Jump to content

ଖରାସାହାପୁର ବେଳାଭୂମି

ଉଇକିପିଡ଼ିଆ‌ରୁ
ଖରାସାହାପୁର ବେଳାଭୂମି
ବେଳାଭୂମି
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାବାଲେଶ୍ୱର
ବିଧାନ ସଭାସୋର
Named forଭ୍ରମଣ, ମାଛଧରା
Time zoneIST (+୫.୩୦)

ଖରାସାହାପୁର ବେଳାଭୂମି ଓଡ଼ିଶାର ବାଲେଶ୍ୱରର ଦକ୍ଷିଣ ଭାଗରେ ଅବସ୍ଥିତ ଏକ ବେଳାଭୂମି ।

ଅବସ୍ଥାନ

[ସମ୍ପାଦନା]

ଏହା ବାଲେଶ୍ୱରଠାରୁ ୩୭ କି.ମି. ଦୂରରେ ଅବସ୍ଥିତ ।

ଏହି ବେଳାଭୂମିର ଅନତି ଦୂରରେ ଏକ ମନୋରମ ଓ ପୁରାତନ ମଙ୍ଗଳା ମନ୍ଦିର ରହିଛି । ଏହି ବେଳାଭୂମି ଏକ ଶାନ୍ତ ବେଳାଭୂମି । ଏଠାରୁ ୧ କି.ମି. ଦୂରରେ ଏକ ମାଛଧରା ମୁହାଣ ଅଛି । ଛୋଟ ଛୋଟ ମୋଟରଚାଳିତ ଡଙ୍ଗାରେ ଏଠାରୁ ମାଛ ମରାଯାଇଥାଏ ।

ଛାଞ୍ଚ:ବାଲେଶ୍ୱର