ଲକ୍ଷ୍ମଣ ଟୁଡୁ
ଦେଖଣା
ଲକ୍ଷ୍ମଣ ଟୁଡୁ | |
---|---|
ସାଂସଦ: ୧୫ଶ ଲୋକ ସଭା | |
କାର୍ଯ୍ୟକାଳ ୨୦୦୯ – ୨୦୧୪ | |
ପୂର୍ବ ଅଧିକାରୀ | ସୁଦାମ ମାରାଣ୍ଡି |
ପର ଅଧିକାରୀ | ରାମଚନ୍ଦ୍ର ହାଁସଦା |
ନିର୍ବାଚନ ମଣ୍ଡଳୀ | ମୟୂରଭଞ୍ଜ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୬ ମଇ ୧୯୬୫ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ଯମୁନା ହାଁସଦା ବାସନ୍ତି ଟୁଡୁ (୧ମ ପତ୍ନୀଙ୍କ ମୃତ୍ୟୁ ପରେ) |
ସନ୍ତାନ | ୪ ଝିଅ |
ବାପା/ବୋଉ | ଧ୍ୟାନ ଚନ୍ଦ୍ର ଟୁଡୁ (ବାପା) ବୀଜମଣି ଟୁଡୁ (ମାଆ) |
ବୃତ୍ତି | ରାଜନୀତିଜ୍ଞ |
ଲକ୍ଷ୍ମଣ ଟୁଡୁ (ଜନ୍ମ: ୧୬ ମଇ ୧୯୬୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ଲକ୍ଷ୍ମଣ ଭାରତୀୟ ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ଲୋକ ସଭାରେ ଜଣେ ସାଂସଦ ଭାବରେ ସେ କାର୍ଯ୍ୟ କରିଛନ୍ତି । ୨୦୦୯ ମସିହାର ଭାରତୀୟ ସାଧାରଣ ନିର୍ବାଚନରେ ସେ ମୟୂରଭଞ୍ଜ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ଶିକ୍ଷା ଓ ପରିବାର
[ସମ୍ପାଦନା]ଲକ୍ଷ୍ମଣ ଟୁଡୁ ୧୯୬୫ ମସିହାର ମଇ ମାସ ୧୬ ତାରିଖରେ ମୟୂରଭଞ୍ଜନ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ଧ୍ୟାନ ଚନ୍ଦ୍ର ଟୁଡୁ ଏବଂ ମାତାଙ୍କ ନାମ ବୀଜମଣି ଟୁଡୁ ।[୧] ତାଙ୍କର ପ୍ରଥମ ପତ୍ନୀ ଯମୁନା ହାଁସଦାଙ୍କ ମୃତ୍ୟୁ ପରେ ସେ ବାସନ୍ତି ଟୁଡୁଙ୍କୁ ବିବାହ କରିଥିଲେ ।[୧] ତାଙ୍କର ୪ ଜଣ ଝିଅ ଅଛନ୍ତି ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଲକ୍ଷ୍ମଣ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ଜଣେ ସାଂସଦ ଭାବରେ କାର୍ଯ୍ୟ କରିଛନ୍ତି ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Detailed Profile: Shri Laxman Tudu". ind.gov.in. Retrieved 15 August 2019.[permanent dead link]