ହରିହର ଦାସ (୧୯୧୩ ଜନ୍ମ)

ଉଇକିପିଡ଼ିଆ ରୁ
Jump to navigation Jump to search
ହରିହର ଦାସ
Harihar Das.jpg
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା
In office
୧୯୭୪ – ୧୯୭୭
ପୂର୍ବ ଅଧିକାରୀକୃଷ୍ଣଚନ୍ଦ୍ର ତ୍ରିପାଠୀ
ପର ଅଧିକାରୀହରିହର ସ୍ୱାଇଁ
ନିର୍ବାଚନ ମଣ୍ଡଳୀଆସିକା
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା
ଅଫିସରେ
୧୯୬୭ – ୧୯୭୧
ପୂର୍ବ ଅଧିକାରୀକୃଷ୍ଣଚନ୍ଦ୍ର ତ୍ରିପାଠୀ
ପର ଅଧିକାରୀଲୋକନାଥ ମିଶ୍ର
ନିର୍ବାଚନ ମଣ୍ଡଳୀଆସିକା
ବିଧାୟକ: ୧ମ, ୨ୟ ଓଡ଼ିଶା ବିଧାନ ସଭା
ଅଫିସରେ
୧୯୫୨ – ୧୯୬୧
ପର ଅଧିକାରୀଲୋକନାଥ ମିଶ୍ର
ନିର୍ବାଚନ ମଣ୍ଡଳୀଆସିକା
ବ୍ୟକ୍ତିଗତ ସବିଶେଷ
ଜନ୍ମ୧୫ ଜାନୁଆରୀ ୧୯୧୩(1913-01-15)
ମୃତ୍ୟୁ୨ ମଇ ୧୯୯୪(1994-05-02) (ବୟସ ୮୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ କମ୍ୟୁନିଷ୍ଟ ପାର୍ଟି
ଜୀବନ ସାଥୀଶକୁନ୍ତଳା ଦାସ
ବାପା/ମା'ନୀଳକଣ୍ଠ ଦାସ (ବାପା)
ବୃତ୍ତିରାଜନୀତିଜ୍ଞ

ହରିହର ଦାସ (୧୫ ଜାନୁଆରୀ ୧୯୧୩ - ୨ ମଇ ୧୯୯୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୪ ଥର କାର୍ଯ୍ୟ କରିଥିଲେ । ୧୯୫୨, ୧୯୫୭, ୧୯୬୭ ଓ ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଆସିକା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ, ୨ୟ, ୪ର୍ଥ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ ପରିବାର ଓ ଶିକ୍ଷା[ସମ୍ପାଦନା]

ହରିହର ୧୯୧୩ ମସିହାର ଜାନୁଆରୀ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନୀଳକଣ୍ଠ ଦାସ ଓ ପତ୍ନୀଙ୍କ ନାମ ଶକୁନ୍ତଳା ଦାସ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ହରିହର ଓଡ଼ିଶା ରାଜନୀତିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜନେତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର କାର୍ଯ୍ୟ କରିଥିଲେ ।[୧]

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୫୨ ୧୯୫୭ ସଭ, ୧ମ ଓଡ଼ିଶା ବିଧାନ ସଭା ଆସିକା ଭାରତୀୟ କମ୍ୟୁନିଷ୍ଟ ପାର୍ଟି
୧୯୫୭ ୨୦୦୪ ସଭ୍ୟ, ୨ୟ ଓଡ଼ିଶା ବିଧାନ ସଭା ଆସିକା ଭାରତୀୟ କମ୍ୟୁନିଷ୍ଟ ପାର୍ଟି
୧୯୭୪ ୧୯୬୭ ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା ଆସିକା ଭାରତୀୟ କମ୍ୟୁନିଷ୍ଟ ପାର୍ଟି
୧୯୬୭ ୨୦୧୯ ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା ଆସିକା ଭାରତୀୟ କମ୍ୟୁନିଷ୍ଟ ପାର୍ଟି

ମୃତ୍ୟୁ[ସମ୍ପାଦନା]

ହରିହର ୧୯୯୪ ମସିହାର ମଇ ୨ ତାରିଖରେ ୮୧ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Harihar Das". odishaassembly.nic.in. Odisha Assembly. Retrieved 24 December 2020.