୧୫ ଡିସେମ୍ବର
ଦେଖଣା
(ଡିସେମ୍ବର ୧୫ରୁ ଲେଉଟି ଆସିଛି)
<< | ଡିସେମ୍ବର | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | ୩ | ୪ | ୫ | ୬ | ୭ |
୮ | ୯ | ୧୦ | ୧୧ | ୧୨ | ୧୩ | ୧୪ |
୧୫ | ୧୬ | ୧୭ | ୧୮ | ୧୯ | ୨୦ | ୨୧ |
୨୨ | ୨୩ | ୨୪ | ୨୫ | ୨୬ | ୨୭ | ୨୮ |
୨୯ | ୩୦ | ୩୧ | ||||
୨୦୨୪ |
December 15 in recent years |
୨୦୨୩ (ଶୁକ୍ରବାର) |
୨୦୨୨ (ଗୁରୁବାର) |
୨୦୨୧ (ବୁଧବାର) |
୨୦୨୦ (ମଙ୍ଗଳବାର) |
୨୦୧୯ (ରବିବାର) |
୨୦୧୮ (ଶନିବାର) |
୨୦୧୭ (ଶୁକ୍ରବାର) |
୨୦୧୬ (ଗୁରୁବାର) |
୨୦୧୫ (ମଙ୍ଗଳବାର) |
୨୦୧୪ (ସୋମବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୫ ଡିସେମ୍ବର ବର୍ଷର ୩୪୯ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୩୫୦ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୬ ଦିନ ବାକି ଅଛି ।
ଘଟଣାବଳୀ
[ସମ୍ପାଦନା]ଜନ୍ମ
[ସମ୍ପାଦନା]- ୧୯୦୫ – ଇରାବତୀ କର୍ବେ, ନୃତତ୍ତ୍ୱବିଜ୍ଞାନୀ, ଶିକ୍ଷାବିତ ଓ ଲେଖିକା (ମୃତ୍ୟୁ: ୧୧ ଅଗଷ୍ଟ ୧୯୭୦)
- ୧୯୦୮ – ସ୍ୱାମୀ ରଙ୍ଗନାଥାନନ୍ଦ, ପଣ୍ଡିତ ଓ ଗ୍ରନ୍ଥ ରଚୟିତା (ମୃତ୍ୟୁ: ୨୫ ଅପ୍ରେଲ ୨୦୦୫)
- ୧୯୨୩ – ବସନ୍ତ କୁମାରୀ ପଟ୍ଟନାୟକ, କବୀ ଓ ଔପନ୍ୟାସିକା (ମୃତ୍ୟୁ: ୨୯ ମାର୍ଚ୍ଚ ୨୦୧୩)
ମୃତ୍ୟୁ
[ସମ୍ପାଦନା]- ୧୯୫୦ – ବଲ୍ଲଭଭାଇ ପଟେଲ, ସ୍ୱାଧୀନତା ସଂଗ୍ରାମୀ (ଜନ୍ମ: ୩୧ ଅକ୍ଟୋବର ୧୮୭୫)
- ୧୯୮୯ – ଅନନ୍ତ ପ୍ରସାଦ ପଣ୍ଡା, ଓଡ଼ିଆ ସାହିତ୍ୟିକ (ଜନ୍ମ: ୧୯୦୬)
ପର୍ବପର୍ବାଣି
[ସମ୍ପାଦନା]ଅଧିକ ତଥ୍ୟ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ୧୫ ଡିସେମ୍ବର
ବାବଦରେ ମାଧ୍ୟମ ରହିଛି ।