୨୨ ଜାନୁଆରୀ
ଦେଖଣା
(ଜାନୁଆରୀ ୨୨ରୁ ଲେଉଟି ଆସିଛି)
<< | ଜାନୁଆରୀ | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | ୩ | ୪ | ୫ | ୬ | |
୭ | ୮ | ୯ | ୧୦ | ୧୧ | ୧୨ | ୧୩ |
୧୪ | ୧୫ | ୧୬ | ୧୭ | ୧୮ | ୧୯ | ୨୦ |
୨୧ | ୨୨ | ୨୩ | ୨୪ | ୨୫ | ୨୬ | ୨୭ |
୨୮ | ୨୯ | ୩୦ | ୩୧ | |||
୨୦୨୪ |
January 22 in recent years |
୨୦୨୪ (ସୋମବାର) |
୨୦୨୩ (ରବିବାର) |
୨୦୨୨ (ଶନିବାର) |
୨୦୨୧ (ଶୁକ୍ରବାର) |
୨୦୨୦ (ବୁଧବାର) |
୨୦୧୯ (ମଙ୍ଗଳବାର) |
୨୦୧୮ (ସୋମବାର) |
୨୦୧୭ (ରବିବାର) |
୨୦୧୬ (ଶୁକ୍ରବାର) |
୨୦୧୫ (ଗୁରୁବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୨ ଜାନୁଆରୀ ବର୍ଷର ୨୨ତମ ଦିବସ ଅଟେ । ବର୍ଷ ଶେଷ ହେବା ପାଇଁ ଆଉ ୩୪୩ ଦିନ ବାକି ଅଛି (ଅଧିବର୍ଷ ଗୁଡ଼ିକରେ ୩୪୪ ଦିନ ) ।
ଜନ୍ମ
[ସମ୍ପାଦନା]- ୧୯୫୪ – କୈଳାଶ ଚନ୍ଦ୍ର ମେହେର, ପଦ୍ମଶ୍ରୀ ସମ୍ମାନିତ ଚିତ୍ରଶିଳ୍ପୀ
- ୨୦୦୩ – ଭୂମିକା ଦାଶ, ଓଡ଼ିଆ ଅଭିନେତ୍ରୀ
ମୃତ୍ୟୁ
[ସମ୍ପାଦନା]- ୧୬୬୬ – ମୋଗଲ ଶାସକ ଶାହଜାହାନ (ଜନ୍ମ: ୫ ଜାନୁଆରୀ ୧୫୯୨)
- ୨୦୦୩ – ଗୋପାଳ ଛୋଟରାୟ, ପଦ୍ମଶ୍ରୀ ସମ୍ମାନିତ ନାଟ୍ୟକାର (ଜନ୍ମ: ୨୦ ଅପ୍ରେଲ ୧୯୧୬)[୧]
ଘଟଣାବଳୀ
[ସମ୍ପାଦନା]- ୧୫୮୪ – ସ୍ୱିଜରଲାଣ୍ଡରେ ଗ୍ରେଗରୀୟ କ୍ୟାଲେଣ୍ଡର ପ୍ରଚଳନ ଆରମ୍ଭ ।
- ୧୯୦୧ – ବ୍ରିଟେନର ମହାରାଣୀ ଭିକ୍ଟୋରିଆଙ୍କ ମୃତ୍ୟୁ
ପର୍ବପର୍ବାଣି
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "ନାଟ୍ୟ ସାହିତ୍ୟର ଅନନ୍ୟ ବିନ୍ଧାଣି". ସକାଳ. Archived from the original on 22 January 2021. Retrieved 22 January 2021.
ବାହାର ଲିଙ୍କ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ୨୨ ଜାନୁଆରୀ
ବାବଦରେ ମାଧ୍ୟମ ରହିଛି ।