ଯଶବନ୍ତ ନାରାୟଣ ସିଂ ଲାଗୁରି
ଦେଖଣା
Yashbant Narayan Singh Laguri | |
|---|---|
| Member: 15th Lok Sabha | |
| କାର୍ଯ୍ୟକାଳ 2009–2014 | |
| ପୂର୍ବ ଅଧିକାରୀ | Ananta Nayak |
| ପର ଅଧିକାରୀ | Sakuntala Laguri |
| ନିର୍ବାଚନ ମଣ୍ଡଳୀ | Keonjhar |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୧୮ ଅପ୍ରେଲ ୧୯୭୧ Ramala, Keonjhar |
| ଜାତୀୟତା | Indian |
| ରାଜନୀତିକ ଦଳ | BJD |
| ଜୀବନ ସାଥୀ | Sakuntala Laguri |
ଯଶବନ୍ତ ନାରାୟଣ ସିଂ ଲାଗୁରି (ଜନ୍ମ : ୧୮ ଏପ୍ରିଲ ୧୯୭୧) ଭାରତର (୧୫ ତମ ଲୋକ ସଭା)ର ସଦସ୍ୟଥିଲେ । ସେ ଓଡ଼ିଶା , କେନ୍ଦୁଝରର (ଲୋକ ସଭା ମିର୍ବାଚନ ମଣ୍ଡଳକୁ) ପ୍ରତିନିଧିତ୍ୱ କରିଥିଲେ ଏବଂ ସେ ରାଜନୀତି କ୍ଷେତ୍ରରେ ବିଜୁ ଜନତା ଦଳର (ବିଜେଡି)ର ଜଣେ ସଦସ୍ୟ ଥିଲେ । [୧]
ଏହାକୁ ଦେଖନ୍ତୁ
[ସମ୍ପାଦନା]- କେନ୍ଦୁଝର (ଲୋକ ସଭା ନିର୍ବାଚନ ମଣ୍ଡଳୀ)
- ଓଡ଼ିଶାରେ ଭାରତୀୟ ସାଧାରଣ ନିର୍ବାଚନ, ୨୦୦୯
- ବିଜୁ ଜନତା ଦଳ
ଆଧାର
[ସମ୍ପାଦନା]- ↑ "Lok Sabha". 164.100.47.132. 2012. Retrieved 27 ମାର୍ଚ୍ଚ 2012.
Fifteenth Lok Sabha Members Bioprofile