ଦେବଗଡ଼ ଜିଲ୍ଲା

ଉଇକିପିଡ଼ିଆ ରୁ
(ଦେବଗଡ଼ ଜିଲା ରୁ ଲେଉଟି ଆସିଛି)
Jump to navigation Jump to search
ଦେବଗଡ଼
ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଅବସ୍ଥିତି: 21°31′59″N 84°43′59″E / 21.533°N 84.733°E / 21.533; 84.733Coordinates: 21°31′59″N 84°43′59″E / 21.533°N 84.733°E / 21.533; 84.733
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାସମ୍ବଲପୁର
ଭାଷାଓଡ଼ିଆ, ଇଂରାଜୀ
ବିଧାନ ସଭା୧ଟି ଆସନ: ଦେବଗଡ଼
କ୍ଷେତ୍ରଫଳ
 • ଜିଲ୍ଲା km2 (ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର । acres)
ଜନସଂଖ୍ୟା (୨୦୧୧)
 • ଘନତା106/km2 (Bad rounding here270/sq mi)
IST (+୫.୩୦)
ପିନ କୋଡ଼୭୬୮ xxx
ଗାଡ଼ି ପଞ୍ଜିକରଣOD-28
ଜିଲ୍ଲାପାଳବନ ବିହାରି ଜେନା
ୱେବସାଇଟମୁଖ୍ୟ ୱେବସାଇଟ

ଦେବଗଡ଼ ଜିଲ୍ଲା, ଓଡ଼ିଶାର ଉତ୍ତର-ପଶ୍ଚିମରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଦେବଗଡ଼ ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟ ସହର ।

ଇତିହାସ[ସମ୍ପାଦନା]

ଜାନୁଆରୀ ପହିଲା ୧୯୯୪ ଦିନ ଏହା ସମ୍ବଲପୁର ଜିଲ୍ଲାରୁ ଅଲଗା ହୋଇ ଏକ ନୂଆ ଜିଲ୍ଲାର ପରିଚୟ ପାଇଲା୤

ଭୂଗୋଳ[ସମ୍ପାଦନା]

ଦେବଗଡ଼ ଜିଲ୍ଲାର ଆୟତନ ୨,୭୮୨ ବର୍ଗ କିମି୤

ଜନସଂଖ୍ୟା[ସମ୍ପାଦନା]

୨୦୧୧ ଜନଗଣନା[୧] ଅନୁସାରେ, ଦେବଗଡ଼ ଜିଲ୍ଲାର ମୋଟ ଲୋକସଂଖ୍ୟା ୩,୧୨,୧୬୪| ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୨,୮୯,୮୧୪ ଓ ସହରାଞ୍ଚଳରେ ୨୨,୩୫୦ ଲୋକ ବାସ କରନ୍ତି [୨] |

  • ପୁରୁଷ: ୧,୫୮,୦୧୭
  • ମହିଳା: ୧,୫୪,୧୪୭
    • ଛ ବର୍ଷରୁ କମ: ୩୮,୬୨୧
  • ପଢୁଆ ହାର ୭୩.୦୭%
    • ପୁରୁଷ: ୮୨.୬୨%
    • ମହିଳା: ୬୩.୩୬%

ସଦର ମହକୁମା[ସମ୍ପାଦନା]

  • ଦେବଗଡ଼

ତହସିଲ[ସମ୍ପାଦନା]

  • ଦେବଗଡ଼
  • ରିଆମାଳ
  • ବାରକୋଟ

ଗ୍ରାମ ପଞ୍ଚାୟତ[ସମ୍ପାଦନା]

ମୋଟ ୬୦ ଗ୍ରାମ ପଞ୍ଚାୟତ, ତନ୍ମଧ୍ୟରୁ

  • ବାରକୋଟ ବ୍ଳକ ଅଧିନରେ: ୨୨ଟି
  • ରିଆମାଳ ବ୍ଳକ ଅଧିନରେ: ୨୨ଟି
  • ତିଳେଇବଣି ବ୍ଳକ ଅଧିନରେ: ୧୬ଟି

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]