ଭୀମ ପୃଷ୍ଟି

ଉଇକିପିଡ଼ିଆ‌ରୁ
ଭୀମ ପୃଷ୍ଟି
ଜନ୍ମ ଓ ଜନ୍ମସ୍ଥାନ (1959-01-11) ୧୧ ଜାନୁଆରୀ ୧୯୫୯ (ବୟସ ୬୫)
ବୃତ୍ତିଔପନ୍ୟାସିକ
ଭାଷାଓଡ଼ିଆ,
ଜାତୀୟତାଭାରତୀୟ
ସମୟବିଂଶ ଶତାବ୍ଦୀ
ଶୈଳୀଗଦ୍ଯ, ଉପନ୍ଯାସ
ସାହିତ୍ୟ କୃତିସମୁଦ୍ର ମଣିଷ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୮

ଭୀମ ପୃଷ୍ଟି (ଜନ୍ମ: ୧୧ ଜାନୁଆରୀ ୧୯୫୯)[୧] ଜଣେ ଓଡ଼ିଆ ଲେଖକ । ଉଭୟ ଗଳ୍ପ ଓ ଉପନ୍ୟାସରେ ସେ ନିଜ ଲେଖନୀ ଚାଳନା କରନ୍ତି ।[୨] ୨୦୦୮ ମସିହାରେ ନିଜ ଉପନ୍ୟାସ "ସମୁଦ୍ର ମଣିଷ" ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।

ରଚନାବଳୀ[ସମ୍ପାଦନା]

  • ଜମ୍ବୁଲୋକ
  • ହୋ ମଣିଷମାନେ - ୨୦୦୨ (ଶ୍ରଦ୍ଧା ପବ୍ଲିକେଶନ୍ସ)
  • ପ୍ରଥମ ବହି - ୨୦୦୧ (ବତିଘର)
  • କବିତାର ଉପନ୍ୟାସ - ୨୦୦୨ (କାହାଣୀ)
  • ଅଧେ ମଣିଷ - ୨୦୦୩ (ଜଗନ୍ନାଥ ରଥ)
  • ଗପର ହାତଗୋଡ଼ - ୨୦୦୮ (ପ୍ରଗତି)
  • କୁଆଡେ ଚାଲିଛ ରୁହ ପଞ୍ଚଭୂତ - ୨୦୧୧ (ସ୍ୱସ୍ତିକ)
  • ଲଛମନିଆ - ୨୦୦୮ (ଡ୍ରିମସ୍)
  • ମୁହାଣ - ୨୦୦୧ (ଚନ୍ଦ୍ରଭାଗା ପ୍ରକାଶନୀ)
  • ଓଁ - ୨୦୦୯ (ପ୍ରଗତି)
  • ସମୁଦ୍ର ମଣିଷ - ୨୦୦୬ (ସରସ୍ୱତୀ)[୩]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଶାରଳା ପୁରସ୍କାର, ୨୦୨୩ (ଜମ୍ବୁଲୋକ ଉପନ୍ୟାସ ପାଇଁ)[୪]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୮ (ସମୁଦ୍ର ମଣିଷ ପାଇଁ)[୫]
  • ଅଖିଳ କଥା ସମ୍ମାନ, ୨୦୦୮
  • ସନ୍ଧ୍ୟାରାଣୀ ଦେବୀ ସ୍ମୃତି ସମ୍ମାନ, ୨୦୧୬ (ଫକୀରମୋହନ ସାହିତ୍ୟ ପରିଷଦ ପ୍ରଦତ୍ତ)
  • ପଶ୍ଚିମା ଉପନ୍ୟାସ ସମ୍ମାନ, ୨୦୧୪ (କୁଆଡ଼େ ଚାଲୁଛ ରୁହ ପଞ୍ଚଭୂତ)
  • କହ୍ନେଇ କଥା ପୁରସ୍କାର, ୧୯୯୪
  • ଗୋକର୍ଣ୍ଣିକା ସମ୍ମାନ
  • ତପସ୍ୟା ସୃଜନ ପୁରସ୍କାର, ୨୦୧୮

ଆଧାର[ସମ୍ପାଦନା]

  1. "ପ୍ରତିଘାତର ପ୍ରତିକ୍ରିୟାରେ ନିହିତ ସାହିତ୍ୟର ସୌନ୍ଦର୍ଯ୍ୟବୋଧ". sambadepaper.com. Archived from the original on ୧୪ ଫେବୃଆରୀ ୨୦୨୧. Retrieved 15 February 2021. {{cite web}}: Check date values in: |archivedate= (help)
  2. Malayalam Literary Survey. Kerala Sahitya Akademi. 1993.
  3. "National Library of India". opac.nationallibrary.gov.in. National Library of India. Retrieved 4 January 2019.
  4. "କଥାକାର ଭୀମ ପୃଷ୍ଟି ପାଇବେ ଶାରଳା ପୁରସ୍କାର". www.dharitri.com. ଧରିତ୍ରୀ. Archived from the original on 29 September 2023. Retrieved 29 September 2023.
  5. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 15 February 2021.