ଜଗନ୍ନାଥ ମନ୍ଦିର, ରାୟଗଡ଼ା
Jump to navigation
Jump to search
ଜଗନ୍ନାଥ ମନ୍ଦିର, ରାୟଗଡ଼ା | |
---|---|
ଶ୍ରଦ୍ଧା ଶ୍ରୀକ୍ଷେତ୍ର | |
Lua error in ମଡ୍ୟୁଲ:Location_map at line 501: Unable to find the specified location map definition: "Module:Location map/data/ଓଡ଼ିଶା" does not exist. | |
ଭୌଗୋଳିକ ଅବସ୍ଥିତି | |
ଦିଗବାରେଣି | 19°10′12″N 83°25′12″E / 19.17000°N 83.42000°E |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ରାୟଗଡ଼ା |
ଅବସ୍ଥିତି | ରାୟଗଡ଼ା |
ପରମ୍ପରା | |
ମୁଖ୍ୟ ଆରାଧ୍ୟ | ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ |
Architecture | |
ମନ୍ଦିର ସଂଖ୍ୟା | ୭ |
ଏହି ଜଗନ୍ନାଥ ମନ୍ଦିର ରାୟଗଡ଼ା ଜିଲ୍ଲା, (ଓଡ଼ିଶା)ର ରାୟଗଡ଼ାଠାରେ ଅବସ୍ଥିତ ।[୧][୨] ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନ ଏଠାକାର ଆରାଧ୍ୟ ଦେବତା । ଶ୍ରଦ୍ଧା ଶ୍ରୀକ୍ଷେତ୍ର ନାମରେ ମଧ୍ୟ ଏହା ପରିଚିତ ।[୩][୪]
ଇତିହାସ[ସମ୍ପାଦନା]
ମୂଳ ମନ୍ଦିରଟି ପଚାଶ ବର୍ଷରୁ ଅଧିକ ପୁରୁଣା । ନୂତନ ମନ୍ଦିରଟି ଜୁନ୍ ୨୦, ୨୦୦୭ରେ ପ୍ରତିଷ୍ଠିତ । ଏଠାକାର ପ୍ରମୁଖ ଦେବତା ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ । ଏଥି ସହ ଲକ୍ଷ୍ମୀ, ଗଣେଶ, ହନୁମାନ, ବିମଳା ଆଦି ମଧ୍ୟ ଏଠାରେ ପୂଜିତ । ଶାବର ଶ୍ରୀକ୍ଷେତ୍ର କୋରାପୁଟରୁ ଏହା ୧୧୦ କି.ମି. ଦୂରରେ ଅବସ୍ଥିତ ।
ପାର୍ବଣ[ସମ୍ପାଦନା]
ଏଠାରେ ପାଳିତ ସମସ୍ତ ପାର୍ବଣ ମଧ୍ୟରେ ରଥଯାତ୍ରା ଅନ୍ୟତମ ।
ଗ୍ୟାଲେରୀ[ସମ୍ପାଦନା]
ରଥଯାତ୍ରା ପାଇଁ ରଥ ପ୍ରସ୍ତୁତ
ଆହୁରି ଦେଖନ୍ତୁ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ "Jagannath Temple". ixigo.com. Retrieved 2 July 2015.
- ↑ "Shree Jagannath Temple". jagannath.nic.in. Retrieved 2 July 2015.
- ↑ "Temples in Rayagada". onefivenine.com. Retrieved 2 July 2015.
- ↑ Mahalika, Er. Nirakar. "Cultural Heritage of Undivided Koraput District of Odisha" (PDF) (Apr–May, 2014): 102–105. Retrieved 2 July 2015. Cite journal requires
|journal=
(help)