ଯଶବନ୍ତ ନାରାୟଣ ସିଂ ଲାଗୁରି

ଉଇକିପିଡ଼ିଆ ରୁ
Jump to navigation Jump to search

Yashbant Narayan Singh Laguri
Member: 15th Lok Sabha
In office
2009–2014
ପୂର୍ବ ଅଧିକାରୀAnanta Nayak
ପର ଅଧିକାରୀSakuntala Laguri
ନିର୍ବାଚନ ମଣ୍ଡଳୀKeonjhar
ବ୍ୟକ୍ତିଗତ ସବିଶେଷ
ଜନ୍ମ୧୮ ଅପ୍ରେଲ ୧୯୭୧ (1971-04-18) (୪୮ ବର୍ଷ)
Ramala, Keonjhar
ଜାତୀୟତାIndian
ରାଜନୀତିକ ଦଳBJD
ଜୀବନ ସାଥୀSakuntala Laguri
ଧର୍ମHindu

ଯଶବନ୍ତ ନାରାୟଣ ସିଂ ଲାଗୁରି (ଜନ୍ମ : ୧୮ ଏପ୍ରିଲ ୧୯୭୧) ଭାରତର (୧୫ ତମ ଲୋକ ସଭା)ର ସଦସ୍ୟଥିଲେ । ସେ ଓଡ଼ିଶା , କେନ୍ଦୁଝରର (ଲୋକ ସଭା ମିର୍ବାଚନ ମଣ୍ଡଳକୁ) ପ୍ରତିନିଧିତ୍ୱ କରିଥିଲେ ଏବଂ ସେ ରାଜନୀତି କ୍ଷେତ୍ରରେ ବିଜୁ ଜନତା ଦଳର (ବିଜେଡି)ର ଜଣେ ସଦସ୍ୟ ଥିଲେ । [୧]

ଏହାକୁ ଦେଖନ୍ତୁ[ସମ୍ପାଦନା]

  • କେନ୍ଦୁଝର (ଲୋକ ସଭା ନିର୍ବାଚନ ମଣ୍ଡଳୀ)
  • ଓଡ଼ିଶାରେ ଭାରତୀୟ ସାଧାରଣ ନିର୍ବାଚନ, ୨୦୦୯
  • ବିଜୁ ଜନତା ଦଳ

ଆଧାର[ସମ୍ପାଦନା]

  1. "Lok Sabha". 164.100.47.132. 2012. Retrieved 27 March 2012. Fifteenth Lok Sabha Members Bioprofile