୨୦୨୪ ଭାରତୀୟ ସାଧାରଣ ନିର୍ବାଚନ
ଲେଖା ଚାଲିଛି...
| ||||||||||
| ||||||||||
|
୨୦୨୪ ଅପ୍ରେଲରୁ ମଇ ମାସ ମଧ୍ୟରେ ଭାରତରେ ଲୋକ ସଭାର ୫୪୩ ଜଣ ସଦସ୍ୟ ଚୟନ ପାଇଁ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଆଶା କରାଯାଉଛି ।
ପୃଷ୍ଠଭୂମି[ସମ୍ପାଦନା]
ସପ୍ତଦଶ ଲୋକ ସଭାର କାର୍ଯ୍ୟକାଳ ୧୬ ଜୁନ ୨୦୨୪ରେ ଶେଷ ହେବାକୁ ଯାଉଛି ।[୧] ପୂର୍ବ ସାଧାରଣ ନିର୍ବାଚନ ୨୦୧୯ ଅପ୍ରେଲ-ମଇ ମାସରେ ଅନୁଷ୍ଠିତ ହୋଇଥିଲା । ନିର୍ବାଚନ ପରେ ଭାରତୀୟ ଜନତା ପାର୍ଟି ନେତୃତ୍ବରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ କେନ୍ଦ୍ର ସରକାର ଗଠନ କରିଥିଲା ଏବଂ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ।[୨]