୪ ଅଗଷ୍ଟ
ଦେଖଣା
<< | ଅଗଷ୍ଟ | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | |||||
୩ | ୪ | ୫ | ୬ | ୭ | ୮ | ୯ |
୧୦ | ୧୧ | ୧୨ | ୧୩ | ୧୪ | ୧୫ | ୧୬ |
୧୭ | ୧୮ | ୧୯ | ୨୦ | ୨୧ | ୨୨ | ୨୩ |
୨୪ | ୨୫ | ୨୬ | ୨୭ | ୨୮ | ୨୯ | ୩୦ |
୩୧ | ||||||
୨୦୨୫ |
August 4 in recent years |
୨୦୨୪ (ରବିବାର) |
୨୦୨୩ (ଶୁକ୍ରବାର) |
୨୦୨୨ (ଗୁରୁବାର) |
୨୦୨୧ (ବୁଧବାର) |
୨୦୨୦ (ମଙ୍ଗଳବାର) |
୨୦୧୯ (ରବିବାର) |
୨୦୧୮ (ଶନିବାର) |
୨୦୧୭ (ଶୁକ୍ରବାର) |
୨୦୧୬ (ଗୁରୁବାର) |
୨୦୧୫ (ମଙ୍ଗଳବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୪ ଅଗଷ୍ଟ ବର୍ଷର ୨୧୬ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୧୭ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୪୯ ଦିନ ବାକି ଅଛି ।
ଘଟଣାବଳୀ
[ସମ୍ପାଦନା]- ୧୮୬୬- ଉତ୍କଳ ଦୀପିକା ପ୍ରଥମ କରି ପ୍ରକାଶିତ ହୋଇଥିଲା ।
ଜନ୍ମ
[ସମ୍ପାଦନା]- ୧୯୬୧- ବରାକ ଓବାମା, ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଥମ ଆଫ୍ରିକୀୟ-ଆମେରିକୀୟ ରାଷ୍ଟ୍ରପତି
ମୃତ୍ୟୁ
[ସମ୍ପାଦନା]- ୧୯୮୧- ପର୍ଶୁରାମ ମିଶ୍ର, ପଦ୍ମଶ୍ରୀ ସମ୍ମାନିତ ଉଦ୍ଭିଦ ବିଜ୍ଞାନୀ ଓ ଶିକ୍ଷାବିତ (ଜନ୍ମ: ୨୫ ଜାନୁଆରୀ ୧୮୯୪)
- ୨୦୦୬- ନନ୍ଦିନୀ ଶତପଥୀ, ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ (ଜନ୍ମ: ୯ ଜୁନ ୧୯୩୧)
ପର୍ବପର୍ବାଣି
[ସମ୍ପାଦନା]ବାହାର ଲିଙ୍କ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ୪ ଅଗଷ୍ଟ
ବାବଦରେ ମାଧ୍ୟମ ରହିଛି ।