ସ୍ୱାମୀ ରଙ୍ଗନାଥାନନ୍ଦ

ଉଇକିପିଡ଼ିଆ ରୁ
Jump to navigation Jump to search
ସ୍ୱାମୀ ରଙ୍ଗନାଥାନନ୍ଦ
ଜନ୍ମ ତାରିଖ୧୫ ଡିସେମ୍ବର ୧୯୦୮(1908-12-15)
ଜନ୍ମସ୍ଥାନତ୍ରିସୁର, କେରଳ, ଭାରତ
ଜନ୍ମ ନାମଶଙ୍କରନ
ତିରୋଧାନ

୨୫ ଅପ୍ରେଲ ୨୦୦୫ (୯୬ ବର୍ଷ)

ତିରୋଧାନ ସ୍ଥାନବେଲୁଡ ମଠ,କଲିକତା
ଦର୍ଶନବେଦାନ୍ତ

ସ୍ୱାମୀ ରଙ୍ଗନାଥାନନ୍ଦ (୧୯୦୮-୨୦୦୫) ଥିଲେ ରାମକୃଷ୍ଣ ମଠରାମକୃଷ୍ଣ ମିଶନର ୧୩ତମ ଅଧ୍ୟକ୍ଷ । ସେ ଜଣେ ସୁପଣ୍ଡିତ ଓ ବହୁ ଗ୍ରନ୍ଥର ରଚୟିତା ମଧ୍ୟ । ସେ ପୃଥିବୀର ବିଭିନ୍ନ ସ୍ଥାନ ଭ୍ରମଣ କରି ବେଦାନ୍ତର ପ୍ରଚାର କରିଥିଲେ ।