ଭୀମ ପୃଷ୍ଟି

ଉଇକିପିଡ଼ିଆ‌ରୁ
(Bhima Prustyରୁ ଲେଉଟି ଆସିଛି)
ଭୀମ ପୃଷ୍ଟି
ଜନ୍ମ ଓ ଜନ୍ମସ୍ଥାନ (1959-01-11) ୧୧ ଜାନୁଆରୀ ୧୯୫୯ (ବୟସ ୬୫)
ବୃତ୍ତିଔପନ୍ୟାସିକ
ଭାଷାଓଡ଼ିଆ,
ଜାତୀୟତାଭାରତୀୟ
ସମୟବିଂଶ ଶତାବ୍ଦୀ
ଶୈଳୀଗଦ୍ଯ, ଉପନ୍ଯାସ
ସାହିତ୍ୟ କୃତିସମୁଦ୍ର ମଣିଷ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୮

ଭୀମ ପୃଷ୍ଟି (ଜନ୍ମ: ୧୧ ଜାନୁଆରୀ ୧୯୫୯)[୧] ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖକ । ସେ ସେ ମୁଖ୍ୟତଃ ଗଳ୍ପ ଓ ଉପନ୍ୟାସ ରଚନା ପାଇଁ ଜଣାଶୁଣା ।[୨] ତାଙ୍କର ରଚିତ ପୁସ୍ତକଗୁଡ଼ିକ ମଧ୍ୟରେ ଜମ୍ବୁଲୋକ (୨୦୨୩), ସମୁଦ୍ର ମଣିଷ (୨୦୦୬), ହୋ ମଣିଷମାନେ (୨୦୦୨), ଗପର ହାତଗୋଡ଼ (୨୦୦୮) ଆଦି ଅନ୍ୟତମ । ୨୦୨୩ରେ ଜମ୍ବୁଲୋକ ଉପନ୍ୟାସ ପାଇଁ ସେ ଶାରଳା ପୁରସ୍କାର, ୨୦୧୪ରେ କୁଆଡ଼େ ଚାଲୁଛ ରୁହ ପଞ୍ଚଭୂତ ପାଇଁ ପଶ୍ଚିମା ଉପନ୍ୟାସ ସମ୍ମାନ ଏବଂ ୨୦୦୮ ମସିହାରେ ସମୁଦ୍ର ମଣିଷ ଉପନ୍ୟାସ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭକରିଥିଲେ ।

ରଚନାବଳୀ[ସମ୍ପାଦନା]

  • ଜମ୍ବୁଲୋକ (୨୦୨୩)
  • କୁଆଡେ ଚାଲିଛ ରୁହ ପଞ୍ଚଭୂତ (୨୦୧୧)
  • ଓଁ (୨୦୦୯)
  • ଗପର ହାତଗୋଡ଼ (୨୦୦୮)
  • ଲଛମନିଆ (୨୦୦୮)
  • ସମୁଦ୍ର ମଣିଷ (୨୦୦୬)[୩]
  • ଅଧେ ମଣିଷ (୨୦୦୩)
  • ହୋ ମଣିଷମାନେ (୨୦୦୨)
  • କବିତାର ଉପନ୍ୟାସ (୨୦୦୨)
  • ପ୍ରଥମ ବହି (୨୦୦୧)
  • ମୁହାଣ (୨୦୦୧)

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଶାରଳା ପୁରସ୍କାର, ୨୦୨୩ (ଜମ୍ବୁଲୋକ ଉପନ୍ୟାସ ପାଇଁ)[୪][୫]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୮ (ସମୁଦ୍ର ମଣିଷ ପାଇଁ)[୬]
  • ଅଖିଳ କଥା ସମ୍ମାନ, ୨୦୦୮
  • ସନ୍ଧ୍ୟାରାଣୀ ଦେବୀ ସ୍ମୃତି ସମ୍ମାନ, ୨୦୧୬ (ଫକୀରମୋହନ ସାହିତ୍ୟ ପରିଷଦ ପ୍ରଦତ୍ତ)
  • ପଶ୍ଚିମା ଉପନ୍ୟାସ ସମ୍ମାନ, ୨୦୧୪ (କୁଆଡ଼େ ଚାଲୁଛ ରୁହ ପଞ୍ଚଭୂତ ପାଇଁ)
  • କହ୍ନେଇ କଥା ପୁରସ୍କାର, ୧୯୯୪
  • ଗୋକର୍ଣ୍ଣିକା ସମ୍ମାନ
  • ତପସ୍ୟା ସୃଜନ ପୁରସ୍କାର, ୨୦୧୮

ଆଧାର[ସମ୍ପାଦନା]

  1. "ପ୍ରତିଘାତର ପ୍ରତିକ୍ରିୟାରେ ନିହିତ ସାହିତ୍ୟର ସୌନ୍ଦର୍ଯ୍ୟବୋଧ". sambadepaper.com. Archived from the original on ୧୪ ଫେବୃଆରୀ ୨୦୨୧. Retrieved 15 February 2021. {{cite web}}: Check date values in: |archivedate= (help)
  2. Malayalam Literary Survey. Kerala Sahitya Akademi. 1993.
  3. "National Library of India". opac.nationallibrary.gov.in. National Library of India. Retrieved 4 January 2019.
  4. "କଥାକାର ଭୀମ ପୃଷ୍ଟି ପାଇବେ ଶାରଳା ପୁରସ୍କାର". www.dharitri.com. ଧରିତ୍ରୀ. Archived from the original on 29 September 2023. Retrieved 29 September 2023.
  5. PTI (2023-10-26). "Renowned fiction writer Bhima Prusty receives prestigious Sarala Puraskar". ThePrint (in ଆମେରିକୀୟ ଇଂରାଜୀ). Retrieved 2024-04-02.
  6. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 15 February 2021.