୨୦୧୪
ଶତାବ୍ଦୀ: | 20th ଶତାବ୍ଦୀ – 21st ଶତାବ୍ଦୀ – 22nd ଶତାବ୍ଦୀ |
---|---|
ଦଶନ୍ଧି: | ୧୯୮୦ ଦଶକ ୧୯୯୦ ଦଶକ ୨୦୦୦ ଦଶକ – ୨୦୧୦ ଦଶକ – ୨୦୨୦ ଦଶକ ୨୦୩୦ ଦଶକ ୨୦୪୦ ଦଶକ |
ବର୍ଷ: | ୨୦୧୧ ୨୦୧୨ ୨୦୧୩ – ୨୦୧୪ – ୨୦୧୫ ୨୦୧୬ ୨୦୧୭ |
୨୦୧୪ (MMXIV) ଗ୍ରେଗୋରି ପାଞ୍ଜି ଅନୁସାରେ ବୁଧବାର ଦିନ ଆରମ୍ଭ ହେଇଥିବା ଏକ ସାଧାରଣ ବର୍ଷ, ମସିହା (Common Era- CE) ଓ ଖ୍ରୀଷ୍ଟାବ୍ଦ (Anno Domini- AD) ମାନ୍ୟତା ଅନୁସାରେ 2014th ବର୍ଷ, 3rd ଶହସ୍ରାବ୍ଦର 14th ବର୍ଷ, 21st ଶତାବ୍ଦୀର 14th ବର୍ଷ, ଏବଂ ୨୦୧୦ ଦଶକର 5th ବର୍ଷ ଥିଲା ।
ଘଟଣା[ସମ୍ପାଦନା]

ଜାନୁଆରୀ-ମାର୍ଚ୍ଚ[ସମ୍ପାଦନା]
- ୮ ମାର୍ଚ୍ଚ - ମାଲେସିଆ ଏୟାରଲାଇନ୍ସ ବିମାନ ଏମଏଚ୩୭୦ କୁଆଲା ଲାମପୁରରୁ ବେଜିଂ ଅଭିମୁଖେ ଯାତ୍ରା କରୁଥିବା ବେଳେ ନିଖୋଜ ହୋଇଯାଇଥିଲା ।
ଅପ୍ରେଲ-ଜୁନ[ସମ୍ପାଦନା]
ଜୁଲାଇ-ସେପ୍ଟେମ୍ବର[ସମ୍ପାଦନା]
ଅକ୍ଟୋବର-ଡିସେମ୍ବର[ସମ୍ପାଦନା]
ଅଜ୍ଞାତ ତିଥି ଘଟଣା[ସମ୍ପାଦନା]
ଜନ୍ମ[ସମ୍ପାଦନା]
ଜାନୁଆରୀ-ମାର୍ଚ୍ଚ[ସମ୍ପାଦନା]
ଅପ୍ରେଲ-ଜୁନ[ସମ୍ପାଦନା]
ଜୁଲାଇ-ସେପ୍ଟେମ୍ବର[ସମ୍ପାଦନା]
ଅକ୍ଟୋବର-ଡିସେମ୍ବର[ସମ୍ପାଦନା]
ମୃତ୍ୟୁ[ସମ୍ପାଦନା]
ଜାନୁଆରୀ-ମାର୍ଚ୍ଚ[ସମ୍ପାଦନା]
- ୧୩ ଜାନୁଆରୀ - ସୁରେଶ ବଳବନ୍ତରାୟ, ଓଡ଼ିଆ କବି, ନାଟ୍ୟକାର, ଅଭିନେତା ଓ ଚିତ୍ରଶିଳ୍ପୀ (ଜନ୍ମ. ୧୯୫୪)
- ୧୩ ଫେବୃଆରୀ - ପ୍ରସନ୍ନ କୁମାର ମିଶ୍ର, ଓଡ଼ିଆ କବି, ନାଟ୍ୟକାର ଓ ଶିଶୁ ସାହିତ୍ୟିକ (ଜନ୍ମ. ୧୯୪୧)
- ୧୮ ଫେବୃଆରୀ - ଯୁଧିଷ୍ଠିର ଦାସ, ଓଡ଼ିଆ ରାଜନୀତିଜ୍ଞ (ଜନ୍ମ. ୧୯୨୩)
- ୧୫ ମାର୍ଚ୍ଚ - କବି ପ୍ରସାଦ ମିଶ୍ର, ହୃଦରୋଗ ବିଶେଷଜ୍ଞ (ଜନ୍ମ. ୧୯୩୮)
ଅପ୍ରେଲ-ଜୁନ[ସମ୍ପାଦନା]
- ୧୧ ମଇ - ଶରତ ପୂଜାରୀ, ଓଡ଼ିଆ କଥାଚିତ୍ର ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ (ଜନ୍ମ. ୧୯୩୪)