ଭୀମ ପୃଷ୍ଟି
ଦେଖଣା
(Bhima Prustyରୁ ଲେଉଟି ଆସିଛି)
ଭୀମ ପୃଷ୍ଟି | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୧ ଜାନୁଆରୀ ୧୯୫୯ |
ବୃତ୍ତି | ଔପନ୍ୟାସିକ |
ଭାଷା | ଓଡ଼ିଆ, |
ଜାତୀୟତା | ଭାରତୀୟ |
ସମୟ | ବିଂଶ ଶତାବ୍ଦୀ |
ଶୈଳୀ | ଗଦ୍ଯ, ଉପନ୍ଯାସ |
ସାହିତ୍ୟ କୃତି | ସମୁଦ୍ର ମଣିଷ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୮ |
ଭୀମ ପୃଷ୍ଟି (ଜନ୍ମ: ୧୧ ଜାନୁଆରୀ ୧୯୫୯)[୧] ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖକ । ସେ ସେ ମୁଖ୍ୟତଃ ଗଳ୍ପ ଓ ଉପନ୍ୟାସ ରଚନା ପାଇଁ ଜଣାଶୁଣା ।[୨] ତାଙ୍କର ରଚିତ ପୁସ୍ତକଗୁଡ଼ିକ ମଧ୍ୟରେ ଜମ୍ବୁଲୋକ (୨୦୨୩), ସମୁଦ୍ର ମଣିଷ (୨୦୦୬), ହୋ ମଣିଷମାନେ (୨୦୦୨), ଗପର ହାତଗୋଡ଼ (୨୦୦୮) ଆଦି ଅନ୍ୟତମ । ୨୦୨୩ରେ ଜମ୍ବୁଲୋକ ଉପନ୍ୟାସ ପାଇଁ ସେ ଶାରଳା ପୁରସ୍କାର, ୨୦୧୪ରେ କୁଆଡ଼େ ଚାଲୁଛ ରୁହ ପଞ୍ଚଭୂତ ପାଇଁ ପଶ୍ଚିମା ଉପନ୍ୟାସ ସମ୍ମାନ ଏବଂ ୨୦୦୮ ମସିହାରେ ସମୁଦ୍ର ମଣିଷ ଉପନ୍ୟାସ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭକରିଥିଲେ ।
ରଚନାବଳୀ
[ସମ୍ପାଦନା]- ଜମ୍ବୁଲୋକ (୨୦୨୩)
- କୁଆଡେ ଚାଲିଛ ରୁହ ପଞ୍ଚଭୂତ (୨୦୧୧)
- ଓଁ (୨୦୦୯)
- ଗପର ହାତଗୋଡ଼ (୨୦୦୮)
- ଲଛମନିଆ (୨୦୦୮)
- ସମୁଦ୍ର ମଣିଷ (୨୦୦୬)[୩]
- ଅଧେ ମଣିଷ (୨୦୦୩)
- ହୋ ମଣିଷମାନେ (୨୦୦୨)
- କବିତାର ଉପନ୍ୟାସ (୨୦୦୨)
- ପ୍ରଥମ ବହି (୨୦୦୧)
- ମୁହାଣ (୨୦୦୧)
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ଶାରଳା ପୁରସ୍କାର, ୨୦୨୩ (ଜମ୍ବୁଲୋକ ଉପନ୍ୟାସ ପାଇଁ)[୪][୫]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୮ (ସମୁଦ୍ର ମଣିଷ ପାଇଁ)[୬]
- ଅଖିଳ କଥା ସମ୍ମାନ, ୨୦୦୮
- ସନ୍ଧ୍ୟାରାଣୀ ଦେବୀ ସ୍ମୃତି ସମ୍ମାନ, ୨୦୧୬ (ଫକୀରମୋହନ ସାହିତ୍ୟ ପରିଷଦ ପ୍ରଦତ୍ତ)
- ପଶ୍ଚିମା ଉପନ୍ୟାସ ସମ୍ମାନ, ୨୦୧୪ (କୁଆଡ଼େ ଚାଲୁଛ ରୁହ ପଞ୍ଚଭୂତ ପାଇଁ)
- କହ୍ନେଇ କଥା ପୁରସ୍କାର, ୧୯୯୪
- ଗୋକର୍ଣ୍ଣିକା ସମ୍ମାନ
- ତପସ୍ୟା ସୃଜନ ପୁରସ୍କାର, ୨୦୧୮
ଆଧାର
[ସମ୍ପାଦନା]- ↑ "ପ୍ରତିଘାତର ପ୍ରତିକ୍ରିୟାରେ ନିହିତ ସାହିତ୍ୟର ସୌନ୍ଦର୍ଯ୍ୟବୋଧ". sambadepaper.com. Archived from the original on ୧୪ ଫେବୃଆରୀ ୨୦୨୧. Retrieved 15 February 2021.
{{cite web}}
: Check date values in:|archivedate=
(help) - ↑ Malayalam Literary Survey. Kerala Sahitya Akademi. 1993.
- ↑ "National Library of India". opac.nationallibrary.gov.in. National Library of India. Retrieved 4 January 2019.
- ↑ "କଥାକାର ଭୀମ ପୃଷ୍ଟି ପାଇବେ ଶାରଳା ପୁରସ୍କାର". www.dharitri.com. ଧରିତ୍ରୀ. Archived from the original on 29 September 2023. Retrieved 29 September 2023.
- ↑ PTI (2023-10-26). "Renowned fiction writer Bhima Prusty receives prestigious Sarala Puraskar". ThePrint (in ଆମେରିକୀୟ ଇଂରାଜୀ). Retrieved 2024-04-02.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 15 February 2021.