୧୭ ଜୁନ
ଦେଖଣା
<< | ଜୁନ | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ||||||
୨ | ୩ | ୪ | ୫ | ୬ | ୭ | ୮ |
୯ | ୧୦ | ୧୧ | ୧୨ | ୧୩ | ୧୪ | ୧୫ |
୧୬ | ୧୭ | ୧୮ | ୧୯ | ୨୦ | ୨୧ | ୨୨ |
୨୩ | ୨୪ | ୨୫ | ୨୬ | ୨୭ | ୨୮ | ୨୯ |
୩୦ | ||||||
୨୦୨୪ |
June 17 in recent years |
୨୦୨୪ (ସୋମବାର) |
୨୦୨୩ (ଶନିବାର) |
୨୦୨୨ (ଶୁକ୍ରବାର) |
୨୦୨୧ (ଗୁରୁବାର) |
୨୦୨୦ (ବୁଧବାର) |
୨୦୧୯ (ସୋମବାର) |
୨୦୧୮ (ରବିବାର) |
୨୦୧୭ (ଶନିବାର) |
୨୦୧୬ (ଶୁକ୍ରବାର) |
୨୦୧୫ (ବୁଧବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୭ ଜୁନ ବର୍ଷର ୧୬୮ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୧୬୯ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୯୭ ଦିନ ବାକି ଅଛି ।
ଘଟଣାବଳୀ
[ସମ୍ପାଦନା]- ୧୭୭୫- ବଂକର ହିଲର ଯୁଦ୍ଧରେ ବ୍ରିଟିସ ସେନା ଆମେରିକାର ମହାଦ୍ୱୀପୀୟ ସେନାକୁ ପରାଜିତ କଲା କିନ୍ତୁ ତାକୁ ଏହି ଯୁଦ୍ଧରେ ଭାରୀ କ୍ଷତି ଉଠେଇବା ପଡ଼ିଥିଲା । ମହାଦ୍ୱୀପୀୟ ସେନା ଶିଘ୍ରାତୀ ଶିଘ୍ର ନିଜକୁ ପୁନର୍ସଂଯୋଜିତ କରି ନେଲା ଏବଂ ଆମେରିକାର ସ୍ୱାଧୀନତା ସଂଗ୍ରାମ ଜାରୀ ରହିଲା ।
- ୧୮୮୫- ଷ୍ଟେଚ୍ୟୁ ଅଫ ଲିବର୍ଟୀ ଫ୍ରାନ୍ସରୁ ଯୁକ୍ତରାଷ୍ଟ୍ର ଆମେରିକା ଜଳପଥ ଯୋଗେ ନ୍ୟୁୟର୍କ ବନ୍ଦରରେ ଆସି ପହଁଚିଲା ।
- ୧୯୩୮- ଜାପାନ , ଚୀନ ବିରୋଧରେ ଯୁଦ୍ଧ ଘୋଷଣା କଲା ।
- ୧୯୪୪- ଆଇସଲୈଂଡକୁ ଡେନମାର୍କଠାରୁ ସ୍ୱଧୀନତତା ମିଳିଲା ।
- ଜର୍ମନୀ ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ସମର୍ପଣ କଲା ।
- ୨୦୧୨- ମିଶରର ଇତିହାସରେ ପ୍ରଥମ ଥର ରାଷ୍ଟ୍ରପତିପଦ ପାଇଁ ସାଧାରଣ ନିର୍ବାଚନ ହେଲା ।
- ଚୀନର " ଶନଚୋ-୯" ଅଂତରିକ୍ଷ ଯାନ ପ୍ରକ୍ଷେପିତ କରାଯିବାପରେ ନିଶ୍ଚିତ କକ୍ଷାରେ ପହଁଚିବାରେ ସଫଳ ହେଲା ।
ଜନ୍ମ
[ସମ୍ପାଦନା]- ୧୯୭୩- ଲିଏଣ୍ଡର ପେସ- ଭାରତୀୟ ସର୍ବଶ୍ରେଷ୍ଠ ଟେନିସ ଖେଳାଳୀ
- ୧୯୮୦- ଭେନସ ୱିଲିୟମ୍ସ୍- ସର୍ବଶ୍ରେଷ୍ଠ ଅମେରିକୀୟ ମହିଳା ଟେନିସ ଖେଳାଳୀ
- ୧୯୮୧- ଅମୃତା ରାଓ, ହିନ୍ଦୀ କଥାଚିତ୍ର ଅଭିନେତ୍ରୀ
ମୃତ୍ୟୁ
[ସମ୍ପାଦନା]- ୧୬୩୨- ମୁମତାଜ ମହଲ, ମୁଗଲ ବାଦଶାହ ଶାହଜହାଁ ଙ୍କର ପତ୍ନୀ
- ୧୮୫୮- ରାଣୀ ଲକ୍ଷ୍ମୀ ବାଈ, ୧୮୫୭ରେ ଘଟିତ ଭାରତୀୟ ସ୍ୱତନ୍ତ୍ରତା ସଂଗ୍ରାମର ନାୟିକା ଝାଁସୀ ରାଜ୍ୟର ରାଣୀ
- ୧୯୯୦- ଜ୍ଞାନୀନ୍ଦ୍ର ବର୍ମା, ଅନୁବାଦକ (ଜନ୍ମ: ୧୯୧୬)
ପର୍ବପର୍ବାଣି
[ସମ୍ପାଦନା]ବାହାର ଲିଙ୍କ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ୧୭ ଜୁନ
ବାବଦରେ ମାଧ୍ୟମ ରହିଛି ।