"ଜଗନ୍ନାଥ ମନ୍ଦିର, ରାୟଗଡ଼ା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ତଥ୍ୟ ଅନୁବାଦ
ଟିକେ ଶ୍ରେଣୀ ଯୋଡିବା
୧୦୯ କ ଧାଡ଼ି: ୧୦୯ କ ଧାଡ଼ି:
[[ଶ୍ରେଣୀ:ରାୟଗଡ଼ା ଜିଲ୍ଲା]]
[[ଶ୍ରେଣୀ:ରାୟଗଡ଼ା ଜିଲ୍ଲା]]
[[ଶ୍ରେଣୀ:ଓଡ଼ିଶାର ଦେବୀ ମନ୍ଦିର]]
[[ଶ୍ରେଣୀ:ଓଡ଼ିଶାର ଦେବୀ ମନ୍ଦିର]]
[[ଶ୍ରେଣୀ:ଓଡ଼ିଶାର ହିନ୍ଦୁ ମନ୍ଦିର]]

୧୬:୨୦, ୩ ଜୁଲାଇ ୨୦୧୫ ଅନୁସାରେ କରାଯାଇଥିବା ବଦଳ

ରାୟଗଡ଼ା ଜିଲ୍ଲା ରେ ସଂଖ୍ୟାଧିକ ହିନ୍ଦୁ ବାସ କରନ୍ତି । ହିନ୍ଦୁ ମାନଙ୍କର ଉପାସନା ପୀଠ ମନ୍ଦିରରେ ମୁଖ୍ୟତଃ ହିନ୍ଦୁ ଧର୍ମ ସହିତ ତତ୍କାଳୀନ ସ୍ଥାପତ୍ୟର ଉତ୍କର୍ଷ ପ୍ରତିଫଳିତ ହୋଇଥାଏ ।

ଉପକ୍ରମ

ଓଡିଶା ରାଜ୍ୟ ପୂରାତନ ତଥା ନୂତନ ମନ୍ଦିରରେ ଭରପୁର । ସେହି ଦୃଷ୍ଟିରୁ ରାୟଗଡ଼ା ଜିଲ୍ଲା ଏହାର ବ୍ୟତିକ୍ରମ ନୁହେଁ ।[୧] ରାୟଗଡ଼ା ଜିଲ୍ଲାରେ ଥିବା ମନ୍ଦିରମାନଙ୍କର ଅସଂପୂର୍ଣ୍ଣ ତାଲିକା ଏହାର ଏକ ବଳିଷ୍ଠ ପ୍ରମାଣ ।

Gallary

ଆଧାର