୧୯ ଅଗଷ୍ଟ
ଦେଖଣା
(August 19ରୁ ଲେଉଟି ଆସିଛି)
| << | ଅଗଷ୍ଟ | >> | ||||
| ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
| ୧ | ||||||
| ୨ | ୩ | ୪ | ୫ | ୬ | ୭ | ୮ |
| ୯ | ୧୦ | ୧୧ | ୧୨ | ୧୩ | ୧୪ | ୧୫ |
| ୧୬ | ୧୭ | ୧୮ | ୧୯ | ୨୦ | ୨୧ | ୨୨ |
| ୨୩ | ୨୪ | ୨୫ | ୨୬ | ୨୭ | ୨୮ | ୨୯ |
| ୩୦ | ୩୧ | |||||
| ୨୦୨୬ | ||||||
| August 19 in recent years |
| ୨୦୨୫ (ମଙ୍ଗଳବାର) |
| ୨୦୨୪ (ସୋମବାର) |
| ୨୦୨୩ (ଶନିବାର) |
| ୨୦୨୨ (ଶୁକ୍ରବାର) |
| ୨୦୨୧ (ଗୁରୁବାର) |
| ୨୦୨୦ (ବୁଧବାର) |
| ୨୦୧୯ (ସୋମବାର) |
| ୨୦୧୮ (ରବିବାର) |
| ୨୦୧୭ (ଶନିବାର) |
| ୨୦୧୬ (ଶୁକ୍ରବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୯ ଅଗଷ୍ଟ ବର୍ଷର ୨୩୧ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୩୨ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୩୪ ଦିନ ବାକି ଅଛି ।
ଜନ୍ମ
[ସମ୍ପାଦନା]- ୧୮୯୩ – ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟ, ଓଡ଼ିଶାର ସର୍ବପ୍ରଥମ ପ୍ରତ୍ନତତ୍ତ୍ୱବିତ (ମୃତ୍ୟୁ: ୧୧ ଅପ୍ରେଲ ୧୯୭୧)
- ୧୯୦୩ – ପଦ୍ମଶ୍ରୀ ସତ୍ୟନାରାୟଣ ରାଜଗୁରୁ,କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖକ, ଐତିହାସିକ (ମୃତ୍ୟୁ: ୧୧ ଜୁନ ୧୯୯୭)
- ୧୯୦୪ – ସରଳା ଦେବୀ, ସ୍ୱାଧୀନତା ସଂଗ୍ରାମୀ ଓ ଲେଖିକା (ମୃତ୍ୟୁ: ୪ ଅକ୍ଟୋବର ୧୯୮୬)
- ୧୯୧୮ – ଶଙ୍କର ଦୟାଲ ଶର୍ମା, ଭାରତର ନବମ ରାଷ୍ଟ୍ରପତି (ମୃତ୍ୟୁ: ୨୬ ଡିସେମ୍ବର ୧୯୯୯)
ମୃତ୍ୟୁ
[ସମ୍ପାଦନା]ଘଟଣାବଳୀ
[ସମ୍ପାଦନା]ପର୍ବପର୍ବାଣି
[ସମ୍ପାଦନା]ବାହାର ଲିଙ୍କ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ୧୯ ଅଗଷ୍ଟ
ବାବଦରେ ମାଧ୍ୟମ ରହିଛି ।