Domini- AD) ମାନ୍ୟତା ଅନୁସାରେ ୨୦୧୧ତମ ବର୍ଷ, ୩ୟ ଶହସ୍ରାବ୍ଦର ୧୧ଶ ବର୍ଷ, ୨୧ଶ ଶତାବ୍ଦୀର ୧୧ଶ ବର୍ଷ, ଏବଂ ୨୦୧୦ ଦଶକର ୨ୟ ବର୍ଷ ଥିଲା ।