୨୦୨୪ ଭାରତୀୟ ସାଧାରଣ ନିର୍ବାଚନ
Appearance
| ||||||||||
| ||||||||||
|
୨୦୨୪ ଏପ୍ରିଲ ୧୯ରୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଭାରତରେ ସାତଟି ପର୍ଯ୍ୟାୟରେ ଲୋକସଭାର ସମସ୍ତ ୫୪୩ ଜଣ ସଦସ୍ୟଚୟନ ପାଇଁ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଭୋଟ୍ ଗଣତି କରାଯାଇ ଜୁନ୍ ୪ ତାରିଖରେ ଅଷ୍ଟାଦଶ ଲୋକସଭା ଗଠନ ପାଇଁ ଫଳାଫଳ ପ୍ରକାଶ ପାଇଥିଲା।
ପୃଷ୍ଠଭୂମି
[ସମ୍ପାଦନା]ସପ୍ତଦଶ ଲୋକ ସଭାର କାର୍ଯ୍ୟକାଳ ୧୬ ଜୁନ ୨୦୨୪ରେ ଶେଷ ହେବାକୁ ଯାଉଛି ।[୧] ପୂର୍ବ ସାଧାରଣ ନିର୍ବାଚନ ୨୦୧୯ ଅପ୍ରେଲ-ମଇ ମାସରେ ଅନୁଷ୍ଠିତ ହୋଇଥିଲା । ନିର୍ବାଚନ ପରେ ଭାରତୀୟ ଜନତା ପାର୍ଟି ନେତୃତ୍ବରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ କେନ୍ଦ୍ର ସରକାର ଗଠନ କରିଥିଲା ଏବଂ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ।[୨]