ଖରାସାହାପୁର ବେଳାଭୂମି
ଦେଖଣା
(ଖରାସାହାପୁରରୁ ଲେଉଟି ଆସିଛି)
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ଖରାସାହାପୁର ବେଳାଭୂମି | |
|---|---|
ବେଳାଭୂମି | |
| ଦେଶ | ଭାରତ |
| ରାଜ୍ୟ | ଓଡ଼ିଶା |
| ଲୋକ ସଭା | ବାଲେଶ୍ୱର |
| ବିଧାନ ସଭା | ସୋର |
| Named for | ଭ୍ରମଣ, ମାଛଧରା |
| Time zone | IST (+୫.୩୦) |
ଖରାସାହାପୁର ବେଳାଭୂମି ଓଡ଼ିଶାର ବାଲେଶ୍ୱରର ଦକ୍ଷିଣ ଭାଗରେ ଅବସ୍ଥିତ ଏକ ବେଳାଭୂମି ।
ଅବସ୍ଥାନ
[ସମ୍ପାଦନା]ଏହା ବାଲେଶ୍ୱରଠାରୁ ୩୭ କି.ମି. ଦୂରରେ ଅବସ୍ଥିତ ।
ଏହି ବେଳାଭୂମିର ଅନତି ଦୂରରେ ଏକ ମନୋରମ ଓ ପୁରାତନ ମଙ୍ଗଳା ମନ୍ଦିର ରହିଛି । ଏହି ବେଳାଭୂମି ଏକ ଶାନ୍ତ ବେଳାଭୂମି । ଏଠାରୁ ୧ କି.ମି. ଦୂରରେ ଏକ ମାଛଧରା ମୁହାଣ ଅଛି । ଛୋଟ ଛୋଟ ମୋଟରଚାଳିତ ଡଙ୍ଗାରେ ଏଠାରୁ ମାଛ ମରାଯାଇଥାଏ ।