ଖରାସାହାପୁର ବେଳାଭୂମି

ଉଇକିପିଡ଼ିଆ ରୁ
Jump to navigation Jump to search
ଖରାସାହାପୁର ବେଳାଭୂମି
ବେଳାଭୂମି
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାବାଲେଶ୍ୱର
ବିଧାନ ସଭାସୋର
ନାମରେ ନାମିତଭ୍ରମଣ, ମାଛଧରା
ସମୟ ମଣ୍ଡଳIST (+୫.୩୦)

ଖରାସାହାପୁର ବେଳାଭୂମି ଓଡ଼ିଶାର ବାଲେଶ୍ୱରର ଦକ୍ଷିଣ ଭାଗରେ ଅବସ୍ଥିତ ଏକ ବେଳାଭୂମି ।

ଅବସ୍ଥାନ[ସମ୍ପାଦନା]

ଏହା ବାଲେଶ୍ୱର ଠାରୁ ୩୭ କି.ମି. ଦୂରରେ ଅବସ୍ଥିତ ।

ଏହି ବେଳାଭୂମିର ଅନତି ଦୂରରେ ଏକ ମନୋରମ ଓ ପୁରାତନ ମଙ୍ଗଳା ମନ୍ଦିର ରହିଅଛି । ଏହି ବେଳାଭୂମି ଏକ ଶାନ୍ତ ବେଳାଭୂମି । ଏଠାରୁ ୧ କି.ମି. ଦୂରରେ ଏକ ମାଛଧରା ମୁହାଣ ଅଛି । ଛୋଟ ଛୋଟ ମୋଟରଚାଳିତ ଡଙ୍ଗାରେ ଏଠାରୁ ମାଛ ମରାଯାଇଥାଏ ।

ଆଧାର[ସମ୍ପାଦନା]

ଛାଞ୍ଚ:ବାଲେଶ୍ୱର