ଚାଟିକଣା
ଦେଖଣା
(Chatikonaରୁ ଲେଉଟି ଆସିଛି)
ଚାଟିକଣା | |
---|---|
ଗ୍ରାମ | |
ଦେଶ | India |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ରାୟଗଡ଼ା |
Elevation | 125 m (410 ft) |
Population (2011) | |
• Total | ୨,୧୮୩ |
ଭାଷା | |
• ସରକାରୀ | ଓଡ଼ିଆ |
Time zone | UTC+5:30 (IST) |
ଚାଟିକଣା ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଅବସ୍ଥିତ ଏକ ପର୍ଯ୍ୟଟନସ୍ଥଳୀ ।[୧][୨]
ଭୂଗୋଳ
[ସମ୍ପାଦନା]ଚାଟିକଣାର ଭୌଗୋଳିକ ଅବସ୍ଥାନ ହେଉଛି latd = 19.28, longd = 83.27 । ଏହାର ପଶ୍ଚିମ ଦିଗରେ ନିୟମଗିରି ପାହାଡ ରହିଛି । ଜିଲ଼୍ଲା ମୁଖ୍ୟାଳୟଠାରୁ ଏହା ୪୮ କିଲୋମିଟର ଦୂରରେ ରହିଛି । ୨୦୧୧ ଜନଗଣନା ଅନୁଯାୟୀ ଚାଟିକଣାର ଜନସଂଖ୍ୟା ୨୧୮୩ । ସେଥିରୁ ପୁରୁଷ ୧୦୬୭ ଓ ମହିଳା ୧୧୧୬[୩] । ବିଷମକଟକର ରେଳ ଷ୍ଟେସନ ଚାଟିକଣା ଦେଇ ଯାଇଥିବାରୁ ଏଠାରେ ରେଳ ଯୋଗାଯୋଗ ରହିଛି ।
ଇତିହାସ
[ସମ୍ପାଦନା]ପର୍ଯ୍ୟଟନ
[ସମ୍ପାଦନା]ଚାଟିକଣା ନିକଟରେ ଏକ ଛୋଟ ଜଳପ୍ରପାତ ଏବଂ ଶିବ ମନ୍ଦିର ( ଶ୍ରୀ ପାତାଳେଶ୍ୱର) ରହିଛି । ଏହା ଓଡ଼ିଶା ସରକାରଙ୍କ ଏକ ଚିହ୍ନିତ ପର୍ଯ୍ୟଟନସ୍ଥଳୀ ଅଟେ ।[୪] ଏତଦ୍ ବ୍ୟତୀତ ଏଠାରେ ଡଙ୍ଗରିଆ କନ୍ଧ ସମାଜର ଚଳଣୀ ଉପରେ ଏକ ମ୍ୟୁଜିୟମ ରହିଛି ।
ଆଧାର
[ସମ୍ପାଦନା]- ↑ Patra, Dasarathy. Tribal Tourism and Culture (PDF). Orissareview-November,2011. pp. 63–68.
- ↑ Identified Tourist Centres of Odisha (PDF). Orissa Reference Annual-2011. pp. 521–532. Retrieved 24 June 2015.
- ↑ ୨୦୧୧ ଭାରତର ଜନଗଣନା
- ↑ "Rayagada". traveladda.com. Archived from the original on 4 April 2012. Retrieved 27 June 2015.
ବାହାର ତଥ୍ୟ
[ସମ୍ପାଦନା]ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |